Browsing Category

ରାଜନୀତି

ତୃତୀୟ ପର୍ଯାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପର୍ଯ୍ୟାୟରେ ରେଙ୍ଗାଲି ପାଇଁ ସୁଦର୍ଶନ ହରିପାଲ, ରାଉରକେଲା ପାଇଁ ଶାରଦା ନାୟକ, ବୀରମିତ୍ରପୁର ପାଇଁ ରୋହିତ

ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ । ଲୋକଙ୍କୁ ସିଧାସଳଖ କଲ୍ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନବୀନ । ଯାହା ସାଧାରଣ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ଫୋନ୍ କଲରେ ଲୋକ ମାନଙ୍କ ଠାରୁ

ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ହେଲେ ମୋନିଦୀପା

ଭୁବନେଶ୍ଵର: ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲଙ୍କୁ ମିଳିଲା ନୂତନ ଦାୟିତ୍ଵ । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହେଲେ ମୋନିଦୀପା । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ମୋନିଦୀପାଙ୍କୁ ଦାୟିତ୍ଵ ଦେଲା ବିଜେଡି ।

ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ

ଗୁରୁବାର (ଗତକାଲି) ବିଜେଡିରୁ ଇସ୍ତଫା ଦେଇଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଆଜି ବିଜେପିରେ ମିଶିଛନ୍ତି। କତଡ଼ା ନିକଟରେ ବିଜେପିର ବୁଥ୍ ସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ଶ୍ରୀ ସାଏ ସେଠାରେ ଦଳରେ ସାମିଲ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଠମଲ୍ଲିକର

ବିଜେପିରେ ଯୋଗ ଦେଲେ ଅମରେନ୍ଦ୍ର ଦାସ

ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଶହଶହ କର୍ମୀଙ୍କ ସହ ଆସ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗଦେଲେ ଅମରେନ୍ଦ୍ର । ଗତକାଲି ବିଜେଡି ଛାଡିଥିଲେ

ବିଜେଡିରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ

ସୁନ୍ଦରଗଡ଼: ବିଜେଡି ଛାଡ଼ିଛନ୍ତି ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ। ସେ ତାଙ୍କ ଟ୍ବିଟର୍ ହ୍ୟାଣ୍ଡେଲର ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ କିଛି ଉଲ୍ଲେଖ କରି ନଥିଲେ

ହାତ ଛାଡିଲେ ପିସିସି ଉପସଭାପତି ବିଶ୍ୱ ଭୂଷଣ ଦାସ

ଭୁବନେଶ୍ବର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସକୁ ମିଳିଛି ବଡ ଝଟକା । ଦଳ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ । ସେ ଆଜି ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ତେବେ ସେ ଦଳ ଛାଡିବା ପଛର କାରଣ

ବିଜେଡି ଗୋଟି ଚାଳନା ରେ ଘାଇଲା ବିରୋଧୀ : ଗୋଟିଏ ଗୁଳି ରେ କଲା ଦୁଇ ଶିକାର…!

ବ୍ରହ୍ମପୁର:୪- ୪ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେବା ପରେ ଶାସକ ଦଳର ଅଙ୍କ ଭୁଲ ହୋଇଗଲା। ଶେଷରେ ବିଜେପି ଭଳି ରାଜନୈତିକ ଗୋଟି ଚାଳନା କରି ବିଜେଡ଼ି ଭୃଗୁବକ୍ସି ପାତ୍ର ଦଳରେ ସାମିଲ କରିବା ପରେ ତାଙ୍କୁ ବ୍ରହ୍ମପୁର ସାଂସଦୀୟ