Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ରାଜ୍ୟରେ ନିର୍ବାଚନ କମିଟି ଗଢ଼ିଲା କଂଗ୍ରେସ…
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ କମିଟି ଘୋଷଣା ହୋଇଛି । କମିଟିର ଅଧ୍ୟକ୍ଷ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ ରହିଥିବାବେଳେ ଦଳର ବରିଷ୍ଠ ନେତାମାନଙ୍କ ସମେତ ଯୁବ ଓ ମହିଳା ଚେହେରାଙ୍କୁ ବି ସ୍ଥାନ ମିଳିଛି । ନିର୍ବାଚନ…
ଘୋଷଣା କଲେ ସୁର; ମନ୍ମଥ ହେବେ ଜଟଣୀ ବିଧାୟକ ପ୍ରାର୍ଥୀ…
ସୁର ରାଉତରାୟଙ୍କ ପରେ କିଏ ନେବ ଜଟଣୀର ଦାୟିତ୍ୱ? ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନେବେ ନା ତାଙ୍କ ସାନପୁଅ ମନ୍ମଥ ରାଉତରାୟ ନେବେ ତାକୁ ନେଇ ଚାଲିଥିଲା ଚର୍ଚ୍ଚା। ଆଜି ସେହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁର। ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ…
ଏଥର ଯୁବ ଭୋଟର ବିଜେଡି ସପକ୍ଷରେ ଯିବେ ନାହିଁ: ଶରତ ପଟ୍ଟନାୟକ
ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ପଦଯାତ୍ରା କାର୍ଯ୍ୟକ୍ରମର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ ସରକାରକୁ ଆସିବ। ବିଜେପି ଓ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଥିଲେ।…
ବିଜେଡିରୁ ବହିଷ୍କୃତ ହେଲେ ସମ୍ବଲପୁର ଜିଲ୍ଲା ଉପଦେଷ୍ଟା ପ୍ରମୋଦ ରଥ…
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରମୋଦ ରଥ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଛି । ଏହି ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୂର୍ବରୁ ପ୍ରମୋଦ ରଥଙ୍କ ବିରୋଧରେ ମଧ୍ୟ…
ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ସମୃଦ୍ଧଶୀଳ ଓଡ଼ିଶା ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ: ବିଜେପି
ଭୁବନେଶ୍ୱର: ସରିଲା ବର୍ଷ ୨୦୨୩ । ରାତି ପାହିଲେ ଇଂରାଜୀ ନୂଆବର୍ଷ-୨୦୨୪ । ଏନେଇ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ଏହି ଅବସରରେ ମନମୋହନ ସାମଲ…
ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ
ଭୁବନେଶ୍ୱର: ଆଜି ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହେଉଛି। ୨୪ ଲଢ଼େଇରେ ମୋର୍ଚ୍ଚାଗୁଡ଼ିକର ଭୂମିକା କ’ଣ ରହିବ। ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗ ନେଇ ବିଜେପି ଯିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ। ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା, ଯୁବ…
ଲକ୍ଷ୍ମୀ ମାଝୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ବିଜେପି…
ଭୁବନେଶ୍ୱର: ଓଡ଼ିଶାରେ ମହିଳା ଅସୁରକ୍ଷିତ । ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ । ଭାରତୀୟ ଜନତା ପାର୍ଟି ସର୍ବଦା ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ ମଧ୍ୟ ରାଜ୍ୟ…
ବିଜେପି ଦଳରେ ଯୋଗ ଦେଲେ ପୁଲିନ ପ୍ରକାଶ ପୁହାଣ
ଯାଜପୁର : ବିଜେପି ଦଳରେ ସାମିଲ ହେଲେ ପୁଲିନ ପ୍ରକାଶ ପୁହାଣ। ନୂଆ ଦିଲ୍ଲୀ ଠାରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଭାବେ ପରିଚିତ ପୁଲିନ ପୂର୍ବରୁ କଂଗ୍ରେସ ସଂଗଠନ ପାଇଁ କାମ କରୁଥିଲେ। ଏପରିକି ସେ…
ଜାନୁଆରୀ ୨ରେ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ…
ଭୁବନେଶ୍ବର : ଜାନୁଆରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିବସ । ସମସ୍ତ ଜିଲ୍ଲା ଓ ସହରରେ କ୍ୟାଣ୍ଡେଲ ଜାଳି ଦୁଇ ମିନିଟ୍ ପ୍ରାର୍ଥନା କରାଯିବ । ସରକାରଙ୍କ ଆଦିବାସୀ…
ବୁଦ୍ଧେଶ୍ୱରୀ କଲୋନୀରେ ବିରୋଧ ଘଟଣା; କ୍ଷୋଭର ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା…
ଭୁବନେଶ୍ୱର: ରାଜଧାନୀର ବୁଦ୍ଧେଶ୍ୱରୀ କଲୋନୀ ଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାଉଥିବା ବେଳେ କିଛି ଲୋକ ଆସି ତାଙ୍କ କାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିବା ପରେ ଅପରାଜିତା ଷଡ଼ଙ୍ଗୀ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ…