Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସିଏଏ ମୂଳ ଭାରତୀୟ ସଂପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ୱସ୍ଥି ଦେଇଛି: ପୂର୍ବତନ ବିଧାୟକ
ଭୁବନେଶ୍ବର: ୭୦ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୧୦ ବର୍ଷରେ କରି ଦେଖାଇଛନ୍ତି । ପଡୋଶୀ ଦେଶରେ ନିର୍ଯାତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନାଗରିକତ୍ୱ ସଂଶୋଧନ ବିଲ୍ ବା ସିଏଏ କାର୍ଯ୍ୟକାରୀ ହୋଇଛି । ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ!-->…
ବିଜେଡି ସରକାର ଦୁର୍ନିତୀର ପ୍ରତୀକ ରାଜେନ୍ଦ୍ର ଢୋଲକିଆ, ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ବର: ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ହୋଇଛି । ଓଡ଼ିଶାର ବିଜେଡ଼ି ସରକାରର ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ ସଂଗୀନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଦିଆଯାଇଛି ଏହି ବନ୍ଦ ଡାକରା । ଏହି ବନ୍ଦ ଡାକରା ପଛରେ ଜିଲ୍ଲାବାସୀଙ୍କ ସମର୍ଥନ!-->…
କଂଗ୍ରେସର ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ
ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଓ ବିଜେପି ସଂପର୍କକୁ ବଡ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଅଭିନବ ପ୍ରତିବାଦ । ପ୍ରଥମେ ବିଜେଡି-ବିଜେପି ବିବାହ ଆଜି ସେମାନଙ୍କ ୧୦ଟି ପିଲାଙ୍କ ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ ।!-->…
କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା
ଭୁବନେଶ୍ବର: ଶଙ୍ଖ ଛାଡ଼ିଲେ, ହାତ ଧରିଲେ । ୩ ଦିନ ତଳେ ବିଜେଡି ଛାଡ଼ିଥିଲେ, ଆଜି କଂଗ୍ରେସରେ ମିଶିଲେ ବାଲେଶ୍ବର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟରେ ହାତ ଧରିଛନ୍ତି ସୁଦର୍ଶନ ଜେନା । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି!-->…
ରାଜ୍ୟରେ ଗଡ଼ିଲା ସଂକଳ୍ପ ରଥ: ଓଡ଼ିଶାବାସୀଙ୍କ ହେବ ଅଭିମତ ସଂଗ୍ରହ
ଭୁବନେଶ୍ବର: ପୁଣି ଥରେ ଦେଶରେ ମୋଦୀ ଶାସନ ଆଣିବାକୁ ବିଜେପିର କସରତ । ତୃତୀୟଥର ପାଇଁ ଶାସନ ଗାଦିରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁ ପ୍ରୟାସ ଆରମ୍ଭ କରିଛି । ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ସଂକଳ୍ପ ପତ୍ର ପାଇଁ ଆଜି ଅଭିମତ ସଂଗ୍ରହ!-->…
ଡାକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ବ
ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଥମିନାହିଁ। ଏହାରି ମଧ୍ୟରେ ରାଜ୍ୟ ବିଜେପି ନେତାଙ୍କୁ ପୁଣି ଥରେ ଦିଲ୍ଲୀ ଡାକରା ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଙ୍ଗଠନ!-->…
ମେଣ୍ଟ ଚର୍ଚ୍ଚା ହୋଇନି, ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ: ଲତା ଉସେଣ୍ଡି
ଭୁବନେଶ୍ୱର: କୌଣସି ମେଣ୍ଟ ଚର୍ଚ୍ଚା ହୋଇନି । ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ ବୋଲି ଆଜି ଏପରି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ।
ସେ ଆହୁରି କହିଛନ୍ତି,‘‘ ଦିଲ୍ଲୀରେ ହୋଇଥିବା ବୈଠକରେ ପ୍ରତିଟି ଆସନ ପାଇଁ ଆଲୋଚନା!-->!-->!-->…
‘ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ’
ଭୁବନେଶ୍ବର: ନୂଆ ଓଡ଼ିଶା ଗଠନ ହେବା ନେଇ 5-T ତଥା ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, ମହିଳା ମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ ।!-->…
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୟ ମହାପାତ୍ର
ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗତକାଲି ବିଜେଡିରେ ଯୋଗ ଦେଇଥିଲେ । ଆଜି ବିଜୟ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ, ଭଲ ହେଲା । ମୁଁ!-->!-->!-->…
ବିଜେଡି-ବିଜେପି ମେଣ୍ଟ: ଛିଣ୍ଡୁନି ଅଙ୍କ, ଏକାକୀ ଲଢ଼ିବା ନେଇ ଚର୍ଚ୍ଚା
ଭୁବନେଶ୍ବର: ରାଜ୍ୟ ରାଜନୀତି ବେଶ କିଛି ଦିନ ହେବ ସରଗରମ ଥିଲା । ଶୁଣିବାକୁ ମିଳୁଥିଲା ଉଭୟ କେନ୍ଦ୍ର ରାଜ୍ୟ ମିଶି ଚଳିତ ନିର୍ବାଚନ ଲଢ଼ିବେ । ଅର୍ଥାତ ବିଜେଡି-ବିଜେପି ମେଣ୍ଟ କରିବେ । ଭୁବନେଶ୍ବରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଘନ ଘନ ବୈଠକ ମଧ୍ୟ ବସିଥିଲା । ଗତକାଲି ବିଜେଡି ନେତା!-->…