Browsing Category

ଅପରାଧ

ଔଷଧ ନିୟନ୍ତ୍ରକ ବିଭାଗର ଚଢ଼ଉ: ଜବତ ରକ୍ତଚାପ ଔଷଧ ନକଲି ଥିବା ସ୍ପଷ୍ଟ କଲେ କଟକ ଡିସିପି

କଟକ ୧୭/୦୯: କଟକରେ ଥିବା ବିଭିନ୍ନ ଔଷଧ ଦୋକାନରୁ ଔଷଧ ନିୟନ୍ତ୍ରକ ବିଭାଗ ପକ୍ଷରୁ ଜବତ ହୋଇଥିବା ରକ୍ତଚାପ ଔଷଧ ନକଲି ଵୋଲି ସ୍ପଷ୍ଟ ହୋଇଛି। କଟକ ଡିସିପି ପିନାକ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି। ଭୁବନେଶ୍ବର ପରୀକ୍ଷାଗାରକୁ ଏହି ଔଷଧର ନମୁନା ପରୀକ୍ଷା କରି ପାଇଁ ପଠାଯାଇଥିଲା। ପରେ…

ଗାଧୋଇବା ବେଳେ ନଦୀରେ ବୁଡ଼ି ଇଞ୍ଜିନିୟରିଙ୍ଗ ଛାତ୍ର ମୃତ

ଜଗତସିଂହପୁର ୧୭/୦୯: ଜଗତସିଂହପୁର ଜିଲା ବିରିଡି ଥାନା କମଳପୁର ଗାଁରେ ଅଘଟଣ। ବଡ଼ ବାପାଙ୍କ ଦଶାହ କର୍ମକୁ ଆସିଥିବା ଯୁବକଙ୍କ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। ଖବର ଅନୁସାରେ, ଶନିବାର ବିଲୁଆ ଖାଇ ନଦୀରେ ଗାଧୋାଇଥିବା ବେଳେ ପାଣିରେ ବୁଡିଯାଇ ଇଞ୍ଜିନିୟରିଇଂ ଛାତ୍ରଙ୍କ ମୃତ୍ୟ ହୋଇଛି।…

ଫୁଟ୍‌ବଲ ମ୍ୟାଚ୍‌ ବେଳେ ବଜ୍ରପାତ; ଜଣେ ମୃତ ୩ ଗୁରୁତର

ବାରିପଦା ୧୭/୦୯ : ମୟୁରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷୀରେ ଥିବା ରାଜାବସା ପଡ଼ିଆରେ ଅଘଟଣ। ପଡ଼ିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରାଘାତ କାରଣରୁ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାରେ…

ପୋଲିସ ହାତରେ ନକଲି ନାଭାଲ ଅଫିସର ଟିମ୍, ଚାକିରି ନାଁରେ ବହୁ ଜଣଙ୍କଠୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡସଫଳତା । ଭାରତୀୟ ନୈବାହୀନିରେ ଚାକିରି କରାଇଦେବା କହି ପାରଳାଖେମୁଣ୍ଡିର ତିନିଜଣ ବେକାରୀ ଯୁବକଙ୍କ ଠାରୁ ୧୭ଲକ୍ଷ ଠକିନେଇଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ । ଏମାନଙ୍କ ଠାରୁ…

କଣ୍ଟାବାଞ୍ଜି ଲଜ୍‌ରୁ ୬୦ ଲକ୍ଷ ଜବତ ଘଟଣା, ଗିରଫ ସାତ ଜଣଙ୍କୁ ଛାଡିଲା ପୋଲିସ

କଣ୍ଟାବାଞ୍ଜି ୧୭।୦୯: କଣ୍ଟାବାଞ୍ଜି ଲଜ୍‌ରୁ ୬୦ ଲକ୍ଷ ଜବତ ଘଟଣା । ମାମଲାରେ ଗିରଫ ସାତ ଜଣଙ୍କୁ ରାତିରେ ଛାଡିଲା ପୋଲିସ । ଜବତ ଟଙ୍କାର ପରିମାଣ ଅଧିକ ହେବ ବୋଲି ଅଭିଯୋଗ ପରେ ଏସ୍‌ପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି…

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଜଟଣୀ : ଜଟଣୀରେ ବିଭତ୍ସ ହତ୍ୟା । ଜଣେ ଯୁବକଙ୍କ ବେକକୁ କାଟି ପଥରରେ ଛେଚି ହତ୍ୟା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ମିଲ୍‌ ପୋଖରୀ ନିକଟରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଜଟଣୀ ଗଜପତି ନଗର ଅଞ୍ଚଳର ଜି.ଇଶ୍ୱର ରାଓ…

ଜେଏସ୍‌ଡବ୍ଲ୍ୟୁ ବସ୍‌କୁ ଟ୍ରକ୍‌ ପିଟିବା ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ଛୁଇଁଲା

ଝାରସୁଗୁଡ଼ା: ଗତକାଲି ସନ୍ଧ୍ୟା ପ୍ରାୟ ୬.୨୦ଟାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜେନ୍ଦ୍ର ତିୱାରୀ, ଶେର୍ ବାହାଦୁର, ବ୍ରିକ୍ପାଲ…

ଜାଲ ବିଲ ସଂଗ୍ରହ ସମ୍ପର୍କରେ ଗ୍ରାହକଙ୍କୁ ସଚେତନ କଲା ଟିପିଏସ୍ଓଡିଏଲ୍…

ଜିଲ୍ଲାରେ ଘୁରି ବୁଲୁଛନ୍ତି ଛଦ୍ମବେଶରେ ଟିପିଏସ୍ଓଡିଏଲ୍ ଵିଲ ସଂଗ୍ରହ କର୍ମଚାରୀ..! ବ୍ରହ୍ମପୁର : ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଯୌଥ ଉଦ୍ୟୋଗ ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍ ଆଜି ଠକମାନଙ୍କ ବିଲ୍ ସଂଗ୍ରହ ସମ୍ପର୍କରେ ଏକ ସଚେତନତା ବାର୍ତ୍ତା ଜାରି କରିଛି।…

ବଜ୍ରକାପ୍ତା ଚୋରା ବିକ୍ରି ବେଳେ ବନ ବିଭାଗ ଦ୍ଵାରା ବଜ୍ରକାପ୍ତା ଉଦ୍ଧାର : ୮ଜଣ ଗିରଫ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧୀନରେ ଥିବା ପୋଟେରୁ ଅଞ୍ଚଳରୁ ବନ ବିଭାଗ ଦ୍ଵାରା ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏକ ରାକେଟର ୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରିରୁ…

ଲାଇଟ୍ ଲିଭାଇବାକୁ ନେଇ କାନ କାମୁଡ଼ି ଛିଣ୍ଡାଇ ଦେଲେ

ସୋନପୁର: ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଅଭାବନୀୟ ଘଟଣା ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ କଲାପଥର ଗାଁରେ । ଗୁରୁବାର ଗାଁରେ ଲାଇଟ୍ ଲିଭାକୁ ନେଇ ୨ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଜଣେ ଯୁବକ ଅନ୍ୟ ଜଣଙ୍କ କାନକୁ କାମୁଡ଼ି…