Browsing Category

ଅପରାଧ

କ୍ଲାସରେ ପୁଷ୍ପା ନାଚ ଘଟଣା: ଅବହେଳା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ବ୍ରହ୍ମପୁର: ଆଜିକାଲି ସମସ୍ତଙ୍କୁ ଘରିଛି 'ପୁଷ୍ପା'ର ଫିଭର । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମଟି ଯେବେଠାରୁ ରିଲିଜ୍ ହୋଇଛି, ସେବେଠାରୁ ଏହାର ଡ୍ୟାନ୍ସ, ଗୀତ ଓ ଡାଏଲଗ୍ ସମସ୍ତଙ୍କୁ କିମିଆ କରିଛି । କିନ୍ତୁ ଏହି ପୁଷ୍ପା ନାଚ ଜଣେ ପ୍ରଧାନଶିକ୍ଷୟିତ୍ରୀଙ୍କ ପାଇଁ…

ହଷ୍ଟେଲ ଛାତରୁ ପଡ଼ି ୧୦ମ ଶ୍ରେଣୀ ଛାତ୍ର ମୃତ

ରାୟଗଡ଼ା : ହଷ୍ଟେଲ ଛାତରୁ ପଡ଼ି ୧୦ମ ଶ୍ରେଣୀ ଛାତ୍ର ମୃତ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡ଼ା ପଞ୍ଚାୟତର କପାପଦର ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ମେଡିକାଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିବା ବେଳେ ସ୍ଥାନୀୟ…

ପୁରୀରେ ୨୫୫ ଗ୍ରାମ୍‌ ବ୍ରାଉନ୍‌ସଗାର ଜବତ, ୪ ଅଭିଯୁକ୍ତ ଗିରଫ

ପୁରୀ: ନିଶା କାରବାର ରୋକିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ବ୍ୟାପକ ଚଢ଼ଉ କରୁଥିବା ବେଳେ ଦଲାଲମାନେ ଏହାକୁ ଖାତିର କରୁନାହାନ୍ତି। ଆଧ୍ୟାତ୍ମିକ ସହର 'ପୁରୀ'ରେ ଆଜି ଏସ୍‌ଟିଏଫ୍‌ ଓ ବାସେଳିସାହି ଥାନା ପୁଲିସ ଅତର୍କିତ ଭାବେ ଚଢ଼ଉ କରି ୨୫୫ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛନ୍ତି।…

ଏସଟିଏଫ୍ ଓ ବନ ବିଭାଗର ମିଳିତ ଚଢଉ: ୯କେଜିର ୬ ହାତୀ ଦାନ୍ତ ଜବତ, ଜଣେ ଗିରଫ

ବଲାଙ୍ଗିର: ଗୁରବାର ସ୍ୱତନ୍ତ୍ର ଟାସ୍କ ଫୋର୍ସ(ଏସଟିଏଫ୍) ଓ ବଲାଙ୍ଗିର ବନ ବିଭାଗ ମିଳିତ ଭାବେ ଚଢଉ କରି ହାତୀ ଦାନ୍ତ ଜବତ କରିଛନ୍ତି। ଏହି ଘଟଣାରେ ଜଣେ ମାଫିଆଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ନୁରିନ ସେଠ ବୋଲି ଜଣାପଡିଛି। ବଲାଙ୍ଗିର ସହରର ମାଲପଡ଼ାରୁ ୬ଟି ହାତୀ ଦାନ୍ତ ଏସଟିଏଫ୍ ଓ…

ଯୈାନ କେଳେଙ୍କାରୀ ଅଭିଯୁକ୍ତ ବିଧାୟକ ପ୍ରକାଶ ମାଝୀଙ୍କୁ ତୁରନ୍ତ ଗିରଫ କରାଯାଉ: ଡ.ଲେଖାଶ୍ରୀ

ଭୁବନେଶ୍ୱର : ସମସ୍ତଙ୍କ ପାଇଁ ଆଇନ ସମାନ ବୋଲି ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ବାରମ୍ବାର କହିଆସୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ । ବାସ୍ତବରେ ରାଜ୍ୟରେ ଦୁଇଟି ଆଇନ ପ୍ରଣୟନ ହେଉଛି । ଗୋଟିଏ ଶାସକ ବିଜେଡି ସପକ୍ଷବାଦୀଙ୍କ ପାଇଁ ଏବଂ…

ପ୍ରେମିକାର ବାହାଘର ପରେ ପ୍ରେମିକର ଆତ୍ମହତ୍ୟା

ସୋର: ରାତିରେ ପ୍ରେମିକାର ବାହାଘର ସକାଳେ ପ୍ରେମିକର ମିଳିଲା ଶବ। ତୋ ମଥାରେ ଆଉ କା ସିନ୍ଦୁର ଦେଖିପାରିବିନି। ସେଥିପାଇଁ ତା ପୂର୍ବରୁ ମୁଁ ଏ ଦୂନିଆ ଛାଡି ଯାଉଛି। ପୂରା ଫିଲ୍ମ ସିନ୍ ଭଳି ଜଣେ ଯୁବକ ଏଭଳି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ଥିଲା ପ୍ରେମିକାର ବାହାଘର। ଅନ୍ୟ ପୁରୁଷ…

ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ସିମ୍ : ସାଂସଦଙ୍କୁ ଟଙ୍କା ମାଗୁଥିଲେ ଠକ

ଭୁବନେଶ୍ୱର : ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ…

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ; ୯୦ଟି ପ୍ଲଟ୍, ୪ଟି କୋଠା ଓ ୩ଟି ଫ୍ଲାଟ୍ ଠାବ

ଭୁବନେଶ୍ଵର: କୋଟିପତି ପ୍ରାଣୀଧନ ନିରୀକ୍ଷକ। କଟକ ଓ ଭୁବନେଶ୍ଵରରେ ଅଛି ୯୦ଟି ପ୍ଲଟ୍। ଭିଜିଲାନ୍ସ ଚଢାଉ ବେଳେ କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି। ତେବେ ଜଗନ୍ନାଥଙ୍କ ନାଁରେ ୪ଟି ବିଲ୍ଡିଂ, ୩ଟି ଫ୍ଲାଟ୍ ରହିଛି। ବାଙ୍କୀରେ ଆଉଟ୍ ହାଉସ୍,…

ଭୁଜାଲିରେ ହାଣି ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଲୁଟ୍‌

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଜିରାଳ-ପଣ୍ଡୁଆ ରାସ୍ତାର ଘୋଡ଼ାଡ଼ିଆଁ ଛକ ନିକଟରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଓ ଭୁଜାଲିରେ ହାଣି ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଆହତ ବ୍ୟବସାୟୀଙ୍କ ନାଁ ଅଭିମନ୍ୟୁ ସାହୁ। ତାଙ୍କ ଘର ଜିରାଳରେ। ତାଙ୍କ ହାତରେ ଆଘାତ…

ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଜବତ ମାମଲା: ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଫେକ ସିମ୍ କାର୍ଡ ଜବତ ମାମଲା । ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଦୁଷ୍ମନ୍ତ, ସାଇପ୍ରକାଶ ଓ ଅବିନାଶକୁ ଅଧିକା ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ସାଇପ୍ରକାଶ ବିଏସଏନଏଲ ଡିଲର ଥିବା ବେଳେ ଅବିନାଶ ତାର ସହଯୋଗୀ କର୍ମଚାରୀ ଥିଲା…