Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେପିରେ ସାମିଲ ହେଲେ କାର୍ ଖାନା ଭାଉଜ
ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ । ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଏହି ଦୁଇ ଯା’ଙ୍କୁ ଦଳକୁ ସ୍ଵାଗତ କରିଥିଲେ ।
ଗତ!-->!-->!-->…
ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ
ଭୁବନେଶ୍ଵର: ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ଵାମୀ ସରୋଜ ପାଣିଗ୍ରାହୀଙ୍କ ସହ ଆସି ବିଜେପିରେ ସାମିଲ ହେଲେ । ଗତ ୪ ଦିନ ତଳେ ବିଜେଡି ଛାଡିଥିଲେ ଜ୍ୟୋତି ।
ବିଜେଡି ଆଉ ପୂର୍ବଭଳି ବିଜେଡି ହୋଇ ରହିନାହିଁ । ଆଗ ଭଳି!-->!-->!-->…
ହିଞ୍ଜିଳି ରେ ରଜନୀକାନ୍ତ ପାଢି ହେଲେ କଂଗ୍ରେସ ବିଧାୟକ ପ୍ରାଥୀ : ସମର୍ଥକ ମଧ୍ୟରେ ଖୁସୀର ଲହରୀ
ହିଞ୍ଜିଳିକାଟୁ ୧୫!୪ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟ ରେ କଂଗ୍ରେସ ତାର ବିଧାନସଭା ଓ ଲୋକସଭା ପ୍ରାଥୀ ଘୋଷଣା କରିଛି ଏହି କ୍ରମ ରେ ୧୩୧ ନମ୍ବର ହିଞ୍ଜିଳି ବିଧାନସଭା ଆସନ ପାଇଁ ରଜନୀକାନ୍ତ ପାଢି ଙ୍କୁ ଦଳ ତରଫରୁ ପ୍ରାଥୀ କରାଯାଇଛି.ଯାହାକୁ ନେଇ କିଏ ପାଇବ କଂଗ୍ରସ ଟିକେଟ ତାର!-->…
ସାନଖେମୁଣ୍ଡି ବିଜେଡ଼ି ବିଜେପି ର ପ୍ରାର୍ଥୀ ଘୋଷଣା ରେ ବିଳମ୍ବ ଉତକୋଣ୍ଠା ରେ ଭୋଟର…
ଘରକୁ ଘର ବୁଲୁଛନ୍ତି ଧରକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି …
ରୋଚକ ମୋଡରେ ଆସିକା ନିର୍ବାଚନ କ୍ଷେତ୍ର : ବିଜେଡ଼ି ରେ ଲବି କରୁ ଥିଲେ ସୁରଭି, ପାଇଲେ କଂଗ୍ରେସ ରୁ ଟିକଟ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରେ ଏବେ ଅଜବ ଗଜବ ରାଜନୀତି ଚାଲିଛି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆସିକା ବିଧାନସଭା ନିର୍ବାଚନ ପାଇଁ ବିଜେଡ଼ି ରୁ ବହୁ ଆଶାୟୀ ଥିଲେ। ସେଥି ମଧ୍ୟରୁ ସୁରଭି ବିଷୋୟୀ ଜଣେ। ସେ ହେଉଛନ୍ତି ଆସିକା ଅଞ୍ଚଳ ର କଂଗ୍ରେସ ର ପୁରୁଖା ନେତା ସ୍ୱର୍ଗତ ଉମାଚାରଣ ବିଷୋୟୀ!-->…
ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା, ମୋଟ୍ ୭୫ ଆସନ ପାଇଁ ତାଲିକା ଜାରି
ଭୁବନେଶ୍ବର: ଆସିଲା କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାଧାରଣ ନିର୍ବାଚନ-୨୦୨୪ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ଟି ବିଧାନସଭା ଆସନ ପାଇଁ!-->…
ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ସରୋଜ ସାହୁ
ବିଜେଡିକୁ ପୁଣି ଲାଗିଛି ଝଟକା। ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳର ଜଣଙ୍କ ଜଣେ ବରିଷ୍ଠ ନେତା ଇସ୍ତଫା ଦେବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ବିଜେଡିର ରାଜ୍ୟ ସଂପାଦକ ସରୋଜ କୁମାର ସାହୁ ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନିଜର!-->!-->!-->…
ବିଜେପି ନେତାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀ ମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି । ଆଶା ଅଙ୍ଗନୱାଡ଼ି, ମିଶନଶକ୍ତି ମହିଳାଙ୍କ ପରି ତୃଣ ମୂଳ ସ୍ତରରେ କାମ କରୁଥିବା ମହିଳାଙ୍କ ଚରିତ୍ର ସଂହାର କରିବା!-->…
ପ୍ରଦୀପ ଙ୍କ ଗଡ଼ ଗୋପାଳପୁର ରେ ବଳ ଗୋଟାଉଛି ବିଜେଡ଼ି.! ଏବଂ ରଚୁଛି ଚକ୍ରବ୍ୟୁହ…
ବିଜେପି ରେ ଥିବା ଗୋଷ୍ଠି କନ୍ଦଳ ଓ ଅତି ଆତ୍ମ ବିଶ୍ୱାସ ଦଳ କୁ ମହଙ୍ଗା ପଡ଼ି ପାରେ...!!
ବ୍ରହ୍ମପୁର:୧୦-୪ ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ହୋଇଛି ଗୋପାଳପୁର। ପ୍ରଦୀପ ପାଣିଗ୍ରାହୀ ଙ୍କୁ ବିଜେପି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ!-->!-->!-->!-->!-->!-->!-->…
ପୁରୀରେ ଶଙ୍ଖ ଚିହ୍ନକୁ ଘୋଡ଼ାନଯାଉ ବୋଲି ବିଜେଡି କଲା ନିବେଦନ
ଭୁବନେଶ୍ୱର: ନିକଟରେ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ପୁରୀ ବଡ଼ଦାଣ୍ଡରେ ଥିବା ଶଙ୍ଖ ଚିହ୍ନର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଓଡ଼ିଶା ବିଜେପିର ଅଭିଯୋଗର ଜବାବରେ ନିର୍ବାଚନ ଆୟୋଗ (ଇସି) ପୂର୍ବରୁ ଗ୍ରାଣ୍ଡ!-->!-->!-->…