Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଶ୍ୱାସ ରୁଦ୍ଧ ହୋଇ ଦୁଇ ମୃତ, ଜଣେ ଗୁରୁତର
ମୋହନା : ଶ୍ୱାସରୁଦ୍ଧ ହୋଇ ୨ ମୃତ। ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର। ମୃତକ ଦୁଇ ଜଣ ଗଣେଶ ନାୟକ ଓ ଅମ୍ବିକା ନାୟକ। ଆର୍ ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ବିବାହ ଭୋଜି ପାଇଁ ଘର ସମ୍ମୁଖରେ ଜେନେରେଟର!-->…
ସମ୍ବଲପୁରରେ ଯୁବକଙ୍କୁ ଛୁରାମାଡ଼: ମୃତ ଘୋଷଣା କଲେ ଡାକ୍ତର…
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନୁପାଲି ଥାନା ତୁରୀପଡ଼ାରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରାସ୍ତା ଉପରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି।ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ତୁରୀପଡ଼ାର ତଫିନ ପ୍ରଧାନ(୨୫)!-->…
ରାସ୍ତା କଡ଼ରୁ ମିଳିଲା ମୃତଦେହ…
ଟିଟିଲାଗଡ଼: ଟିଟିଲାଗଡ଼ ବଲାଙ୍ଗୀର ରାସ୍ତା କଡ଼ରୁ ଶୁକ୍ରବାର ପୁଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତଦେହ ନିକଟରେ ଏକ ବାଇକ ମଧ୍ୟ ପଡ଼ିଥିବା ଦେଖାଯାଇଥିଲା। ମୃତକ ଟିଟିଲାଗଡ଼ ଥାନା ଅନ୍ତର୍ଗତ ପିଟାପଡାର ସୁରେଶ ଘିବେଲାଙ୍କ ପୁଅ ନଟୁ ଘିବେଲା ବୋଲି ଜଣାପଡିଛି।
ଗୁରୁବାର ସନ୍ଧ୍ୟାରେ ନଟୁ!-->!-->!-->…
ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି…
ବଲାଙ୍ଗିର: ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି। ଧସ୍ତାଧସ୍ତିରେ ବିଜେଡିର ମହିଳା କାଉନସିଲର ଆହତ। ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନ ଉଦ୍ଘାଟନ ବେଳେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାର ବିକାଶ କାମରେ କିଏ ବାଧା ସୃଷ୍ଟି କରୁଛି ସେନେଇ ପ୍ରଥମେ ଉଭୟ ଦଳ!-->…
ଦୁର୍ବୁତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର…
ଯାଜପୁର: ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ରଗଡ଼ି ଅଞ୍ଚଳରେ ଥିବା ମା କାମୁଡ଼େଇ ପୀଠର ମୁଖ୍ୟ ଫାଟକ ସମ୍ମୁଖରେ କେତେକ ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି । ସୂଚନା ଅନୁଯାୟୀ କେଉଁଝର ଜିଲା ରାମଚନ୍ଦ୍ରପୁର ଥାନା!-->…
ସ୍ତ୍ରୀ କୁ ହତ୍ୟାକଲା ସ୍ବାମୀ ଥାନାରେ ଅଟକ…
କାଶିପୁର :ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଦୋରାଗୁଡା ଥାନା ଡି କରଳ ଆଦିବାସି ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଆଦିବାସି ସାହିର ଏକ ଘରେ ଜଣେ ମହିଳାଙ୍କ ଏକ ଶୋବ ଉଧାର କରିଛି ଦୋରାଗୁଡା ପୋଲିସଏବଂ ହତ୍ୟା ସନ୍ଦେହରେ ପୋଲିସ ୨ଜଣକୁ ଅଟକ ରଖିଛି।ମୃତକ ଜଣକ ହେଉଛନ୍ତି ଶାପାଇ!-->…
୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆର୍ଆଇ…
କୁଚିଣ୍ଡା: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆର୍ଆଇ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଗୋଛରା ଆରଆଇ ସତ୍ୟନାରାୟଣ କାଉଡ଼ି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜମି ପଟ୍ଟା କରିବା ପାଇଁ ରିପୋର୍ଟ ଦେବାକୁ ସେ ଲାଞ୍ଚ ନେଉଥିଲେ । ଆରଆଇ ସତ୍ୟନାରାୟଣଙ୍କଠାରୁ ଲାଞ୍ଚ!-->…
ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲା : ୫ ମାସ ପରେ ବୟଫ୍ରେଣ୍ଡ ସୌମ୍ୟଜିତ ଗିରଫ..
ଭୁବନେଶ୍ବର: ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ ଗିରଫ । ଆଜି ସମ୍ବଲପୁରରୁ ସୌମ୍ୟଜିତ୍କୁ ଭୁବନେଶ୍ୱର ଆଣିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଗତକାଲି ରାତିରେ ସମ୍ବଲପୁର ବଂଶୀଧର ନଗର ସ୍ଥିତ ଘରୁ ସୌମ୍ୟଜିତ!-->…
ବାଇକକୁ ପିଟିଲା ଟ୍ରକ୍: ପ୍ରାଣ ହରାଇଲେ ବାପ ଓ ପୁଅ…
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟିଛି। ଏଠାରେ ବାଇକକୁ ପିଟିଛି ଟ୍ରକ୍। ଏହାଫଳରେ ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାଇକ୍ ଆରୋହୀ କୋମନା ଥାନା ମିଛାପାଲି ଗାଁର କମଳ!-->…
ହୋମଗାର୍ଡଙ୍କୁ ଧକ୍କା ଦେଲା ଟ୍ରକ୍ , ଘଟଣାସ୍ଥଳରେ ମୃତ୍ୟୁ
ଆନନ୍ଦପୁର: ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଗାଡ଼ି। ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଘଷିପୁରା ଥାନା ଦେଓଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ହୋମଗାର୍ଡ ତରିମୂଳ ଗାଁର ସୁରେଶ କୁମାର ରାଉତ । ସେ ଘଷିପୁରା ଥାନାରେ କାର୍ଯ୍ୟରତ ଥିଲେ।
ଗତକାଲି ରାତିରେ ସୁରେଶ!-->!-->!-->…