Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ…
ଭୁବନେଶ୍ବର: ବରିଷ୍ଠ ବିଜେଡି ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାର ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପାଇଁ ସେ ରାଜସ୍ବ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ନାମାଙ୍କନ ପତ୍ର ଦାଖଲ କରିବା…
ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ…
ଭୁବନେଶ୍ୱର: ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ।…
ଓଡ଼ିଶାରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଦମନ କରିବାକୁ ଅପପ୍ରୟାସ କରୁଛି ବିଜେଡ଼ି: କଂଗ୍ରେସ
ଭୁବନେଶ୍ୱର: ଓଡ଼ିଶାରେ ବିଗତ କିଛି ବର୍ଷ ହେଲା ସାମ୍ବାଦିକ ମାନଙ୍କ ଉପରେ ଚାଲିଛି ଦମନରାଜ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଉପରେ ଆକ୍ରମଣକୁ କଂଗ୍ରେସ କେବେ ହେଲେ ବରଦାସ୍ତ କରିବନାହିଁ। ଗଣତନ୍ତ୍ରକୁ ସଶକ୍ତ କରିବା ଜନସାଧାରଣଙ୍କ ଅଭାବ ଅସୁବିଧାକୁ ସରକାର ଏବଂ…
ପ୍ରମିଳା ମଲ୍ଲିକ ହେଲେ ବିଜେଡି ବାଚସ୍ପତି ପ୍ରାର୍ଥୀ…
ଭୁବନେଶ୍ୱର: ଆସନ୍ତକାଲି ବାଚସ୍ପତି ନିର୍ବାଚନ ପଇଁ ନାମାଙ୍କନ ତାରିଖ ରହିଛି। ଏହା ପୂର୍ବରୁ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳି ଦଳର ବରିଷ୍ଠ ମହିଳା ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ସାରା ଦେଶରେ ମହିଳା ସଂରକ୍ଷଣ ବିଲ୍ ନେଇ…
ଅକ୍ଚୋବର ସୁଦ୍ଧା ଶେଷ ହେବ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା…
ନୂଆଦିଲ୍ଲୀ: ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଉପରେ କୈଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନି। ବୁଧବାର ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କ ଦିଲ୍ଲୀ ବାସଭବନରେ ବସିଥିଲା। ହେଲେ…
୩ କର୍ମୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେପି…
ଭୁବନେଶ୍ୱର: ୩ କର୍ମୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟହାର କଲା ବିଜେପି । ଭଦ୍ରକ ଜିଲ୍ଲାର ଏହି ତିନି ତୃଣମୂଳ ସ୍ତର କର୍ମୀଙ୍କୁ ଦଳରେ ସାମିଲ କରାଇଛି ଦଳ ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ର ଦାସ, ସୁବାସ ମୁଦୁଲି ଏବଂ ଜୟରାମ ମୁଦୁଲିଙ୍କ ଉପରୁ ଉଠିଲା!-->!-->!-->…
ଚଳିତ ବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ…
ଭୁବନେଶ୍ଵର: ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲଗାତାର ଭାବରେ ଗତ ୬ ବର୍ଷ ହେବ ରାଜ୍ୟର ବିଶ୍ଵବିଦ୍ୟାଳୟ ଓ!-->…
ଗଞ୍ଜାମରେ ବଳ ଗୋଟାଇ ସକ୍ରିୟ ହେଉଛି କଂଗ୍ରେସ…
ଆଗୁଆ ନିର୍ବାଚନ ସମ୍ଭାବନା , ଓଡିଶା ପହଞ୍ଚିଲେ ନିର୍ବାଚନ ଅଧିକାରୀ....
ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି ସନ୍ଦେହ କଲେ ସୌମ୍ୟ…
ଭୁବନେଶ୍ୱର: ବିଜେଡି ଉପସଭାପତି ପଦରୁ ବାହାରିବା ପରେ ମୁହଁ ଖୋଲିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ । ଏହି ଦସ୍ତଖତ ଅସଲି ନା ନକଲି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।
ଆଜି ବିଜୁ!-->!-->!-->…
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ପୁରୀ: ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ଦାବି। ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସପକ୍ଷରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀମାନେ ମତ ରଖିଥିବାବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ କଟକଣା ଉଠାଇବା ପାଇଁ ଆଜି!-->…