Browsing Category

ଅପରାଧ

ପରକୀୟା ପ୍ରୀତିକୁ ନେଇ ଗୁଳିମାଡ, ତଦନ୍ତ କରୁଛି ସାଇଣ୍ଟିଫିକ୍‌ ଟିମ୍‌ ଓ ଆଠଗଡ ପୋଲିସ

ଆଠଗଡ: ଆଠଗଡ ଥାନା ଜେନାପଦା ଦେଶ ମଝି ସାହିରେ ଗୁଳିମାଡ ଘଟଣାରେ ତନଘନା ତଦନ୍ତ । ସାଇଣ୍ଟିଫିକ୍‌ ଟିମ୍‌ ଓ ଆଠଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ରକ୍ତ ନମୁନା ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ରହିଥିବା ସମସ୍ତ ଜିନିଷକୁ ଯାଞ୍ଚ କରାଯାଉଛି । ପରକୀୟା ପ୍ରୀତିକୁ ନେଇ…

ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଗିରଫ : ସହଯୋଗୀଙ୍କୁ ଖୋଜୁଛି ପୋଲିସ୍…

ବାଲିଗୁଡ଼ା:: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏକ ଡକାୟତି ଘଟଣାର ଚାରିଦିନ ପରେ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଅଜୟ ଦିଗାଳକୁ ଗିରଫ କରି ପର୍ଦ୍ଧାଫାଶ କଲା ପୋଲିସ୍ । ଅଜୟ ନିକଟରୁ ଗୋଟିଏ କାର୍, ଦୁଇଟି ମୋବାଇଲ ଓ ନଗଦ ତିନି ହଜାର ଟଙ୍କା ଜବତ କରିଛି…

ଥାନା ସମ୍ମୁଖରୁ ଝୁଲନ୍ତା ମୃତଦେହ ଉଦ୍ଧାର…

ବ୍ରହ୍ମପୁର :ଗୋଶାଣିନୁଆଗାଁ ଥାନା ସମ୍ମୁଖରୁ ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକଙ୍କ ପରିଚୟ ମିଳି ନ ଥିବା ପୋଲିସ କହିଛି। ଏପରି କି ସେ ପିନ୍ଧିଥିବା ଏକ ପ୍ୟାଣ୍ଟ ଅଣ୍ଟାରୁ ଖସି ତଳେ ପଡିଯାଇଥିବାରୁ ଯାହାକୁ ପୋଲିସ ଜବତ କରିଛି। ମୃତକଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ…

ସ୍ତ୍ରୀ ଓ ଛୁଆକୁ ମାରିଲା ପରେ ନିଜେ ରଶିଦେଇ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

କୋରାପୁଟ : କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲଷ୍ମୀପୂର ବ୍ଲକ ର ତୋୟାପୁଟ ଗ୍ରାମ ରେ ଗୋଟିଏ ସାଙ୍ଘାତିକ ଘଟଣା ଘଟିଯାଇଛି ଗୋଟିଏ ଘରେ ସ୍ୱାମୀ ସ୍ତ୍ରୀ ଓ ୨ ବର୍ଷ ର ଶିଶୁ କନ୍ୟା ର ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି ଯାହାକି ସ୍ୱାମି ଙ୍କ ଝୁଲନ୍ତା ମୃତ ଦେହ ଏବଂ ସ୍ତ୍ରୀ ସଫା ଉପରେ ଏବଂ ଶିଶୁର…

ଘର ଭିତରୁ ଗୋଟିଏ ପରିବାର ୩ ମୃତଦେହ ଉଦ୍ଧାର

କୋରାପୁଟ: ଘର ଭିତରୁ ପରିବାରର ୩ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଓ ଛୋଟ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟର ଲକ୍ଷ୍ମୀପୁର ବ୍ଲକ ତୋୟାପୁଟରେ ଅଭାବନୀୟ ଘଟଣା। ବାପାର ମୃତଦେହ ରଶି ଲାଗି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ମା’ର…

ଆଠଗଡ଼ରେ ଗୁଳିମାଡ଼: ୩ ଗୁରୁତର…

ଆଠଗଡ଼: ଆଠଗଡ଼ ଅଞ୍ଚଳର ଜେନାପଦା ମଝିସାହିରେ ସନ୍ଧ୍ୟା ସମୟରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଆହତଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି।…

ରାସ୍ତା ଉପରେ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

କେନ୍ଦ୍ରାପଡା : ରାସ୍ତା ଉପରେ ଚଲୁଥିବା ସମୟରେ ହୁତୁହୁତୁ ହୋଇ ଜଳିଗଲା କାର୍‌ । ଅଳ୍ପକେ ବର୍ତ୍ତିଲେ ୪ ଜଣ ଯାତ୍ରୀ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗୋପେଇ – ପଣସୁଆ ପଡା ରାସ୍ତାର ବନ୍ଧମୁଣ୍ଡା ନିକଟରେ ଚାଲୁଥିବା ବେଳେ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଭୋଜି…

ବାଣୀବିହାରରେ ସେମିନାର ବେଳେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ…

ଭୁବନେଶ୍ୱର: ବାଣୀବିହାରରେ ଛାତ୍ର ଅସନ୍ତୋଷ। ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ପି.ଜି କାଉନସିଲ ଅଡ଼ିଟୋରିୟମ ଠାରେ ” ସମ୍ବିଧାନ ଏବଂ…

ବିଷ ପିଇ ଦେଇଥିବା ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବ୍ରହ୍ମପୁର: ଭଞ୍ଜନଗର ପିଇଓ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଆତ୍ମହତ୍ୟା। ଚଳିତ ମାସ ୧ ତାରିଖରେ ଭଞ୍ଜନଗର ବ୍ଲକ ପରିସରରେ ବିଷ ପିଇଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ୧୨ ଦିନ ଧରି…

ବାଇକକୁ ପିଟି ଓଲଟି ପଡିଲା କାର, ଘଟଣା ସ୍ଥଳରେ ଜଣକର ମୃତ୍ୟୁ

ଆନନ୍ଦପୁର: ବାଇକ୍ ପଛକୁ ଧକ୍କା ଦେଲା କାର। ଦୁର୍ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ। ୨୦ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ନୂଆଗାଁ ଛକ ନିକଟରେ କେନ୍ଦୁଝର ପଟୁ ଦ୍ରୃତ ଗତିରେ ଆସୁଥିବା ଏକ କାର ଗୋଟିଏ ବାଇକକୁ ପଛ ପଟୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଥିଲା। ସ୍ଥାନୀୟ…