Browsing Category

ଅପରାଧ

ଚାକିରି ନାଁରେ ସାଢେ ୪ ଲକ୍ଷ ଠକେଇ

ବ୍ରହ୍ମପୁର: ଜଣେ ବ୍ୟକ୍ତିଙ୍କ ଦୁଇ ପୁଅଙ୍କୁ ଜାତୀୟସ୍ତରର କମ୍ପାନୀରେ ଚାକିରି ଦେବା ନାଁରେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ନେଇଥିବା ଉଦୟନାଥ ସାହୁ ନାମଙ୍କ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ବଡ଼ ବଜାର ଥାନାରେ ଏକ ମାମଲା ରୁଜୁ କରି ଘଟଣାର…

ପ୍ରେମ ପାଇଁ ଜୀବନ ହାରିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର, ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ବର : ପୁଣି ପ୍ରେମ ପାଇଁ ଗଲା ଆଉ ଏକ ଜୀବନ। ରାଜଧାନୀରେ ଜଣେ ମହିଳା ସପ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏକ ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ। ଯୁବତୀଙ୍କ ମୃତଦେହକୁ…

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ୨୬/୧୧ (ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ) ପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ପୁଣି ଥରେ ହଲାଇବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଶନିବାର ମୁମ୍ବାଇ ପୋଲିସର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମୁମ୍ବାଇ ଟ୍ରାଫିକ ପୋଲିସର କଣ୍ଟ୍ରୋଲ ରୁମକୁ ଏହି…

ଢୋଲ ଭିତରେ ମୂଷା.. ! ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ହୋଇଛି ଜାଲ ବିପିଏଲ କାର୍ଡ..!

ମାଲକାନଗିରି,: ଧନ୍ୟ ତୁମେ ସରକାର ଧନ୍ୟ ତୁମ ପ୍ରଶାସକ ଗରିବଙ୍କ ପାଇଁ ହେଉଥିବା ଯୋଜନା କିଭଳି ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ହଡ଼ପ ହୁଏ ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଚଞ୍ଚକତା କରି ସରକାରୀ ସୁବିଧା ପାଉଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ଏକ…

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା…?

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଡେ଼ରାକୁମ୍ପା ନିକଟ ନାଳର କଲଭର୍ଟ ତଳୁ ଆଜି ଜଣେ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ଗଳିତ ଶବ ଉଦ୍ଧାର କରିଛି ପୋଲିସ lଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି lଖବରପାଇ ଗୋଛା ପଡା ଥାନା ଅଧିକାରୀ ରଣଜିତ କୁମାର…

ଚିତ୍ରକୋଣ୍ଡା ଥାନା ଦ୍ଵାରା ଗଞ୍ଜେଇ ସହ କାର ଏବଂ ବାଇକ ଜବତ, ତିନି ଗିରଫ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୁଲିସ କୁ ମିଳିଛି ଆଉ ଏକ ସଫଳତା, ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଠାରୁ ଟନେଲକ୍ୟାମ୍ପ ମଧ୍ୟରେ ଏକ କାର ଗାଡ଼ି, ବାଇକ ସହ ଏକ କୁଇଣ୍ଟାଲ 33କେଜି 500 ଗ୍ରାମ ଗଂଜେଇ ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତ କୁ ଗିରଫ କରିଛି…

ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ : ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ବ୍ୟାରେଜକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଯୁବତୀଙ୍କୁ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ ତାଙ୍କୁ କୂଳରେ ପହଞ୍ଚାଇଥିଲେ। ତେବେ, ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି । …

କୋରାପୁଟ ଗାନ୍ଧୀନଗରରେ ପାଇଖାନା କାନ୍ଥ ଭୁଷୁଡ଼ି ନାବାଳକର ମୃତ୍ୟ

କୋରାପୁଟ: କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଗାନ୍ଧୀନଗରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। କୋରାପୁଟ ପୌର ପରିଷଦ ଅନ୍ତର୍ଗତ ଗାନ୍ଧୀନଗରସ୍ଥିତ ନୂଆଁ ସାହିର ସୁମନ୍ତ କୁମାର ଭାତ୍ରାଙ୍କ ବଡ ପୁଅ ପ୍ରୀୟାସୁ ଭାତ୍ରା ସ୍ଥାନୀୟ ବିକାଶ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିଲେ। ଆଜି ଶନିବାର ଭୋର୍…

ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ହତ୍ୟା, ଅଭିଯୁକ୍ତ ଅଟକ

ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗତକାଲି ବିଳମ୍ୱିତ ରାତ୍ରିରେ ଘରେ ପଶି ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ନନ୍ଦୁ ମୁଣ୍ଡା(୪୦)। ପୁଲିସ ଅଭିଯୁକ୍ତ ଥୁବୁ ମାଝୀକୁ ଅଟକ ରଖି ଘଟଣାର…

ମହଙ୍ଗା ପଡିଲା ଥାନା ଭିତରେ ପୋଲିସକୁ ମାଡ : ଗିରଫ ହେଲେ ସଫ୍ଟୱେୟାର ଇଞ୍ଜିନିୟର ଓ ଠିକାଦାର

ଭୁବନେଶ୍ବର : ମହଙ୍ଗା ପଡ଼ିଲା ଥାନା ଭିତରେ ପଶି ପୋଲିସକୁ ମାଡ ମାରିବା । ଭୁବନେଶ୍ବର ଇନଫୋସିଟି ଥାନା ଡିସିଓ ଦାୟିତ୍ଵରେ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଛନ୍ତି ଟିସିଏସର ଜଣେ ସଫ୍ଟୱେୟାର ଇଞ୍ଜିନିୟର ଓ ଜଣେ ଠିକାଦାର । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର…