Browsing Category

ଅପରାଧ

ଟ୍ରକ୍‌ ତଳେ ଚାପିହୋଇ ବାଇକ୍‌ ଚାଳକ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ଛକରେ ସଡକ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍‌ ତଳେ ଚାପି ହୋଇ ଜଣେ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ଖପରାଖାଇ ଗ୍ରାମର ସଞ୍ଜୟ ବାରିକ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାସ୍ତା କଡ଼ରେ ଠିଆ ହୋଇ ମୋବାଇଲରେ…

ପାରିବାରିକ କଳହରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ସ୍ବାମୀ ଓ କୀଟନାଶକ ପିଇ ଜୀବନ ହାରିଲା ସ୍ତ୍ରୀ

ପାଣିକୋଇଲି : ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା। ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଭକଣ୍ଡରୀ ଗ୍ରାମରେ ପାରିବାରିକ କଳହକୁ ନେଇ ଦମ୍ପତ୍ତି ଆତ୍ମହତ୍ୟା କରିଥିଵା ଦେଖିବାକୁ ମିଳିଛି । ଗାଁର କେଶବ ବେହେରା ଓ ତାଙ୍କ ପତ୍ନୀ ଝୁନୁଲତା ବେହେରା ଆତ୍ମହତ୍ୟା କରିଛନ୍ତି । …

ଦୁଇ ପରିବାର ମଧ୍ୟରେ ହଣାକଟା, ୪ ଆହତ

ରେଢ଼ାଖୋଲ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ଏଥିରେ ଉଭୟ ପରିବାରର ୪ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ପଣ୍ଡକିମାଲ ଗାଁରେ। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା…

ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକକୁ ହାଣି ଦେଲେ ଯୁବକ

ଯାଜପୁର: ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ହାଣି ଦେଇଛନ୍ତି । ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ। ସୂଚନା…

ଗୁଜୁରାଟରେ ପଥଚାରୀଙ୍କୁ ଧକ୍କା ଦେଲା କାର୍, ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୁଜୁରାଟର ଅରବଲ୍ଲୀ ଜିଲ୍ଲାରେ ମଙ୍ଗଳବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍ ଦ୍ରୁତଗତିରେ ଆସି ପଥଚାରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଅରବଲ୍ଲୀ…

ଅଧିକ ଭଡ଼ା ଆଦାୟ ଘଟଣା: ୮ ବସ୍‌ରୁ ୮୦ ହଜାର ଜରିମାନା ଆଦାୟ

ବଡ଼ବିଲ: କେନ୍ଦୁଝର ଜିଲ୍ଲାରେ ଘରୋଇ ବସ୍‌ ମାଲିକଙ୍କ କବଜାରେ ଜିଲ୍ଲା ପରିବହନ ବିଭାଗ ରହିଥିବାବେଳେ ଯାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଭଡ଼ା ଠାରୁ ଢେର ଅଧିକ ଭଡ଼ା ନେଉଥିବା ନେଇ 'ସମ୍ବାଦ' ଖବର କାଗଜରେ ଖବର ପ୍ରସାର ହେବାପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯାତ୍ରୀବାହୀ ବସ୍‌ର…

ପୁଲିସ୍ କବଜାରେ ଏଟିଏମ୍ ଲୁଟେରା, ପାଣି ଭିତରୁ ଏଟିଏମ୍‌ ବାକ୍ସ ଉଦ୍ଧାର

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବଜାରରୁ ଏଟିଏମ୍ ମେସିନ୍ ଚୋରି ଓ ଟଙ୍କା ଲୁଟ୍ ଘଟଣାରେ ପୁଲିସ୍ ୬ଜଣ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି। କୁଆଖିଆ ଥାନା ହରିପୁର ହାଟରେ ଗତ ୨୬ ତାରିଖ ରାତିରେ ହୋଇଥିବା ଏଟିଏମ୍ ଟଙ୍କା ଲୁଟ୍ ଘଟଣାରେ…

POCSO କେସରେ ଗିରଫ ହେଲେ ମୁରୁଗ ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତ୍ତି

ବେଙ୍ଗାଲୁରୁ: ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ମାମଲାରେ କର୍ଣ୍ଣାଟକର ପ୍ରଭାବଶାଳୀ ମୁରୁଗ ରାଜେନ୍ଦ୍ର ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତ୍ତି ମୁରୁଗ ଶରନାରୁଙ୍କୁ ଗୁରୁବାର ବିଳମ୍ବିତ ରାତ୍ରିରେ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।…

ମାଲକାନଗିରି ପୋଲିସ କୁ ମିଳିଛି ସଫଳତା : ୧୮୦ କେଜି ଗଞ୍ଜେଇ ଜବତ ଓ ୫ ଗିରଫ…

ମାଲକାନଗିରି, : ମାଲକାନଗିରି ସଦର ପୋଲିସ ଦ୍ୱାରା ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛନ୍ତିା ସୁଚନା ମୁତାବକ ଗତକାଲି ରାତିରେ ମାଲକାନଗିରି ଥାନା ଏସ୍‌.ଆଇ. କେ. ସଙ୍ଗନା ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଗୌଡଗୁଡା ଛକ ନିକଟରେ ରାତ୍ର ପେଟ୍ରୋଲିଙ୍ଗ…

ପାଣିକୋଇଲିରେ ସେକ୍ସ ର‌୍ୟାକେଟ୍‌ ଠାବ, ଲଜ୍‌କୁ ସିଲ୍‌ କଲା ପୁଲିସ୍‌

ପାଣିକୋଇଲି: ପାଣିକୋଇଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ପୁରୁଣା ଥାନା ନିକଟ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ଲଜ୍‌ରୁ ପୁଲିସ ସେକ୍ସ ରାକେଟ୍‌ ଠାବ କରିଛି । ଗ୍ରାହକକୁ ପୁଲିସ ଗିରଫ କରିଥିବା ବେଳେ ରୂପଜୀବୀକୁ ଉଦ୍ଧାର କରିଛି । ଲଜ୍‌ ମାଲିକ ଓ ଦୁଇ କର୍ମଚାରୀଙ୍କ ସମେତ ମୋଟ ୬…