Browsing Category

ଅପରାଧ

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅର ଜାମିନ ନାମଞ୍ଜୁର…

ପାଟଣାଗଡ଼: କଣ୍ଟାବାଞ୍ଜି ଆଲିସାନ ସିନେମା ହଲ୍‌ ଭିତରେ ଗଣ୍ଡଗୋଳ ଘଟଣାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ଗିରଫ ପରେ ଜେଲକୁ ପଠାଯାଇଛି । ପାଟଣାଗଡ଼ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେଜିଙ୍କ ସହ ୫ ସହଯୋଗୀଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି…

ଗିରଫ ହେଲେ ବ୍ରହ୍ମପୁର TPSODL କର୍ପୋରେଟ ଅଫିସର…

ବ୍ରହ୍ମପୁର: ଗିରଫ ହେଲେ ବ୍ରହ୍ମପୁର TPSODL କର୍ପୋରେଟ ଅଫିସର ବରିଷ୍ଠ ଜେନେରାଲ ମ୍ୟାନେଜର ପ୍ରମୋଦ ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ନିଜ ରୋଜଗାରଠାରୁ ୧୧୧% ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ତାଙ୍କର ରହିଛି ତିନୋଟି ବହୁତଳ ଘର।…

ତପସ୍ୱିନୀ ରହୁଥିବା ଘରେ ବିଦ୍ୟୁତ୍ କାଟ୍ ନେଇ ଏସ୍‌ପିଙ୍କୁ ଗୁହାରି; ସମସ୍ୟା ସମାଧାନ ନ ହେଲେ ପୁଣି ଧାରଣା : ତପସ୍ୱିନୀ

ବ୍ରହ୍ମପୁର: ସ୍ତ୍ରୀର ମାନ୍ୟତା ପାଇ ସୁଦ୍ଧା ଶ୍ୱଶୁର ଘରଙ୍କ ବାରଣ ହେତୁ ନିଜର ସାମାଜିକ ହକ୍ ପାଇଁ ଶ୍ୱଶୁର ଘର ସାମ୍ନାରେ ଦୀର୍ଘ ଏକ ମାସ ଧରି ଧାରଣା ଦେଇ ରାଜ୍ୟ ତଥା ରାଜ୍ୟବାହାରେ ଚର୍ଚ୍ଚାରେ ରହିଥିବା ତପସ୍ୱିନୀ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କ ଶ୍ୱଶୁର ଘର ଲୋକ…

ଅର୍ଚ୍ଚନା ନାଗ ଗିରଫ ମାମଲା: ୨୪ ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଖଣ୍ଡଗିରି ପୋଲିସ…

ଭୁବନେଶ୍ୱର : ଅର୍ଚ୍ଚନା ନାଗ ଗିରଫ ମାମଲାରେ ଅର୍ଚ୍ଚନା-ଜଗବନ୍ଧୁଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ । ୨୪ଶହ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ଖଣ୍ଡଗିରି ଥାନା ପୋଲିସ । ପୂର୍ବରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଚାର୍ଜସିଟରେ ଘଟଣାସ୍ଥଳର…

ଗାତରେ ପଡ଼ି ଦୁଇ ଶିଶୁ କନ୍ୟା ମୃତ…

ଚିତ୍ରକୋଣ୍ଡା: ରାସ୍ତା କାମ ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡ଼ି ଦୁଇଟି ଶିଶୁ କନ୍ୟା ମୃତ। ଏଭଳି ଅଭାନୀୟ ଘଟଣା ଘଟିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଢେପ ସାହିରେ। ସୁଭଦ୍ରା କମାର(୪ବର୍ଷ) ଏବଂ ସୁମୀ ଜାନମ(୩ ବର୍ଷ) ଏହି ଦୁହେଁ ଖେଳୁଥିବା ସମୟରେ ଗାତରେ ଖସି ପଡିଥିବା ଆଶଙ୍କା…

ଯୁବକକୁ ପିଟି ପିଟି ମାରି ଦେବା ପରେ ପୋଡିଦେଲେ, ଅଭିଯୁକ୍ତ ଫେରାର…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସାନଗୋଛା ଗାଁ ନିକଟ ମୁକିଡ଼ାମ ଘାଟି ନିକଟରେ ଯୁବକଙ୍କୁ ପିଟି ପାଟି ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲରେ ପୋଡି ଦେଇ ଥିଲେ ଅଭିଯୁକ୍ତ। ମୃତ ଯୁବକ ଜଣକ ହେଉଛନ୍ତି ସୋରଡ଼ା ଗ୍ରାମର ସନ୍ତୋଷ ବେହେରା (ବେଣା)। ସୂଚନା ମୁତାବକ ସନ୍ତୋଷ…

ଗୁଳି ବିଦ୍ଧ ଦନ୍ତାର ମୃତଦେହ ଠାବ, ଦୁଇଟି ଦାନ୍ତ ଚୋରି…

ବଡମ୍ବା : ହତ୍ୟା କରି ହାତୀର ଦାନ୍ତ କାଟିନେଲେ ଦୁର୍ବୃତ୍ତ। ବଡମ୍ବା ରେଞ୍ଜ ମାଣିଆବନ୍ଧ ବିଟ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ପୁଣି ଗୁଳି ବିଦ୍ଧ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବଡ଼ମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା। ଗାଁ ଲୋକେ କାଠ ଆଣିବାକୁ…

ନବ ଦାସଙ୍କ ହତ୍ୟା ଘଟଣା: ପାଇଖାନା ଟାଙ୍କିରୁ ମିଳିଲା ୧୨ଖଣ୍ଡ କାଗଜ… !

ଝାରସୁଗୁଡା: ପାଇଖାନା ଟାଙ୍କିରେ ଲୁଚିଥିଲା ପ୍ରମାଣ! ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ । ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । କ୍ରାଇମବ୍ରାଞ୍ଚ ଟିମ୍‌ ହାତରେ ଲାଗିଛି ବଡ଼ ସୁରାକ । ପାଇଖାନା…

ଭଦ୍ରକରେ ଯୁବକଙ୍କୁ ବୀଭତ୍ସ ହତ୍ୟା…

ଭଦ୍ରକ: ଯୁବକଙ୍କୁ ବୀଭତ୍ସ ହତ୍ୟା। ଧାରୁଆ ମାରଣାସ୍ତ୍ରରେ ମୁହଁକୁ ହାଣିଲେ ଦୁର୍ବୃତ୍ତ। ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚରମ୍ପା ଧାମରା ରେଳ ଓଭରବ୍ରିଜ୍‌ ନିକଟ ଏକ ଜମିରେ ଯୁବକଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଛି। ମୃତ ଶରୀର…

MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ମାଆ-ପୁଅ ମୃତ

ବ୍ରହ୍ମପୁର: ସ୍କୁଟିକୁ ଧକ୍କା ଦେଲା କାର, ମାଆ-ପୁଅ ମୃତ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସମ୍ମୁଖରେ ବିଳମ୍ବିତ ରାତିରେ ଏକ ସ୍କୁଟି ଓ କାର ମଧରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ମା ସୀତା ଆମ୍ମା ଓ ପୁଅ ରାମଚନ୍ଦ୍ର ପାତ୍ର । ମୃତକଙ୍କ ଘର ବ୍ରହ୍ମପୁର…