Browsing Category

ରାଜନୀତି

ମେ ୧ ତାରିଖରେ ବିଜେପି କେନ୍ଦ୍ରୀୟ ଅନୁଧ୍ୟାନ କମିଟିର ସମ୍ବଲପୁର ଗସ୍ତ

ଝାରସୁଗୁଡ଼ା: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ ପାଇଁ ମେ ୧ ତାରିଖରେ ବିଜେପିର କେନ୍ଦ୍ରୀୟ ଅନୁଧ୍ୟାନ କମିଟି ସମ୍ବଲପୁର ଗସ୍ତରେ ଆସିବେ ବୋଲି ଜଣାଯାଇଛି। ଏନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଂସଦ ବ୍ରଜରାଜଙ୍କ ନେତୃତ୍ବରେ

ଛତିଶଗଡ଼ ଦାୟିତ୍ୱରେ ଥାଇ ବ୍ୟାରେଜକୁ ବିରୋଧ କରି ନଥିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ରାଜନୈତକ ଫାଇଦା ନଥିଲେ ବିଜେପି ନେତା ପାଟି ଖୋଲନ୍ତି ନାହିଁ। ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥ ପାଇଁ କେବେ ବିଜେପି ଲଢେଇ କରୁଥିବା ଦେଖାଯାଏ ନାହିଁ। ରାଜନୈତିକ ଦୃଷ୍ଟିରୁ ଲାଭ ଥି‌ଲେ କେନ୍ଦ୍ରରେ ଥିବା ବିଜେପି ଓଡ଼ିଆ ମନ୍ତ୍ରୀମାନେ ଓଡ଼ିଶାକୁ ଅଧିକ କ୍ଷତି ପହଞ୍ଚାଇବାକୁ

ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ହନୁମାନ ଜୟନ୍ତୀରେ ସମ୍ବଲପୁରରେ ହିଂସା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,  ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ବହୁତ ଲୋକ ହତାହତ ହେଲେ ବହୁତ ସମ୍ପତ୍ତି ହାନି ବି

ରତ୍ନ ଭଣ୍ଡାର ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି, ପ୍ରତିକ୍ରିୟା ରଖିଲା ବିଜେଡି

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କଲା ପରେ ବିଜେଡି ଏହାର ପ୍ରତିକ୍ରିୟା ଦେଇଛି। ବିନା କାରଣରେ ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି ବିଜେଡି

ନବଗଠିତ ପ୍ରଦେଶ କଂଗ୍ରେସ କମିଟିକୁ ନେଇ ଅସନ୍ତୋଷ

ଭୁବନେଶ୍ବର: ତାରା ପ୍ରସାଦ ବାହିନୀପତିଙ୍କ ପରେ ଆଉ ଜଣେ ବରିଷ୍ଠ ବିଧାୟକ ନବଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ନବଗଠିତ ପିସିସିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, କମିଟିରେ ବହୁ ଅନୁପଯୁକ୍ତ ଅଛନ୍ତି,

ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିବେ ୯ ଜଣ ପ୍ରାର୍ଥୀ…

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦ୍ବିତା କରିବେ। ଏଥିଲାଗି ସମୁଦାୟ ୧୦ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ | ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିବାବେଳେ ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର

ଯିଏ ଆଇନଶୃଙ୍ଖଳା ଭାଙ୍ଗୁଛି, ତା’ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ: ବିଜେଡି

ଭୁବନେଶ୍ବର: ଝାରସୁଗୁଡ଼ାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ସମ୍ବଲପୁର ହିଂସା ଇତିହାସ ହିଁ କହିବ ବିଜେପି ପ୍ରଶ୍ନର ଉତ୍ତର। ପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀରେ କିଛି ନା କିଛି ସେଠି

ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା। ଶଙ୍ଖ ଭବନ ଲୋକାର୍ପଣ ଉତ୍ସବରେ ତଥାଗତ ଶତପଥୀଙ୍କୁ ଦେଖିବାକୁ ମିଳିଥିଲା । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ, କୌଣସି ଦଳରେ ନାହିଁ। ସାମ୍ବାଦିକ ଭାବେ ଆଜି ଶଙ୍ଖ ଭବନ ଲୋକାର୍ପଣ ଉତ୍ସବକୁ ଆସିଥିଲି। ବିଜେଡି

ଶ୍ରୀମନ୍ଦିର ଅଫିସ୍‌ରୁ ଫାଇଲ ହଜିବା ଘଟଣାରେ ଏତଲା ଦେଲା ବିଜେପି

ପୂରୀ : ଶ୍ରୀଜଗନ୍ନାଥଙ୍କ ଫାଇଲ ହଜିବା ଘଟଣାକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏଫଆଇଆର ଦେଲା ବିଜେପି । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ଥାନାରେ ଏତଲା ଦେଇଛନ୍ତି ବିଜେପି ପ୍ରତିନିଧି ଦଳ। ଏତଲାରେ ଦର୍ଶାଯାଇଛି, ହଜି ଯାଇଥିବା

ଝାରସୁଗୁଡା ଉପ-ନିର୍ବାଚନ: ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର ନାଏକ

ଭୁବନେଶ୍ୱର : ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର। ବିଜେଡି କାର୍ଯ୍ୟାଳୟରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମହେନ୍ଦ୍ର। କଂଗ୍ରେସ ଛାଡି ବିଜେଡିରେ ମିଶିଲେ ୨୦୧୯ର କଂଗ୍ରେସ