Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜଧାନୀରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଥାନା ଶିଖରଚଣ୍ଡୀ ପାହାଡ଼ରୁ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ । ଘଟଣାସ୍ଥଳରୁ ମୋଟର ସାଇକେଲ, ଅଧାପୋଡା ଜୋତା, ପେଟ୍ରୋଲ ବୋତଲ!-->…
ଥାନା ସାମ୍ନାରେ ଅଭିଯୋଗ କାରୀଙ୍କ ହାଇ ଭୋଲ୍ଟେଜ ଡ୍ରାମା : ନ୍ୟାୟ ପାଇଁ ଥାନା ସମ୍ମୁଖରେ କିରାସିନ ଢାଳି ଆତ୍ମହତ୍ୟା…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ସମ୍ମୁଖରେ ଅଭିଯୋଗ କାରୀଙ୍କ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି । ସୂଚନା ଅନୁଯାଇ 9 ତାରିଖ ଦିନ ଗାଙ୍ଗଲା ପଞ୍ଚାୟତରେ ବାସ କରୁଥିବା ଭଗୁ ହନ୍ତାଳର ଦଶା କାର୍ଯ୍ୟ ଚାଲିଥିଲା । ଏହି ସମୟରେ ମୃତ ଭାଗୁ ହନ୍ତାଳର ଭାଇ ମାନେ!-->!-->!-->!-->!-->…
ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା….
ପୁରୁଷୋତ୍ତମପୁର- ଗଞ୍ଜାମ ପୋଲିସ ଜିଲ୍ଲାରେ ଘଟିଲା ପୁଣି ଏକ ହତ୍ୟା କାଣ୍ଡ।ସୂଚନା ଥାଉକି କବିସୂର୍ଯ୍ୟ ନଗର ଥାନା ଅଞ୍ଚଳରେ ଏହି ପରି ଏକ ସ୍ପର୍ଶ କାତର ଘଟଣା ଘଟିଛି।ରାଜୁ ବିଶୋଇ ବୟସ ୫୫ ,ସେ ନିଜ ଗାଁ ଖାଜିଆ ପଲ୍ଲୀ କୁ। ଓଡ଼ି୦୭ଡି୬୨୬୩ନମ୍ବର ବିଶିଷ୍ଟ ନିଜ ଇଣ୍ଡିଗୋ କାରରେ ଫେରୁଥିବା!-->…
ବରଗଡ଼ରେ ୫ଟି ସ୍ଥାନରେ ଜିଏସ୍ଟି ଚଢ଼ାଉ ଜାରି
ବରଗଡ଼: ବରଗଡ଼ର ୫ଟି ସ୍ଥାନରେ GST ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ସଦର ଥାନା ଅନ୍ତର୍ଗତ ଚକରକେନ୍ଦ ସ୍ଥିତ ବାଲ ଗୋପାଲ ଫୁଡ଼ ପ୍ରଡକ୍ଟସ, ଦେଓସର୍ବାଲି ଅଏଲ ମିଲ, ବୈଷ୍ନୌ ଦେବୀ ଅଏଲ ମିଲ, ଗୋବିନ୍ଦପୁର ସ୍ଥିତ BRMC ଅଏଲ ମିଲ ଓ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନାଗେନ ପାଲି ସ୍ଥିତ ଶ୍ରୀ!-->…
ରାଜଧାନୀରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ପୁଲିସ୍, ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ଯୁବକଙ୍କ ମୁଣ୍ଡ ଜାମିନ ରଖି ୨ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗରେ କମିସନରେଟ ପୁଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ବକେୟା ଟଙ୍କା ଆଦାୟକୁ ନେଇ ଭୁବନେଶ୍ୱର ବଡଗଡ଼ କେନାଲ ରୋଡ଼ରୁ ଜଣେ ଯୁବକକୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଅପହରଣ କରିଥିଲେ।!-->…
ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ପେରାରିଭାଲାନ ମୁକ୍ତ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଏ ଜି ପେରାରିଭାଲାନଙ୍କୁ ମୁକ୍ତ କରିବା ଲାଗି ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।!-->…
ଶୀନା ବୋରା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ
ନୂଆଦିଲ୍ଲୀ: ଶିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ, ବି ଆର ଗାଭାଇ ଏବଂ ଏ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି ଯେ ସେ!-->…
ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେଲେ ସାତ ମାସର ଗର୍ଭବତୀ ପ୍ରେମିକା
ନବରଙ୍ଗପୁର: ମିଥ୍ୟା ପ୍ରତିଶ୍ରୁତିର ଶିକାର ହୋଇଛନ୍ତି ୨୪ ବର୍ଷ ବୟସର ଜଣେ ଯୁବତୀ। ଅଜାଣତରେ ବିବାହିତ ଯୁବକଙ୍କୁ ଭଲ ପାଇଁ ଭୁଲ କରିଛନ୍ତି। ଏବେ ନିଜ ଅଧିକାର ପାଇବା ପାଇଁ ଲଢ଼େଇ କରୁଛନ୍ତି। ସ୍ତ୍ରୀର ଅଧିକାର ଦାବିରେ ପ୍ରେମିକ ଘର ସମ୍ମୁଖରେ ୭ ମାସର ଗର୍ଭବତୀ ପ୍ରେମିକା ଧାରଣା!-->…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ନୟାଗଡ଼ : ଏକ ନାବାଳିକା ଦୁଷ୍କର୍ମ ମାମଲାରେ ନୟାଗଡ଼ ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ତାକୁ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୋରିମାନା ଅର୍ଥ ନ ଦେଲେ ତାକୁ ଅଧିକ ୬ ମାସ ଜେଲ୍ରେ ରହିବାକୁ!-->…
୧୦୫ ବର୍ଷୀୟ ଶାଶୁଙ୍କୁ ନିର୍ଧୁମ ପିଟିଲା ବୋହୂ
କାନପୁରରେ ଜଣେ ବୋହୂ ନିଜ ଶାଶୁଙ୍କ ଉପରେ ଅତ୍ୟାଚାରର ସବୁ ସୀମା ପାର୍ କରି ଦେଇଛନ୍ତି। ଘଟଣା ଘଟିଛି କାନପୁରର ଚକେରୀ ଖେଡ଼ା ଗାଁରେ। ବୋହୂ ଜଣକ ୧୦୫ ବର୍ଷୀୟ ନିଜ ଶାଶୁଙ୍କ ସହିତ ମାରପିଟ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ତାଙ୍କ ନିର୍ଦ୍ଦୟତାର ଏକ ଭିଡିଓ ସୋସିଆଲ ମିଡିଆରେ!-->…