Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ହିତେନ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍, ୭ ଅଭିଯୁକ୍ତ ଗିରଫ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଯୁବ ବ୍ୟବସାୟୀ ହିତେନ ସ୍ୱାଇଁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍। ଚିଟ୍ଫଣ୍ଡରେ ଟଙ୍କା ବୁଡ଼ିବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏଥିରେ ୭ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ସୁଧାଂଶୁ ଶେଖର ସ୍ୱାଇଁ,!-->!-->!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୪ବର୍ଷ ଜେଲ ସହ ଏକ ଲକ୍ଷ ଟଙ୍କା ଜୋରିମାନା…
ଫୁଲବାଣୀ :-ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ୧୩ ବର୍ଷିୟା ନାବାଳିକାର ଦୁଷ୍କର୍ମ ମାମଲାର ବିଚାର କରି ସାକ୍ଷୀ,ଡାକ୍ତରୀ ରିପୋର୍ଟ୍ କୁ ଭିତ୍ତି କରି ମନୁ ପାଟଗୁରୁ,୨୯ବର୍ଷ ମୁଣ୍ଡାସାହି, କୋଟଗଡ଼କୁ ଦୋଷୀ ସାବ୍ୟସ୍ତ କରି!-->!-->!-->!-->!-->!-->!-->…
ଜେଲ୍ରୁ ହସ୍ପିଟାଲ୍ ଯିବା ବେଳେ ବଞ୍ଚିଥିଲେ ଗୋବିନ୍ଦ… !
ବଲାଙ୍ଗିର : କଣ୍ଟାବାଞ୍ଜି ଉପ-କାରାଗାରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ବେଳେ ଗୋବିନ୍ଦ ସାହୁ ବଞ୍ଚିଥିଲେ। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ଆଜି ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି ଗୋବିନ୍ଦଙ୍କ ଓକିଲ ଦୁର୍ଗାମୋହନ ପାଢ଼ୀ।
ସେ କହିଛନ୍ତି, ଘଟଣା!-->!-->!-->…
ଦ୍ବିତୀୟ ଥର ରିମାଣ୍ଡରେ ଗଲେ ଜଗବନ୍ଧୁ
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ରିମାଣ୍ଡରେ ନେଇଛି। ଜଗବନ୍ଧୁଙ୍କୁ ଇଡି ୩ ଦିନିଆ ରିମାଣ୍ଡରେ ନେଇଛି। ଜଗବନ୍ଧୁଙ୍କ ଓକିଲ ବିଶ୍ବଚନ୍ଦନ ମହାନ୍ତି ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ରିମାଣ୍ଡ!-->!-->!-->…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲାଇନ୍ମ୍ୟାନ୍
ଭୁବନେଶ୍ବର: ପୁରୀ ଜିଲା ପିପିଲି ଉପଖଣ୍ଡର ଭାରତିପୁର ସେକ୍ସନ ଲାଇନ୍ମ୍ୟାନ୍ ମାନସ ରଞ୍ଜନ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ କୁକୁଡ଼ା ଫାର୍ମକୁ ନୂତନ ବିଦ୍ୟୁତ ସଂଯୋଗ ପାଇଁ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବାକୁ ୭,୫୦୦ ଟଙ୍କା!-->…
ରିମାଣ୍ଡ ଅବଧି ସରିବା ପରେ ଜଗବନ୍ଧୁଙ୍କୁ ବାନ୍ଧିଲା ଇଡି
ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଆଜି ଗିରଫ କରିଛି ଇଡି। ଜଗବନ୍ଧୁଙ୍କ ରିମାଣ୍ଡ ଆଜି ସରିବା ପରେ!-->…
ମୃତ୍ୟୁ ପୂର୍ବରୁ ବଡ଼ ଝିଅ ଲିପିକାଙ୍କ ପାଖକୁ ଗୋବିନ୍ଦ ଲେଖିଥିଲେ ଚିଠି
ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍ ଭିତରେ ପ୍ରାଣ ହରାଇବା ପୂର୍ବରୁ ତାଙ୍କ ଝିଅ ପାଖକୁ ଲେଖିଥିଲେ ଶେଷ ଚିଠି। ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ୍ ମିଳିଥିଲା। ଏହି ଏନଭଲପ୍ ଭିତରେ ଥିବା ଚିଠିଟି!-->…
ନବଜାତ ଶିଶୁପୁତ୍ରକୁ ଡଷ୍ଟବିନ୍ ପାଖରେ ପକାଇ ଦେଲା ସାବତ ମା’ !
କଟକ : ସାବତ ମା’ ସାଜିଲା ପିଶାଚୀ! ସ୍ୱାମୀଙ୍କ ଦ୍ୱିତୀୟ ସ୍ତ୍ରୀର ନବଜାତ ଶିଶୁପୁତ୍ରକୁ ଫୋପାଡ଼ି ଦେଲା! ଡଷ୍ଟବିନ ପାଖରୁ ପିଲାଟିକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ଏଭଳି ଏକ ଘଟଣା ଘଟିଛି କଟକ ବଡ଼ ଡାକ୍ତରଖାନାରେ।
ନବାଜାତ ଶିଶୁପୁତ୍ରଟି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା!-->!-->!-->…
ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ,କଣ୍ଟାବାଞ୍ଜି ଜେଲରେ କ୍ରାଇମବ୍ରାଞ୍ଚ ଆଇଜି କରୁଛନ୍ତି ତଦନ୍ତ
କଣ୍ଟାବାଞ୍ଜି: ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ । କଣ୍ଟାବାଞ୍ଜି ଉପ କାରାଗାରରେ କ୍ରାଇମ୍ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା । ସେ ଜେଲ୍ ଅନ୍ତେବାସୀ ଓ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? କେଉଁ!-->…
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା
ଫୁଲବାଣୀ : ଏକ ନାବାଳିକା ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ପକସୋ କୋର୍ଟ ଅଭିଯୁକ୍ତ ଗଣେଶ ବେହେରା ଦଳେଇକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ଅଧିକ ଏକବର୍ଷ ଛଅ ମାସ ଜେଲ ଦଣ୍ଡ। ରାୟ ଶୁଣାଇଲେ ବିଚାରପତି ସଂଜିତ କୁମାର!-->…