Browsing Category

ଅପରାଧ

କିଶନନଗର ଥାନା ସମ୍ମୁଖରେ ଆତ୍ମାହୂତୀ ଉଦ୍ୟମ ଘଟଣା : ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ…

କଟକ : କଟକ କିଶନନଗର ଥାନା ସମ୍ମୁଖରେ ଆତ୍ମାହୂତୀ ଉଦ୍ୟମ ଘଟଣାରେ ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିଶ। କଟକ ଗ୍ରାମାଞ୍ଚଳ ଏସ୍‌ପି ଏନେଇ ସୁପାରିଶ କରିଛନ୍ତି । ଏହି ମାମଲାରେ ଆହତ ହୋଇଥିବା ଗୁଣନିଧି ବିଷୋୟୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି ।…

ଭଦ୍ରକ ବ୍ୟାଙ୍କ ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ: ଭଦ୍ରକ ବ୍ୟାଙ୍କ ଡକାୟତି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ଭଦ୍ରକ ଟାଉନ ଥାନା ପୁଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ମିଷ୍ଟର ଶ୍ରୀକାନ୍ତ (୧୯)। ଶ୍ରୀକାନ୍ତଙ୍କର ଘର ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମରାଠୀବାସା ଗ୍ରାମରେ। ତାଙ୍କଠାରୁ ୯ ଲକ୍ଷ ଟଙ୍କା ଜବତ…

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ପ୍ରେମିକ ସନ୍ତୋଷ

ଭୁବନେଶ୍ଵର: ଭୁବନେଶ୍ୱର ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ଘଟଣା ଦିନକୁ ଦିନ ଅତି ରହସ୍ୟମୟ ହେବାରେ ଲାଗିଛି । ଗତକାଲି ପୁର୍ବତମ ପୁରୁଷ ବନ୍ଧୁ ଥାନାରେ ହାଜର ହୋଇଥିବା ବେଳେ ଆଜି ରଶ୍ମିରେଖାଙ୍କ ସ୍ୱାମୀ କୁହାଯାଉଥିବା ସନ୍ତୋଷ ପାତ୍ର ଆଜି ଥାନାରେ ହାଜର ହୋଇଛନ୍ତି । …

ନୀଳଗିରିରୁ ବ୍ରାଉନ୍‌ସୁଗାର ଜବତ; ଜଣେ ଗିରଫ

ନୀଳଗିରି : ନୀଳଗିରି ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଏବେ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଆଜି ବାଲେଶ୍ଵର ଅବକାରୀ ମୋବାଇଲ ସ୍କ୍ୱାଡ ଓଲଡ଼ଙ୍ଗ ଅଞ୍ଚଳରୁ ହେବା ସହ ଜଣେ ଯୁବକଙ୍କୁ ଗିରଫ କରିବା ସହ ୬୦ ଗ୍ରାମ୍‌ ବ୍ରାଉନ ସୁଗାର (ଧଳା ଜହାର) ଜବତ କରିଛି। କିଛି ମାସ ପରେ…

ଜୁଆ ଆଡ୍ଡାରେ ଚଢାଉ, ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ, ୫ ଗିରଫ

ନିରାକାରପୁର: ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ହାଟ ବଜାରରେ ଚାଲିଥିବା ଜୁଆ ଆଡ୍ଡାରେ ଚଢାଉ କରି ୫ ଜୁଆଡି ଗିରଫ କରି କୋର୍ଟ ଚାଲାଣ କରିଛି। ହାଟ ବଜାରର ଏକ ଘରେ ଦୀର୍ଘ ଦିନ ହେଲା ଜୁଆ ଖେଳ ହେଉଥିବା ପୋଲିସ ନଜରରେ ଥିଲେ ମଧ୍ୟ ପୋଲିସ ଚଢାଉ ପୂର୍ବରୁ ଜୁଆଡିମାନେ ସତର୍କ…

ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ନେଇ ୩୪ ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଯୁବକ ଗିରଫ

ଭଦ୍ରକ/ଜୟପୁର: ଶିକ୍ଷକଙ୍କୁ ନିଜ ଜିଲ୍ଲାକୁ ବଦଳି କରିବା ନେଇ ଶିକ୍ଷକଙ୍କ ନିକଟରୁ ୩୪ ଲକ୍ଷ ଟଙ୍କା ଠକେଇ। ପୁଲିସ ଅଭିଯୁକ୍ତ ସଂଗ୍ରାମ କେଶରୀ ବାରିକକୁ କୋରାପୁଟ ଜିଲ୍ଲା ଜୟପୁରରୁ ଗିରଫ କରିଥିବା ବେଳେ ତାଠାରୁ ଏକ ସ୍କୋଡା କାର, ନଗଦ ୪୦,୦୦୦ ଟଙ୍କା, ୧୩୪ ଗ୍ରାମ ସୁନା ଶହ ଏକ ମୋବାଇଲି…

କ୍ରସରରୁ ଚୋରି ମାମଲା: ଅଟୋ ସହ ଚୋରି ସାମଗ୍ରୀ ଜବତ, ୭ ଗିରଫ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡା ନିକଟରେ ରହିଥିବା ଏକ କ୍ରସରରୁ ବିଭିନ୍ନ ଲୌହ ସାମଗ୍ରୀ ଚୋରି ହୋଇଥିବା ନେଇ କ୍ରସର ମାଲିକ ପ୍ରଶାନ୍ତ ମଲ୍ଲିକ କିଛି ଦିନ ତଳେ ମୋହନା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ୧୯ତାରିଖରେ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ଗୁରୁବାର…

କଟକ କିଶୋରନଗର ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: କିଶୋରନଗର ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ବେଳେ ପୋଲିସ ଓ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ନାଁ…

ଆତ୍ମହତ୍ୟା କରିଛନ୍ତି ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା: ଡିସିପି

ଭୁବନେଶ୍ବର: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ଖୁଲାସା ହୋଇଛି। ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମରୁ ସ୍ପଷ୍ଟ…

ଫୁଡ଼ କଂଟେନରରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ

ଭୁବନେଶ୍ୱର : ଏକ ଫୁଡ଼ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ। ପୁଲିସକୁ ଚକମା ଦେବାକୁ ଅପରାଧୀମାନେ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମଳିଛି। ଏକ କଣ୍ଟେନରରର ୪ ଭାଗରୁ ଏକ ଭାଗ ସିକ୍ରେଟ ଚାମ୍ବରରେ ୨୦ ବସ୍ତା ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା…