Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପ୍ରେମିକାର ଦୁଆର ସାମ୍ନାରେ ବିଷ ପିଇ ଜୀବନ ହାରିଲା ପ୍ରେମିକ
କରଞ୍ଜିଆ: ପ୍ରେମିକା ଦୁଆରେ ପ୍ରେମିକର ଆତ୍ମହତ୍ୟା । ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ଥାନା ଅଞ୍ଚଳରୁ । କରଞ୍ଜିଆ ବଜାର ଅଞ୍ଚଳରେ ରହୁଥିବା ଜୈନେକ ମୁସଲମାନ ସମ୍ପ୍ରଦାୟର ଝିଅକୁ ସେହି ସମ୍ପ୍ରଦାୟର ପୁଅ ଭଲ ପାଇ ଆତ୍ମହତ୍ୟା କରିଥିବା ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ!-->…
ବଟି ଆଦାୟକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମାରପିଟ ଘଟଣା ରେ ଛଅ ଅଟକ…
ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଅଭର ବ୍ରିଜ ନିକଟରେ ଥିବା ବଦର୍ଶ ବାରରେ ଗତକାଲି ରାତ୍ର ୧୧ଟା ସମୟରେ ବଟି ଆଦାୟକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏ ନେଇ ଆଜି ଅଭୟ ଗୋଷ୍ଠୀ ପକ୍ଷରୁ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ପୁଲିସ!-->!-->!-->…
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ
ରାୟଗଡ଼ା: ପଦ୍ମପୁର ଇଲେକ୍ଟ୍ରିକାଲ ସେକ୍ସନର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଅଭିଯୋଗକାରୀଙ୍କ ଉଠା ଜଳସେଚନ ପଏଣ୍ଟକୁ ପୁନଃ ସଂଯୋଗ!-->!-->!-->…
କଟକ କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
କଟକ: କଟକ କୁତ୍ତାଖାଇ ଗଳିରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ବି.ପ୍ରକାଶ ରାଓକୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଲାପଟପ ଆଣିବାକୁ ଦୁଇ ଜଣଙ୍କୁ ନିୟୋଜିତ କରିଥିଲେ ବି.ପ୍ରକାଶ ରାଓ । ଆଜି ଗିରଫ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ!-->…
ଆରଆଇଙ୍କୁ ପଥର ମାଫିଆଙ୍କ ଆକ୍ରମଣ ଘଟଣା : ପଥର ଖାଦାନ ଓ ମାଫିଆଙ୍କ ବାସଭବନରେ ଚଢାଉ
ନୀଳଗିରି, ୨୬।୭ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ଵୃଦ୍ଧି ହେବାରେ ଲାଗିଛି। ନୀଳଗିରି ତହସିଲ ଅଧିନ ବାଘମରା ଅଞ୍ଚଳରେ ସୋମବାର ବ୍ଲାଷ୍ଟିଙ୍ଗ କରି ଚୋରାରେ ପଥର ଚୋରି ହେଉଥିଲା।
ତହସିଲଦାରଙ୍କ ନିର୍ଦେଶରେ ସଜନାଗଡ଼ ଆର ଆଇ କେଏସ ସନ୍ତୋଷ କୁମାରଙ୍କୁ!-->!-->!-->…
ଲିଫ୍ଟ ମାଗି ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟି ନେଲେ ୧ ଲକ୍ଷ ୭୦ ହଜାର ଟଙ୍କା
ଲିଫ୍ଟ ମାଗିବା ବାହାନାରେ ରାସ୍ତାରେ ଯାଉଥିବା ବ୍ଯବସାୟୀଙ୍କୁ ଅଟକାଇ ଭୂଜାଲିରେ ଆକ୍ରମଣ କରି ୧ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ତର ବାଇପାସ ନିକଟରେ ଆଜି ସକାଳା ୯ ଟା ସମୟରେ ଲକ୍ଷ୍ମଣପଡା!-->…
ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା କଲା ପୋଲିସ
ଭୁବନେଶ୍ୱର : ପ୍ରକୃତିଙ୍କୁ ଘଣ୍ଟାଏ ଜେରା । ଗୋଟିଏ କି ଦୁଇଟା ନୁହେଁ, ଏକାଥରକେ ପୋଲିସର ଡଜନେରୁ ପ୍ରଶ୍ନ ଅଧିକ ପ୍ରଶ୍ନ । ଭୁବନେଶ୍ୱର ସ୍ଥିତ ବାସଭବନରେ ଅଭିଭାବକ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି ଖାରବେଳନଗର ଥାନା ପୋଲିସ ।
ଖବର ଅନୁଯାୟୀ, ପୂର୍ବ ନୋଟିସ୍ ଆଧାରରେ!-->!-->!-->…
ଆଉ ଏକ ଗୁଳିବିଦ୍ଧ ଅସୁସ୍ଥ ଦନ୍ତା ହାତୀ ଠାବ
କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନ ବିଭାଗ ଅଧିନ ଦେବଭୂମି ସଂରକ୍ଷିତ ଜଙ୍ଗଲ ନୂଆଗଡ କମ୍ପାଣ୍ଟମେଣ୍ଟ ୩ ଜଙ୍ଗଲରେ ଏକ ଗୁଳିବିଦ୍ଦ ଦନ୍ତାହାତୀ ଅସୁସ୍ଥ ହୋଇ ବୁଲୁଥିବା ସୂଚନା ମିଳିଛି।
ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ୩୦ ରୁ ୩୨!-->!-->!-->…
ସଦର ଥାନା ଅଞ୍ଚଳରୁ ଚୋରି : ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୩୨ ହଜାର ଟଙ୍କା ଚୋରି…
ଆପଣା ସୁନା ଭେଣ୍ଡି...! ପୋଲିସ ର ସନ୍ଧେହ..!
ବ୍ରହ୍ମପୁର : ,କିଛି ଦିନ ବ୍ୟବଧାନ ରେ ପୁଣି ଅଞ୍ଚଳ ରେ ଚୋର ମାନେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି ସୂଚନା ଥାଉକି ସଦର ଥାନା ଅନ୍ତର୍ଗତ ଗୋବିନ୍ଦ ବିହାର ୪ର୍ଥ ଲାଇନରେ ରହୁଥିବା ବ୍ରହ୍ମପୁର ସରକାରୀ ଆଇଟିଆଇରେ କାର୍ଯ୍ୟରତ ମହିଳା!-->!-->!-->!-->!-->…
ମୟୂରୀବିହାର ଚୋରୀ ଘଟଣାର ଫର୍ଦା ଫାସ : ସି ସି ଟିଭି ଫୁଟେଜ ଆଧାର ରେ ପୁଲିସ ହାତରେ ତିନି ଚୋର…
ବ୍ରହ୍ମପୁର ପ୍ରତିନିଧି // ନିଃସର୍ତ୍ତ
ବ୍ରହ୍ମପୁର : ଗତ ୨୧ ତାରିଖରେ ଗୋଷାଣିନୁଆଗାଁ ଥାନା ଅନ୍ତର୍ଗତ ଅନ୍ଧପସରା ରୋଡ଼ ସ୍ଥିତ ମୟୂରୀବିହାରରେ ରହୁଥିବା ଟୁନି ସାହୁଙ୍କ ଘରୁ କିଛି ଦୁର୍ବୃତ୍ତମାନେ ୧୫ଭରି ସୁନା ଏବଂ ନଗଦ ୧ ଲକ୍ଷ ଟଙ୍କା ଚୋରି କରି ନେଇଯାଇଥିଲେ । ଯାହାକୁ ନେଇ!-->!-->!-->…