Browsing Category

ରାଜନୀତି

ଏଲପିଜି ସିଲିଣ୍ଡର ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌

ଭୁବନେଶ୍ୱର: ଦରବୃଦ୍ଧି ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌ । ଏଲପିଜି ସିଲିଣ୍ଡର ଦରବୃଦ୍ଧି ପରେ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗତକାଲି କେନ୍ଦ୍ର ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ାଇଛନ୍ତି। ଗରିବଙ୍କ ଚାଉଳ କାଟିବା ନେଇ ମଧ୍ୟ କେନ୍ଦ୍ରକୁ

ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲେ ଧର୍ମେନ୍ଦ୍ର…

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ସମୟରେ ପୋଲିସର ମାତ୍ରାଧିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ କଠୋର ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ

ବିଜେପି ଯୁବମୋର୍ଚ୍ଚାର ଘେରାଉ ଘଟଣା: ବନ୍ଧାହେଲେ ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ କର୍ମୀ

ଭୁବନେଶ୍ୱର : ଲୋୟର ପିଏମଜିରେ ରେ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨ ଗିରଫ । ଇରାଶିଷ ପୂର୍ବରୁ ହତ୍ୟା ମାମଲାରେ ଜେଲ ମଧ୍ୟ ଯାଇଛନ୍ତି। ପୋଲିସକୁ ଲହୁଲୁହାଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ

ବିଜେପିର ପୂର୍ବତନ ଉପସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ଅଜିତ ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣରେ ଅଜିତଙ୍କ ଦୁଇ ଗୋଡ ଭାଙ୍ଗି ଯାଇଛି। ଏହାସହ ତାଙ୍କ ହାତ, ମୁହଁ ସମେତ

ବିଜେଡି ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୩ଟି ବର୍ତ୍ତା

ଭୁବନେଶ୍ୱର : ବିଜେଡି ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୩ଟି ବଡ଼ ବର୍ତ୍ତା । ଦଳୀୟ ଏକତା ଓ ପାର୍ଟି ଅନୁଶାସନ ଭିତରେ କାମ କରିବାକୁ କହିଛନ୍ତି ନବୀନ । ରାଜ୍ୟ ସ୍ୱାର୍ଥ ଦିଗରେ କାମ କରିବାକୁ ଶପଥ ନେବେ ନେତା ଓ କର୍ମୀ । ନବୀନ ଓଡ଼ିଶା ଗଢ଼ିବା ପାଇଁ ଆହ୍ଵାନ

ଏପ୍ରିଲ ୩ରେ ହିନ୍ଦୋଳ, ଅତାବିରା ଭୋଟ…

ଭୁବନେଶ୍ୱର: ଏପ୍ରିଲ ୩ରେ ହିନ୍ଦୋଳ,ଅତାବିରା ଭୋଟ । ମାର୍ଚ୍ଚ ୧୭ରେ ଯାଞ୍ଚ ଓ ୨୦ରେ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର । ଏପ୍ରିଲ ୩ ତାରିଖରେ ମତଦାନ ଦେଇ ୫ରେ ଗଣତି ।ପ୍ରେସମିଟରେ ସୂଚନା ଦେଲେ ରାଜ୍ୟ ଆୟୋଗ ନିର୍ବାଚନ । ଆଜିଠାରୁ ଆଚରଣବିଧି ଲାଗୁ,ମାର୍ଚ୍ଚ ୩ରେ ପ୍ରକାଶ ପାଇବ

ବିଜେପି ଯୁବମୋର୍ଚ୍ଚା ଓ ପୋଲିସ କର୍ମୀ ମୁହାଁମୁହିଁ, ଫାଟିଲା DSPଙ୍କ ମୁଣ୍ଡ…

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି ଅଞ୍ଚଳ । ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ଧସ୍ତାଧସ୍ତି ବେଳେ ଢେଲାମାଡ଼ରେ ଜଣେ ଡିଏସପିଙ୍କ ସମେତ ୬ ପୋଲିସ କର୍ମଚାରୀ ଆହତ । ଗୁରୁତର ଅବସ୍ଥାରେ DSPଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେଡିର ଆନ୍ଦୋଳନ: ଲେଖାଶ୍ରୀ

ଭୁବନେଶ୍ୱର: ପିମେ ପାଇଁ ବିଜେଡି ବିକ୍ଷୋଭ ପ୍ରସଙ୍ଗରେ ବିଜେପିର ପ୍ରେସମିଟ । ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ଆନ୍ଦୋଳନ ହେଉଛି ବୋଲି କହିଛନ୍ତି ଲେଖାଶ୍ରୀ । ଯଦି ଅବହେଳା କଥା ଉଠୁଛି ତେବେ ୨୦୧୯ ସୁଦ୍ଧା ସର୍ଭେ ସରିଲାନାହିଁ କାହିଁକି ? ବସୁନ୍ଧରା ଯୋଜନାରେ କେତେ ଲୋକଙ୍କୁ ଘର

ଆବାସ ତାତି: ରାଜଭବନ ଆଗରେ ଧାରଣା ଦେଲା ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର : ବିଧାନସଭା ଭିତରେ ଓ ବାହାରେ ପିଏମ୍‌ ଆବାସ ତାତି । ଗୃହରେ ବିଜେଡି ବିଧାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ରକୁ ଘେରିଛନ୍ତି । ଏପଟେ ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ ସଭା ଚଳାଇଛି ବିଜୁ ମହିଳା ଜନତା ଦଳ । ଆଜି ବିଧାନସଭା ଶୂନ୍ୟକାଳରେ ଉଠିଥିଲା

ଆସନ୍ତାକାଲି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା। ନବ ଦାସ ହତ୍ୟା ମାମଲାରେ ସରକାରଙ୍କ ଜବାବ ଦାବି ଏହି ଘେରାଉ କରାଯିବ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଯୁବକ ଏକାଠି ହୋଇ ଘେରାଉ କରିବେ। ଏନେଇ ଆଜି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ସେ