Browsing Category

ରାଜନୀତି

ମୁଖ୍ୟମନ୍ତ୍ରୀ ନିରବ କାହିଁକି: ଶରତ ପଟ୍ଟନାୟକ…

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ । ଘଟଣାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ପ୍ରଶ୍ନ କଲେ ଶରତ ପଟ୍ଟନାୟକ । କ୍ରାଇମ ବ୍ରାଞ୍ଚ ଉପରେ କାହାର ଭରସା ନାହିଁ । ସିଟିଂ ଜଜଙ୍କ ତତ୍ତ୍ୱାବଧାନ କିମ୍ବା ସିବିଅ୍ଧବ ତଦନ୍ତ ହେଲେ ଘଟଣା କଣ

ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ: ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି, ରାଜନୀତିରେ ହିଂସାର ସ୍ଥାନ ନାହିଁ। କେବଳ ସାଧାରଣ ଲୋକ

ମୁଖ୍ୟମନ୍ତ୍ରୀ, 5-T ସଚିବଙ୍କୁ ତାରାଙ୍କ ପ୍ରଶଂସା…

କୋରାପୁଟ : ମାନ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ବିକ୍ରମଦେବ କଲେଜର ପ୍ଲାଟିନମ୍‌ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ ନାରା ମଧ୍ୟ ଦେଲେ। ତାରା ଏତିକିରେ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିଲା ଅଡୁଆ: ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ ଘଟଣାରେ ବିଜୟଶଙ୍କରଙ୍କ ପାଇଁ ବଢ଼ିଲା ଅଡୁଆ। ହାଇକୋର୍ଟରେ ସୋମାଲିକା କରିଥିବା ଆବେଦନର ଶୁଣାଣି କରି ଏତଲା ପଞ୍ଜିକରଣ ପାଇଁ ଜଗତସିଂହପୁର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ

କେନ୍ଦ୍ରର ଆୟୁଷ୍ମାନ ଯୋଜନା ଠାରୁ ରାଜ୍ୟର BSKY ଭଲ : ବିଜେଡି

ଭୁବନେଶ୍ୱର : ଆୟୁଷ୍ମାନ ଯୋଜନାଠାରୁ BSKY ଭଲ। ସ୍ୱାସ୍ଥ୍ୟସେବାର ନୂଆ ମଡେଲ ସାରା ଭାରତବର୍ଷକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟ୍‌ରେ ଓଡ଼ିଶା ବିଜେପିର ମିଛ ପ୍ରଚାର ପଦାରେ ପଡ଼ିଛି ବୋଲି କହିଛି ବିଜେଡି। କେନ୍ଦ୍ର ଆୟୁଷ୍ମାନ ଯୋଜନାରେ ରାଜ୍ୟ ପାଇଁ ବ୍ୟୟବରାଦ କମିଛି । ତେବେ

ନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର…

ଭୁବନେଶ୍ବର: ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର। ସେ କହିଛନ୍ତି, ପୁଲିସ ପୁଲିସର ତଦନ୍ତ କଲେ ବିରୋଧୀ କୁହିବେ, ଠିକ ହେଲାନି। କ୍ରାଇମବ୍ରାଞ୍ଚକୁ ଦେଲେ ବି ପ୍ରଶ୍ନ ଉଠିବ। କହିବେ ସବୁବେଳେ କିନ୍ତୁ କଣ କରାଯିବ

ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ବର: ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଦଳା ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଦାୟୀ।ଏଣୁ ପ୍ରଥମେ

ନବ ଦାସଙ୍କ ମୃତ୍ୟୁ ଭଳି ସ୍ପର୍ଶକାତର ଘଟଣାରେ ବିଜେପି ନିମ୍ନ ମାନର ରାଜନୀତି କରୁଛି: ବିଜେଡି

 ସ୍ୱଚ୍ଛତା ରକ୍ଷା ଲାଗି ଜଣେ ବିଚାରପତିଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି । ଭାରତୀୟ ନ୍ୟାୟପାଳିକାର ନିରପେକ୍ଷେତା ଉପରେ ରାଜ୍ୟ ବିଜେପିର ଭରସା ନାହିଁ କି?ଭୁବନେଶ୍ୱର, : ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ

କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା ନାହିଁ, ସିବିଆଇ ତଦନ୍ତ ହେଉ: ସମୀର ମହାନ୍ତିି…

# ଏଭଳି ବଡ ଘଟଣାରେ ପୋଲିସ ଡିଜି ଘଟଣା ସ୍ଥଳକୁ ନଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡଯନ୍ତ୍ର ରହିଛି # ରାଜ୍ୟରେ କିଏ ସରକାର ଚଳାଉଛି ? # ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ଏହାର ତଦନ୍ତ କରିବ, ଏହା ଆଦୈା ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ #

‘ବରୀରୁ ନିଶ୍ଚିତ ଲଢିବି’: ଦେବାଶିଷ ନାୟକ…

ଯାଜପୁର: ବିଜୁ ଜନତା ଦଳର ଗଡ଼ ଯାଜପୁର ବରୀ ନିର୍ବାଚନ ମଣ୍ଡଳିରେ ୨୦୨୪ ନିର୍ବାଚନ ପୂର୍ବରୁ ଦେଖା ଦେଇପାରେ ଦଳ ଅସନ୍ତୋଷ। ବରୀର ପୁର୍ବତ୍ତନ ବିଧାୟକ ଦେବାଶିଷ ନାୟକଙ୍କ ଏକ ବିୟାନକୁ ନେଇ ଏହି ଆକଳନ କରାଯାଉଛି। ଦେବାଶିଷ ହାଇଦ୍ରାବାଦ୍‌ରୁ ଫେରିବା ପରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା