Browsing Category

ଅପରାଧ

ଜମିଜମାକୁ କେନ୍ଦ୍ର କରି ଭାଇକୁ ଗୁଳି କଲା ଭାଇ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡାରେ ଅଭାବନୀୟ ଘଟଣା ଘଟିଯାଇିଛି। ଜମିଜମାକୁ କେନ୍ଦ୍ର କରି ଭାଇକୁ ଗୁଳି ମାରିଛି ଭାଇ। ଗୁଳିମାଡ଼ର ଶିକାର ହୋଇଛନ୍ତି ସେହି ଭିକାପଡାର ବିରେନ ଦଲେଇ । ତେବେ ବିରେନଙ୍କୁ ତାଙ୍କ ବଡ଼ବାପାଙ୍କ ପୁଅ ଗୁଳିମାଡ଼ କରିଥିବା ସୂଚନା ।…

ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ନାବାଳିକା ମୃତ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୋଖରୀରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ଘଟିଛି। .ଆରୁହା ଗ୍ରାମ ର ସୁଦାମ ସେଠି ଙ୍କ ଝିଅ ସାଙ୍ଗ ମାନଙ୍କ ସହ ଗ୍ରାମ ରେ ଥିବା ଏକ ପୋଖରୀ କୁ ଗାଧୋଉଥିଲେ। ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ପୋଖରୀରେ ବୁଡିଯାଇଥିଲେ। ସ୍ଥାନୀୟ…

ଘରୋଇ ହିଂସାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ, ୩ ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରାରେ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ। ଘରୋଇ ହିଂସାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଛନ୍ତି। …

ଖୋର୍ଦ୍ଧାରୁ ନଗଦ ଟଙ୍କା ସହ ବ୍ରାଉନସୁଗାର ଜବତ, ଯୁବତୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ପାଲଟିଲାଣି ବ୍ରାଉନସୁଗାର ବ୍ୟବସାୟୀଙ୍କ ପେଣ୍ଠସ୍ଥଳ । ଆଉ ଏବେ ଏହି କାରବାରରେ ଯୁବତୀଙ୍କୁ କରାଯାଉଛି ସାମିଲ । କୌଣସି ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ପୋଲିସ ଚଢାଉ କରିଥିଲା । ଗୁରୁଜଙ୍ଗ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବାବେଳେ 21 ଗ୍ରାମ…

ପିଲା ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ଼

ଭଦ୍ରକ : ଲୋକମାନେ ଜଣେ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ତାଙ୍କ ହାତ ଗୋଡ଼କୁ ବାନ୍ଧି ନିସ୍ତୁକ ପିଟିଛନ୍ତି। ଲୋକମାନେ ସହର ମଧ୍ୟରେ ଥିବା ଟ୍ରାଫିକ୍‌ ପୋଷ୍ଟରେ ଯୁବକଙ୍କୁ ବାନ୍ଧିଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଯୁବକ ଜଣକୁ ଉଦ୍ଧାର କରିବା ସହ ଜଣେ ଛୋଟ…

ଘର ଭିତରେ ବିସ୍ଫୋରଣ : ଗୋଟିଏ ପରିବାରର ୬ ଜଣ ଗୁରୁତର

ଗଞ୍ଜାମ: ଘର ଭିତରେ ବିସ୍ଫୋରଣ, ଗୋଟିଏ ପରିବାରର ୬ ଜଣ ଗୁରୁତର । ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁହାବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ସମସ୍ତ ଗୁରୁତରଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । …

ପୁଅକୁ ପିଟି ପିଟି ମାରିଦେଲେ ସାବତ ମା’ ଓ ବାପା

ପାରାଦୀପ: ପାରାଦୀପ ଉପକଣ୍ଠ ତ୍ରିଲୋଚନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସନ୍ଦେହଜନକ ଭାବରେ ୧୫ ବର୍ଷର ଭଣଜାର ମୃତ୍ୟୁ ଘଟିଥିବା ନେଇ ତା ମାମୁ ଘର ଲୋକ ଅଭିଯୋଗ କରିଛନ୍ତି। ମାମୁ ଘର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭଣଜାକୁ ତା ବାପା ଓ ସାବତ ମା ବାଡେଇ ବାଡେଇ ମାରି…

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଗଲେ ଯୁବକ

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ। ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସ୍ମୃତିରଞ୍ଜନ ସାହୁ ବୋଲି ଜଣାପଡିଛି । ସ୍ମୃତିରଞ୍ଜନ ଚାରି ଜଣ ସାଙ୍ଗଙ୍କ…

ନକଲି ଡାକ୍ତର ରମେଶ ଜେନାର ଚାର୍ଜସିଟ ଦାଖଲ

ଭୁବନେଶ୍ବର; ଖୋଲିବ ନକଲି ଡାକ୍ତରର ଅସଲ କାହାଣୀ । ୧୮ ସ୍ତ୍ରୀର ସ୍ୱାମୀ ସାଜିଥିବା ରମେଶ ସ୍ୱାଇଁଙ୍କ ପାଇଁ ବଢୁଛି ଅଡୁଆ । ବର୍ତ୍ତମାନ ସୁଦ୍ଧା ପୁଲିସ ରେକର୍ଡରେ ଏହି ଠକ ଡାକ୍ତରର ରହିଛନ୍ତି ୧୮ଜଣ ସ୍ତ୍ରୀଙ୍କ ସମେତ ୧୦୩ ସାକ୍ଷୀ । ଏହି ପତ୍ନୀମାନେ ଗୋଟି ଗୋଟି କରି କହିବେ ଠକ ରମେଶର…

ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ: ଆମ୍ବ ଗଛରେ ବୃଦ୍ଧଙ୍କ ମୃତଦେହ। ଏକ ଆମ୍ବଗଛରେ ଝୁଲୁଛି ଏହି ମୃତଦେହ। ଢେଙ୍କାନାଲ ସହର ସିମିଳିଆରେଥିବା ଏକ ଆମ୍ବ ବଗିଚାରେ ଝୁଲନ୍ତା ଅବସ୍ଥାରେ ଏହି ମୃତଦେହ ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ମୃତକଙ୍କ କୌଣସି ପରିଚୟ…