Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଚାକିରି ନାମରେ ସାଢେ ଛକ କୋଟି ଠକେଇ; ସଂସ୍ଥାର ସଂପାଦକ ଗୋପାଳଗଞ୍ଜରୁ ଗିରଫ
ଭୁବନେଶ୍ୱର:ଚାକିରି ଦେବା ନାଁରେ ଠକେଇ କରିଥିବା ଏକ ଟିମ୍ର କ୍ରାଇମ୍ବ୍ରାଞ୍ଚର ଇଓଡବ୍ଲୁ ପର୍ଦ୍ଦାଫାସ କରିଛି । ଆନ୍ତଃରାଜ୍ୟ ରାକେଟ ଚଳାଇଥିବା ଏହି ସଂସ୍ଥା ଓଡ଼ିଶା ସମେତ ୧୭ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଠକେଇ କରିଥିଲା । ହେଲେ ଓଡ଼ିଶାରେ ଠକେଇ!-->…
ନଦୀରେ ବୁଡି ଯୁବତୀଙ୍କ ମୃତ୍ୟୁ…
କାମାକ୍ଷାନଗର: ରାମିଆଳ ନଦୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତା ଯୁବତୀ ହେଲେ କାମାକ୍ଷାନଗର ଥାନା ଜଗନ୍ନାଥପୁର ଗ୍ରାମର ବିରଞ୍ଚି ରାଉତଙ୍କ ଝିଅ ଟିକିନା ରାଉତ । ସୂଚନା ମୁତାବକ ଗତକାଲି ଶୁକ୍ରବାର ଅପରାହ୍ନରେ ଟିକିନା ଏକାକି ଗ୍ରାମ ନିକଟସ୍ଥ ରାମିଆଳ ନଦୀକୁ ଗାଧୋଇବା ପାଇଁ!-->…
ସମ୍ପତ୍ତି ପାଇଁ ସାବତ ପୁଅକୁ ହତ୍ୟା କଲା ମା‘…
ନୟାଗଡ଼: ପିଟି ପିଟି ମାରିଦେଲା ସାବତ ମାଆ। ସମ୍ପତ୍ତି ପାଇଁ ସାବତ ପୁଅକୁ ହତ୍ୟା !। ନୟାଗଡ଼ ଦଶପଲ୍ଲା ଶିମିଳି ସାହିରେ ହତ୍ୟାକାଣ୍ଡ। ସମ୍ପତ୍ତି ଲୋଭ ଏବଂ ବିବାହ ପ୍ରସ୍ତାବ ଘଟଣାକୁ କେନ୍ଦ୍ର କରି ସାବତ ମାଆ ଓ ସାନ ପୁଅ ମିଶି ବଡ଼ ଭାଇ ବିଜୟ କୁମାର ପ୍ରଧାନଙ୍କୁ ପିଟିପଟି ମାରି!-->…
ଏସିଡ ମାଡ଼ ଘଟଣାର ପର୍ଦାଫାସ, ୨ ଗିରଫ…
ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମରେ ଜଣେ ଯୁବକ ଉପରେ ଏସିଡ ମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ୨ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସୁକାନ୍ତି ମୁଣ୍ଡା ଓ ମାଣ୍ଡୁଳ ମୁଣ୍ଡା । ଅନୈତିକ ସମ୍ପର୍କ ଓ ନିଶା କାରବାର ଅର୍ଥ!-->…
ବିଷାକ୍ତ ଖାଦ୍ୟ ଖାଇ କନ୍ୟାଶ୍ରମର ଜଣେ ଅନ୍ତେବାସୀ ମୃତ ଓ ୨୬ ଜଣ ଗୁରୁତର…
ସୋର: ବାଲେଶ୍ବର ଜିଲ୍ଲା ସୋର ଠାରେ ଥିବା ପୁରବାଇ କନ୍ୟାଶ୍ରମରେ ଗତକାଲି କିଛି ଛାତ୍ରୀ ଖାଦ୍ୟ ଖାଇବା ପରେ ୩ ଜଣ ଅନ୍ତେବାସୀ ବାନ୍ତି କରିଥିଲେ । ପରେ ଆହତମାନଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ବର ଜିଲ୍ଲାମୁଖ୍ୟ!-->…
ରାଜଧାନୀ ହାଇଟେକ ଛକରୁ ୭୦ କେଜି ଗଞ୍ଜେଇ ଜବତ…
ଭୁବନେଶ୍ବର: ରାଜଧାନୀ ହାଇ ଟେକ ଛକରୁ ଜବତ ହେଲା ୭୦ କେଜି ଗଞ୍ଜେଇ। ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନ ଓ କ୍ରାଇମ ୟୁନିଟ। କନ୍ଧମାଳ ରୁ ଭୁବନେଶ୍ୱର ଦେଇ ପାଣି କୋଇଲି ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା। ୪ଟି!-->…
ଚାକିରି ଦେବା ନାଁରେ ୧୭ ରାଜ୍ୟର ଲୋକଙ୍କୁ ଠକିଥିବା ଧର୍ମପାଲ୍ ସିଂ ଗିରଫ…
ଭୁବନେଶ୍ବର: ଚାକିରି ଦେବା ନାଁରେ ୧୭ ରାଜ୍ୟର ଲୋକଙ୍କୁ ଠକିଥିବା ମାଷ୍ଟରମାଇଣ୍ଡ ଧର୍ମପାଲ୍ ସିଂ ଗିରଫ ହୋଇଥିବାର ଖବର ମିଳିଛି। ଧର୍ମପାଲ୍ ସିଂକୁ ବିହାରରୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା।ନକଲି ୱେବସାଇଟ୍ ପ୍ରସ୍ତୁତ କରି ସରକାରୀ ଚାକିରିର ବିଜ୍ଞାପନ ଦେଇ ଗ୍ରାମୀଣ!-->…
ପରିବାର ନିୟୋଜନ ଅସ୍ତ୍ରପଚାର କରିବାରୁ ୧୧ ଛୁଆର ଜନନୀକୁ ଘରେ ପୁରାଉନାହିଁ ସ୍ଵାମୀ…
ବାଂଶପାଳ: ଅନ୍ଧବିଶ୍ୱାସର ଅନ୍ଧଗଳିରେ ଆଦିବାସୀ । ପରିବାର ନିୟୋଜନ ଅସ୍ତ୍ରପଚାର କରିବାରୁ ୧୧ ଛୁଆର ଜନନୀକୁ ଘରେ ପୁରାଉନାହିଁ ସ୍ଵାମୀ । ଫଳରେ ତିନି ଦିନ ହେଲାଣି ଛୁଆଙ୍କୁ ଧରି ଘର ବାହାରେ ଥିବା ଆମ୍ବ ଗଛ ମୂଳରେ ଭୋକ ଶୋଷରେ ଆଶ୍ରୟ ନେଇଛି ସ୍ତ୍ରୀ । ଅସ୍ତ୍ରପଚାର ପରେ ସ୍ତ୍ରୀ ମାରା!-->…
ପାରିବାରିକ କଳହରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ବାମୀ…
କାମାକ୍ଷାନଗର: କାମାକ୍ଷାନଗର-ପାରିବାରିକ କଳହରୁ ସ୍ୱାମୀର ଉନ୍ମତ୍ତ କାଣ୍ଡ। ଠେଙ୍ଗା ରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲ କୁ ପୋଡିବାକୁ ନେବା ବେଳେ ମୃତଦେହ ଜବତ କଲା ପୋଲିସ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ!-->!-->!-->…
ରାଜଧାନୀରେ ଟ୍ରାଭେଲ ଏଜେନସି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ…
ଭୁବନେଶ୍ୱର: ଭୁବନେଶ୍ୱର OUAT ଛକରେ ମୁଖା ପିନ୍ଧା ଦୁର୍ବୁତ୍ତଙ୍କ ଆତଙ୍କ । ଟ୍ରାଭେଲ ଏଜେନସି ଭିତରେ ପଶି ଭଙ୍ଗାରୁଜା କରିବା ସହ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ।
ଗୁରୁତର ଅବସ୍ଥାରେ ଟ୍ରାଭେଲ ଏଜେନ୍ସି ମାଲିକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ!-->!-->!-->…