Browsing Category

ଅପରାଧ

ବୌଦ୍ଧ ଜିଲ୍ଲାପାଳଙ୍କ Fake IDରେ ଟଙ୍କା ମାଗୁଛି ସାଇବର ଠକ

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବେ ବ୍ୟବହାର କରି ହ୍ୱାଟସ୍ଆପ ନମ୍ବରରେ ବିଭିନ୍ନ ଅଧିକାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଜିଲ୍ଲାପାଳଙ୍କ ଫଟୋ ଥାଇ ଏକ ନମ୍ବରରୁ ଜିଲ୍ଲାର କିଛି…

ସୁନା ଦୋକାନରୁ ୨୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍

କୋଣାର୍କ : କୋଣାର୍କରେ ସୁନା ଦୋକାନରୁ ଲୁଟ୍ । କଳା କନା ବୁଲାଇଲେ ଲୁଟେରା। କୋଣାର୍କ ନୂଆ ମାର୍କେଟ ସ୍ଥିତ ମହାଲକ୍ଷ୍ମୀ ସୁନା ଦୋକାନରୁ ଲୁଟ ହୋଇଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନ ସଟର ଭାଙ୍ଗି ଲୁଟ କରିଛନ୍ତି ଲୁଟେରା। ଦୋକାନ ଲକରରେ ଥିବା ସୁନା ଅଳଙ୍କାର ଲୁଟ…

ରାଜଧାନୀରେ ବୀଭତ୍ସକାଣ୍ଡ, ସ୍ତ୍ରୀକୁ ପିଟି ପିଟି ହତ୍ୟା, ସ୍ୱାମୀ ଗିରଫ

ଭୁବନେଶ୍ୱର: ପାରିବାରିକ କଳହର କରୁଣ ପରିଣତି ସ୍ୱରୂପ ସହିଦନଗର ଥାନା ଅଧୀନ ବାସୁଆଘାଇ ବସ୍ତି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପିଟି ପିଟି ହତ୍ୟା କରିଛନ୍ତି । ମହିଳାଙ୍କୁ ତାଙ୍କ ଅତି ନୃସଂଶ ଭାବେ ହତ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ସହିଦନଗର ଥାନା…

ବ୍ୟାଣ୍ଡପାର୍ଟି ଭ୍ୟାନ୍ ଦୁର୍ଘଟଣା, ଜଣେ ମୃତ

ବିବାହ ପ୍ରସେସନ ସାରି ଫେରୁଥିବା ବେଳେ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗସ୍ତ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ବାଜା କଳାକାର ଆହତ ହୋଇଛନ୍ତି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ମାଁ ମେଲୋଡି ବ୍ୟାଣ୍ଡ ଗୋଲମୁଣ୍ଡା ବ୍ଲକକୁ ବିବାହ…

ନାବାଳିକା ପ୍ରେମିକାଙ୍କୁ ବ୍ଲାକମେଲ କରି ବନ୍ଧା ହେଲା ପ୍ରେମିକ

ଭୁବନେଶ୍ୱର : ମହଙ୍ଗା ପଡିଲା ଅତି ଚାଲାକ । ପ୍ରେମିକାଙ୍କୁ ବ୍ଲାକମେଲ କରି ବନ୍ଧାହେଲା ପ୍ରେମିକ । ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ପ୍ରେମିକକୁ ଗିରଫ କରିଛି । ଖବର ଅନୁଯାୟୀ, ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଭୁବନ ଅଞ୍ଚଳର ଆଶିଷ ଜେନା ।…

ରାତିରେ ମୋବାଇଲ ସିମ୍ ଦୋକାନରେ ଚଢାଉ, ୩ ଗିରଫ

ଢେଙ୍କାନାଳ: ଢେଙ୍କାନାଳରେ କ୍ରାଇମବ୍ରାଞ୍ଚର ଚଢାଉ । ଟାଉନ ପ୍ଲାନିଂରେ ଏକ ମୋବାଇଲ ଦୋକାନରେ କ୍ରାଇମ ବ୍ରାଞ୍ଚ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଛି । ମୋବାଇଲ ଦୋକାନୀ ସିଲୁ ଦାସ ସହ ଦୁଇ ଜଣଙ୍କୁ ଗିରଫ କରିିଛି । ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ରାତିରେ କ୍ରାଇମ ବ୍ରାଞ୍ଚର ସ୍ପେଶାଲ…

ଜମି ଜମାକୁ କେନ୍ଦ୍ର କରି ଭାଇ ସାଜିଲା ନର ରାକ୍ଷସ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଗାଞ୍ଜାପାଡ଼ା ପଞ୍ଚାୟେତର ହାତୀବେନା ଆଦିବାସୀ ଗ୍ରାମରେ ଏକ ଅମାନସିକ ଅସାମାଜିକ ନରସଂହାର ଘଟଣା ଘଟି ଯାଇଛି,28,4,2022ରିକରେ ସାମାନ୍ୟ ଜମି ଜମା କୁ କେନ୍ଦ୍ର କରି ବଡ ବାବା ପାଣ୍ଡୁ ଗଣ୍ଡର ପୁଅ କୋମଲ ସିଂ ଗଣ୍ଡ ଓ ସାନ ବାବା…

ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମଲେଖା ଅଭିଯୋଗ: ୬ ଛାତ୍ରଛାତ୍ରୀଙ୍କ ନାମରେ ଏତଲା

ଭୁବନେଶ୍ବର: ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇବା ଅଭିଯୋଗରେ ଭୁବନେଶ୍ୱରର ରାଜଧାନୀ କଲେଜର ୬ଜଣ ଛାତ୍ରଛାତ୍ରୀଙ୍କ ନାମରେ ଏତଲା ହୋଇଛି। ୨୦୨୧ ଓ ୨୦୨୨ ଶିକ୍ଷାବର୍ଷରେ ଆଡମିସନ କରିଥିବା ୨୭ଜଣ ଛାତ୍ରଛାତ୍ରୀଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ ଚେକ୍ କରିବା ପାଇଁ ବିଭିନ୍ନ ଜିଲାର…

ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଇ ବନ୍ଧା ହେଲେ ମହିଳା ଆକାଉଣ୍ଟାଣ୍ଟ

ଭୁବନେଶ୍ବର: ୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ତମାଣ୍ଡୋ ସ୍ଥିତ ସିଭିରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ଗିରଫ ହୋଇଥିବା ଜଣାଯାଇଛି। ସିଭି ରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା।…

ନାବାଳିକାଙ୍କ ଅଶ୍ଲୀଳ ଫଟୋ କରି ଫେକ୍ ଆକାଉଣ୍ଟରେ ବ୍ଲାକମେଲ୍, ଅଭିଯୁକ୍ତ ଗିରଫ

କଟକ: ନାଵାଳିକା ମାନଙ୍କର ଫଟୋକୁ ଏଡିଟିଂ କରି ଅଶ୍ଳୀଳ ଫଟୋ ତିଆରି କରି ଵ୍ଲାକମେଲ୍ କରୁଥିବା ଜଣେ ଯୁଵକଙ୍କୁ ଗିରଫ କରିଛି କଟକ ସାଇଵର ଥାନା ପୋଲିସ । ଅଭିଯୁକ୍ତ ଯୁଵକ ସୋସିଆଲ ମିଡିଆ ମାଧ୍ୟମରେ ନାଵାଳିକା ମାନଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଉଥିଲେ । ସମ୍ପୃକ୍ତ ନାଵାଳିକା ଫ୍ରେଣ୍ଡ…