Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଅଭିଯୁକ୍ତଙ୍କୁ ନେବା ବେଳେ ପୋଲିସ୍କୁ ଗୋଡେଇ ଗୋଡଇ ପିଟିଲେ ଗ୍ରାମବାସୀ…
ଉମରକୋଟ : ମୃତଦେହ ଉଦ୍ଧାର ସମୟରେ ପୋଲିସକୁ ମାଡ଼ । ନବରଙ୍ଗପୁର ଝରିଗାଁ ବ୍ଲକ ଝରିଗୁଡା ଗାଁରେ ଏକ ବନ୍ଦ କୋଠରୀରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ବଦ୍ରିକା ୩ ବର୍ଷ ତଳେ ଝରିଗୁଡାର ସୁଶୀଲ ନାଗଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଉଭୟ ପରିବାର ମଧ୍ୟରେ ବିବାଦ!-->…
ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ଲାଞ୍ଚ ନେବାବେଳେ ଧରାପଡିଲେ ଲାଞ୍ଚୁଆ ଡାକ୍ତର
ଢେଙ୍କାନାଳ: ଗୋଟିଏ ଦସ୍ତଖତ କରିଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର ବାବୁ। ଖୁବ୍ ଖୁସିରେ ଲାଞ୍ଚ ନେଇ ପକେଟରେ ରଖିଥିଲେ। ହେଲେ ପୂର୍ବ ଯୋଜନା ମୁତାବକ ଚଢ଼ଉ କରି ଏହି ଲାଞ୍ଚୁଆ ଡାକ୍ତରଙ୍କୁ ଧରିଛି ଭିଜିଲାନ୍ସ। ଏହି ଲାଞ୍ଚୁଆ ଡାକ୍ତର ଜଣକ ଢେଙ୍କାନାଳ ହସ୍ପିଟାଲର ମେଡିସିନ!-->…
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଡ୍ରାଇଭର ମୃତ , ଜଣେ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କାରେ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଗଁନ୍ଦିଆ ଥାନା ଦେଓଗାଁର ଅଜିତ ମହାପାତ୍ର । ଏବଂ ଗୁରୁତର ଜଣଙ୍କ ଅନୁଗୁଳ!-->…
କୁମ୍ବିଙ୍ଗ ଅପେରସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ
ଫୁଲବାଣୀ -: କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶରେ ଏସଓଜି ଓ ଡ଼ି ଭି ଏଫ ଯବାନଙ୍କ ମିଳିତ କମ୍ବିଙ୍ଗ ଗତକାଲି ସୋମବାର ବାଲିଗୁଡା ଥାନା ଅନ୍ତର୍ଗ୍ରତ ତିଲକୀ ଗ୍ରାମ ନିକଟ ଜଙ୍ଗଲରେ ହୋଇଥିଲା।ଏହି ଅପରେସନ ବେଳେ ମାଓବାଦି କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣର ମାଓ!-->!-->!-->…
ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଛାତ ଉପରୁ ଡେଇଁ ନାବାଳିକା ଗୁରୁତର
ଯାଜପୁର: ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ଜୀବନକୁ ବାଜି ଲଗାଇ ଦେଲା ନାବାଳିକା । ଛାତରୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଛି । ଆହତ ନାବାଳିକାର କଳିଙ୍ଗ ନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏପଟେ ୫ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି କଳିଙ୍ଗନଗର ପୋଲିସ!-->…
ରାଜଧାନୀରୁ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ
ଭୁବନେଶ୍ବର ୧୮।୭: ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ । ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ । ବ୍ରାଉନସୁଗାର ବ୍ୟବସାୟ କରୁଥିବା କପିଳେଶ୍ବରର ଛବି ଭୋଇକୁ ଗିରଫ କରିଛି ଅବକାରୀ ବିଭାଗ ।!-->…
ଶାଳକଙ୍କୁ ଗାଡି ଚଢାଇ ଭିଣୋଇର ହତ୍ୟା ଉଦ୍ୟମ
ସମ୍ବଲପୁର: ଆଜି ସମ୍ବଲପୁର ସହରର କଚେରୀ ଛକ ନିକଟରେ ଜଣେ ଓକିଲ ତାଙ୍କ ଶ୍ୱଶୁରଙ୍କୁ ଗାଡି ଚଢାଇ ମାରିଦେବା ଉଦ୍ୟମ କରିଛନ୍ତି। ଶ୍ୱଶୁର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଶଳା ଗୁରୁତର ଆହତ ହୋଇଛନ୍ତି । ଏହି ସମ୍ପୂର୍ଣ ଘଟଣା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫିଲ୍ମୀ ଷ୍ଟାଇଲରେ!-->…
ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ
କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଚାଲିଥିବା ବେଳେ ଜରେ ଯୁବକ କିରାସିନ ଢାଳି ଆତ୍ମହୁତି ଉଦ୍ୟମ କରିଛି। ଯୁବକ ଜଣକ ହେଉଛନ୍ତି ପରଜଙ୍ଗ ଥାନା କାଦପଡା ଗାଁର ବାବୁ ସାହୁ ।ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ!-->…
ଲାଞ୍ଚ ନେବା ମାମଲାରେ ଏମକେସିଜି ମେଡ଼ିକାଲରୁ ଦୁଇ ଆଟେଣ୍ଡାଣ୍ଟ ନିଲମ୍ବିତ…
ବ୍ରହ୍ମପୁର : ଦୁର୍ନୀତି ର ଚରମ ସୀମା ରେ ବ୍ରହ୍ମପୁର ବଡ ମେଡିକାଲ ଦଲାଲ ମାନଙ୍କ କବ୍ଜା ରେ ସମଗ୍ର ପରିବେଶ ଡାକ୍ତର ଙ୍କ ଠାରୁ ସୁଇପର ଯାଏ କିଏ କେଉଁ ବାହାନା ଦେଖାଇ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଲୁଟିବାକୁ ନେଇ ଅଭିଯୋଗ ଆସୁଛି ସୂଚନା ଥାଉକି ସେହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ!-->…
ମୋବାଇଲ ପ୍ରେମ ମହଙ୍ଗା ପଡିଲା : ପ୍ରେମିକାକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକ…
ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା । ଗତ ୧୫ ତାରିଖ ଦିନ ଅଞ୍ଜିତାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପଙ୍କଜ ଦିଗାଲ(୨୯)କୁ ରାଇକିଆ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା!-->…