Browsing Category

ଅପରାଧ

ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ନବରଙ୍ଗପୁର: ମାରି ଦେଇ ଝୁଲାଇ ଦେଲେ !। ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନବରଙ୍ଗପୁର ବେହେରାଗୁଡା ମଣ୍ଡେଇ ପଡିଆ ସାମନା ବରଗଛରେ ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗଛରେ ଏକ ବ୍ୟାଗ ମଧ୍ୟ ରହିଛି । ଘଟଣାସ୍ଥଳରେ ଟାଉନ

ଟ୍ରେନରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ପରିଚୟ ଜାଣିବା ପାଇଁ ୩ ମୋବାଇଲ ନମ୍ବର ଜାରି

ଭୁବନେଶ୍ୱର : ଧାନବାଦ ଏକ୍ସପ୍ରେସରେ ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣା । ପରିଚୟ ଜାଣିବା ପାଇଁ ୩ ମୋବାଇଲ ନମ୍ବର ଜାରି କଲା ଜିଆରପି । ୩ ଟି ନମ୍ବର ହେଲା 9438122528, 9438916892, 7008297947… ନିଜ ନାମ ଗୋପନ ରଖି ପରିଚୟ ଜଣାଇପାରିବେ । ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ

ଜମି ବିବାଦକୁ କେନ୍ଦ୍ର କରି ଭାଇ କୁ ପଥର ଛେଚି ହତ୍ୟା : ଘଟଣା ରେ ୧0 ଅଟକ….

କୁଆଁରମୁଣ୍ଡା /ନୂଆଗାଁ:(୨୭/୦୪/୨୦୨୩)କଥାରେ ଅଛି ଯୋଡ଼ାକୁ ଘୋଡ଼ା ସରି ନୁହେଁ। ଅର୍ଥାତ୍ ଯେଉଁ ମଣିଷ ସହ ତା' ସମ୍ପର୍କୀୟ ବ୍ୟକ୍ତି ସିଏ ଭାଇ ହେଉ କି ବନ୍ଧୁ ଥାଏ ସେ ଦୁନିଆର ଯେକୌଣସି ଶକ୍ତିକୁ ପରାଜୟ କରିପାରେ । କିନ୍ତୁ ସଭ୍ୟତାର ପାହାଚ ଚଢ଼ି ଚଢ଼ି ଆଜି ସମୟରେ ମଣିଷ ଏତେ ମାତ୍ରାରେ

ନୂଆଗାଁ ଧମକପୂର୍ଣ୍ଣ ପୋଷ୍ଟର ଓ ଜେ.ସି.ବି.ରେ ନିଆଁ ଘଟଣାରେ ନୂଆଁ ମୋଡ଼…

ନିଜେ ଖୋଳି ଥିବା ଗାତରେ ଫସିବେ ଠିକାଦାର...!! ସୁନ୍ଦରଗଡ଼/ନୂଆଗାଁ:(୨୭/୦୪/୨୦୨୩) ଗତ ୨୫ ଅପ୍ରେଲ ମଙ୍ଗଳବାର ଦିନ ଓଡ଼ିଶା ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ନୂଆଗାଁରେ ଘଟିଥିବା ଅଗ୍ନିକାଣ୍ଡ ଏବଂ PLFI ଲେଖା ଥିବା ପୋଷ୍ଟର ଘଟଣାରେ ତଦନ୍ତ ଜାରି ରହିଥିବା ହତିବରୀ ଥାନା

ଛତିଶଗଡ଼ରେ ନକ୍ସଲ ହମଲା ପରେ ଓଡ଼ିଶାରେ ହାଇ ଆଲର୍ଟ…

ଭୁବନେଶ୍ୱର : ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ବଡ଼ ଧରଣର ଆକ୍ରମଣ। ଓଡ଼ିଶା ସୀମାରେ ହାଇ ଆଲର୍ଟ ଜାରି। ନକ୍ସଲ ଆକ୍ରମଣରେ ୧୦ ସୁରକ୍ଷା କର୍ମୀ ଓ ଜଣେ ଡ୍ରାଇଭର ପ୍ରାଣ ହରାଇବା ପରେ ଘଟଣା ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ

ହାଇୱେ ଲୁଟେରା ଗ୍ୟାଙ୍ଗର ୭ ଜଣ ଗିରଫ

ଭୁବ‌ନେଶ୍ବର: ଏଆରଫିଲଡ଼ ଥାନା ପୁଲିସ ହାତରେ ହାଇୱେ ଲୁଟେରା ଗ୍ୟାଙ୍ଗର ୭ ଜଣ ସଦସ୍ୟ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ଲୁଟେରାମାନେ ନକଲି ପୁଲିସ ସାଜି ଲୋକଙ୍କୁ ଡରାଇ, ଧମକାଇ, ମାଡ଼ ମାରି ଟଙ୍କା ଲୁଟ କରୁଥିଲେ ‌ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି । ଶ୍ରୀ ସିଂହ

ନ୍ୟୁଡ ଭିଡିଓ କଲ୍‌ କରି ବରିଷ୍ଠ ନାଗରିକଙ୍କୁ ବ୍ଲାକମେଲ ଅଭିଯୋଗ, ରାଜସ୍ଥାନରୁ ୨ ସାଇବର ଅପରାଧୀ ଗିରଫ

ନ୍ୟୁଡ୍‌ ଭିଡିଓ କଲ୍‌ କରି ବ୍ଲାକମେଲ କରୁଥିବା ଅଭିଯୋଗରେ ରାଜସ୍ଥାନରୁ ଦୁଇ ଜଣ ସାଇବର ଅପରାଧିଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ। କଟକର ଜଣେ ବରିଷ୍ଠ ନାଗରିକଙ୍କୁ ନ୍ୟୁଡ୍‌ ଭିଡିଓ କଲ୍‌ କରି ପାଖାପାଖି ସାଢେ ୮ଲକ୍ଷ ଟଙ୍କା ନେଇ ଯାଇଥିଲେ ଏହି ସାଇବର ଲୁଟେରା । ରାଜସ୍ଥାନର ଭରତପୁର

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌, ୩୦ରୁ ୪୦ ଲକ୍ଷ ଟଙ୍କା ଓ ସୁନାଗହଣା ନେଇଗଲେ ଦୁର୍ବୃତ୍ତ

ବାଲେଶ୍ୱର: ଦିନ ଦ୍ୱିପହରରେ ବ୍ୟାଙ୍କ ଖାଲି କରିଦେଲେ ଡକାୟତ। ଆଜି ବାଲେଶ୍ୱର ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ ହୋଇଛି। ୭ରୁ ୮ ଜଣ ଡକାୟତ ଏହି ୟୁନିୟନ ବ୍ୟାଙ୍କ ଭିତରେ ପଶି ଡକାୟତି କରିଛନ୍ତି। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ

ଜଗତସିଂହପୁର ବିଡିଓଙ୍କ ନାଁରେ ମାମଲା

ଜଗତସିଂହପୁର : ଜଣେ ସୂଚନା ଅଧିକାରୀ କର୍ମୀଙ୍କୁ ଗାଳିଗୁଲଜ, ଧମକ, ଜାତିଆଣ ଆକ୍ଷେପ ଅଭିଯୋଗ ଘଟଣାରେ ଜଗତସିଂହପୁର ବିଡିଓ ସାଗର କୁମାର ନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଛି ଜଗତସିଂହପୁର ଥାନା ପୁଲିସ। ଆଇପିସି ଦଫା-୨୯୪, ୫୦୬ ଏବଂ ଏସ୍‌ସି/ଏସ୍‌ଟି ଆଇନରେ କେସ୍ ନଂ-୨୮୦ରେ ମାମଲା ରୁଜୁ

ପରକିଆ ପ୍ରୀତିରୁ ହତ୍ୟା ଉଦ୍ୟମ, ପତ୍ନୀ ପ୍ରେମିକର ତଣ୍ଟି କାଟି ସ୍ୱାମୀ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ମଝି ସାହିରେ ପରକିଆ ପ୍ରୀତିକୁ ନେଇ ପତ୍ନୀ ପ୍ରେମିକର ତଣ୍ଟି କାଟି ଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ବାରିଆ ଥାନା ବଳା ଗ୍ରାମର ଚିନ୍ମୟ ମୁଣ୍ଡା (୩୨) ବୋଲି ଜଣାପଡିଛି। ତୁରୁମୁଙ୍ଗା ମଝିସାହିର ଭାଗୀରଥି ମୁଣ୍ଡା