Browsing Category

ଅପରାଧ

କେନ୍ଦୁଝରରେ ୧୨ ଟିକିଆ ବଣୁଆ ହାତୀ ପଲ, ଲୋକେ ଭୟଭୀତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜର ବଡପଶି ମହାକୁଡ ସାହିକୁ ଧସେଇ ପଶିଲେ ୧୨ ଟିକିଆ ବଣୁଆ ହାତୀ ପଲ I ଧାନ ଓ ପନି ପରିବା ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଛନ୍ତି। ହାତୀଙ୍କ ଉପଦ୍ରବରେ ଗାଁ ଲୋକେ ଆତଙ୍କିତ । ବନ ବିଭାଗ , ହାତୀ ଘଉଡାଇବା ସ୍କ୍ଵାର୍ଡ ସହ …

ଲକ୍ଷ୍ମୀ ପୂଜା ଭସାଣି ଗଣ୍ଡଗୋଳ, ଢେଙ୍କାନାଳ ସହରରେ ପେଟ୍ରୋଲ ବୋମା ମାଡ଼

ଢେଙ୍କାନାଳ: ଲକ୍ଷ୍ମୀ ପୂଜା ଭସାଣିକୁ ନେଇ ଢେଙ୍କାନାଲ ସହର ଅଶାନ୍ତ। ଦୁଇ ସାହି କଣ୍ଟା ନାଳୀ ଓ ବନମାଳୀ ପ୍ରସାଦ ପୂଜା କମିଟି ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳକୁ ସମାଧାନ କରିବାରେ ପ୍ରଶାସନ ବିଫଳ ହୋଇଛି। ଫଳରେ ଏହି ଦୁଇ ସାହି ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ସାଙ୍ଗକୁ ଛକା ପଞ୍ଝା…

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌, ୪ ଆହତ

ଜି.ଉଦୟଗିରି ୨୩।୧୦: କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌। ଅନ୍ଧାରୀକୋଟି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ ସୋହନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି ଏକାଧିକ ଯାତ୍ରୀ। ସୂଚନା ଅନୁଯାୟୀ,…

ମଧ୍ୟରାତ୍ରିରେ ସହରରେ ଫୁଟିଲା ଗୁଳି, ଗୁରୁତର ଯୁବକ କଟକ ଏସସିବି ସ୍ଥାନାନ୍ତର

ବାଲେଶ୍ଵର: ବାଲେଶ୍ଵର ସହରେ ବିଳମ୍ବିତ ରାତିର ଫୁଟିଛି ଗୁଳି। ଆର୍ତ୍ତ କବିରାଜ ଗଳିରେ ଯୁବକଙ୍କୁ ଉପରେ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିରେ ଯୁବକଙ୍କ ଆଖିରେ ଗୁଳି ବାଜିଛି। ଗୁରୁତର ଯୁବକ  ହେଲେ କମଲ କୁମାର ଦାସ। ତାଙ୍କୁ ବାଲେଶ୍ଵର ବଡ ମେଡିକାଲ ପରେ କଟକ ଏସସିବି ମେଡିକାଲକୁ…

ପୋଲିସ କର୍ମଚାରୀ ଙ୍କ ଗୁଣ୍ଡାଗିରି, ବିଚ ରାସ୍ତାଉପରେ ଯୁବକଙ୍କୁ ମାରିଲେ ଚାପୁଡ଼ା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଗୋପବନ୍ଧୁ ଛକ ନିକଟରେ ଆଜି ଓରକେଲ ଥାନା ର ଏକ ପୋଲିସ କର୍ମଚାରୀ ଅମାନୁଷିକ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ତେବେ କିଛି କାରଣ ନ ଥାଇ ଜଣେ ଯୁବ ବାଇକ ଚାଳକ ଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳୁଛି। ଯାହାର…

କଟକ ସେକ୍ଟର ୯ ଅଞ୍ଚଳରେ ଥିବା ବିଉଟି ପାର୍ଲରରୁ ମିଳିଲା ମହିଳାଙ୍କ ମୃତଦେହ

କଟକ: ବିଉଟି ପାର୍ଲରରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଖବରପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହିତ ପହଁଚିଛି ମର୍କତନଗର ଥାନା ପୋଲିସ୍। ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ, ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣା କଟକ ସେକ୍ଟର ୯ ଅଂଚଳର ଘଟିଥିବା…

କଲେଜ ଯିବା ସମୟରେ ଡମ୍ପର ଧକ୍କାରେ ଛାତ୍ରୀ ମୃତ

ସୋର: ଆଜି ସକାଳେ ଜଣେ ଛାତ୍ରୀଙ୍କର କଲେଜ ଯିବା ସମୟରେ ଏକ ଡମ୍ପର ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଔପଦା ବ୍ଲକ ରାଇ ରାମଚନ୍ଦ୍ରପୁର ପଂଚାୟତର ଦେହୁରୀ ସାହି ଗ୍ରାମର ଧନଞ୍ଜୟ ପାତ୍ରଙ୍କ ଝିଅ କରିସ୍ମା ପାତ୍ର ଔପଦା ମହାବିଦ୍ୟାଳୟରେ +୨ କଳାର ପ୍ରଥମ ବର୍ଷର ପଢୁଥିଲେ। ସବୁଦିନ…

ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌ ବଦଳରେ ଜୁସ୍‌ ଦିଆଯିବା ଘଟଣାରେ ୧୦ ଗିରଫ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜଣେ ଡେଙ୍ଗୁ ରୋଗୀଙ୍କୁ ନକଲି ରକ୍ତ ଦିଆଯିବା ଏବଂ ତାଙ୍କ ମୃତ୍ୟୁ ଘଟଣାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ରୋଗୀଙ୍କ ପରିବାରକୁ ନକଲି ପ୍ଲାଜମା ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ସମ୍ପୃକ୍ତ…

ଜଳିଗଲା ମିଠା ଦୋକାନ; ଜଣେ ମୃତ, ୨ ଆହତ

ରାଉରକେଲା: ରାଉରକେଲା ସହର ସ୍ଥିତ ପାନପୋଷ ଛକରେ ଥିବା ମିଠା ଦୋକାନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅରୁଣ। ତାଙ୍କ ଘର ବିହାରର ଗୟା ଅଞ୍ଚଳରେ ବୋଲି ଜଣାଯାଇଛି। ଆହତମାନଙ୍କୁ…

ଜେଲ୍‌ରେ ଭେଟାଭେଟି ହେବେ ଅର୍ଚ୍ଚନା ଓ ଜଗବନ୍ଧୁ, ସପ୍ତାହରେ ୧୫ ମିନିଟ ସାକ୍ଷାତ ଲାଗି ଅନୁମତି

ଭୁବନେଶ୍ୱର ୨୨/୧୦: ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ ଗିରଫ ମାମଲା । ଜେଲ୍ ଭିତରେ ପତି-ପତ୍ନୀଙ୍କ ହେବ ଦେଖା ସାକ୍ଷାତ । ଜେଲ ମାନୁଆଲ ଅନୁଯାୟୀ ସପ୍ତାହରେ ଗୋଟିଏ ଦିନରେ ଦେଖା ହୋଇପାରିବ । ଜେଲ୍‌ରେ ପରିବାର ଲୋକଙ୍କ ପାଇଁ ୧୫ ମିନିଟ୍‌ର ଦେଖା ସାକ୍ଷାତ ବ୍ୟବସ୍ଥା…