Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବଲାଙ୍ଗିର ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ମୋବାଇଲ ଚାଟିଂ
ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନିଶାନ୍ତ ତାଙ୍କର ଜଣେ ବିଦେଶୀ ବନ୍ଧୁଙ୍କ ସହ ମୋବାଇଲରେ ଚାଟିଂ କରିଥିବା ଜଣାପଡ଼ିଛି । ନିଶାନ୍ତଙ୍କୁ ସିନିୟରମାନେ ର୍ୟାଗିଂ କରିବା ସହ ଖେଳ ପଡ଼ିଆକୁ!-->…
ଯୁବତୀଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗ ପରେ ଗିରଫ ହେଲେ ଅତିରିକ୍ତ ତହସିଲଦାର…
ରାଉରକେଲା : (ବସନ୍ତ କୁମାର ଜେନା); ପ୍ରଥମେ ପ୍ରେମ। ତାପରେ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ। ଶେଷରେ ପ୍ରତାରଣା। ଜଣେ ଅତିରିକ୍ତ ତହସିଲଦାର ଙ୍କ ଠାରୁ ଜଣେ ଯୁବତୀ ଏପ୍ରକାର ଧୋକ୍କା ପାଇଛନ୍ତି। ଏ ନେଇ ରାଜଗାଙ୍ଗପୁର ଥାନା ରେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଗିରଫକରିଛି!-->…
ମାତ୍ର ଶହେ ଟଙ୍କା ପାଇଁ ମା’କୁ ପିଟି ପିଟି ମାରିଦେଲା ପୁଅ
ମୟୁରଭଞ୍ଜ: ନିଶା ପାଇଁ ଅନେକ ପରିବାର ଉଜୁଡି ଯାଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ନିଶା ପାଇଁ ତୁଚ୍ଛ ପାଲଟିଲା ମା'ର ମମତା । ନିଶା ଖାଇବା ପାଇଁ ଟଙ୍କା ନଦେବାରୁ ୧୦ ମାସ କୋଳରେ ରଖି ଜନ୍ମ ଦେଇଥିବା ମା'କୁ ହତ୍ୟା କରିଛି ପୁଅ ।
ନିଶା ଖାଇବା ପାଇଁ!-->!-->!-->…
ମାନସ ହତ୍ୟା ମାମଲା: ଟିଆଇ ପରେଡରେ ୫ ଅଭିଯୁକ୍ତଙ୍କୁ ଚିହ୍ନିଲେ ୩ ସାକ୍ଷୀ
ଭୁବନେଶ୍ୱର: ୫ ଅଭିଯୁକ୍ତଙ୍କୁ ଚିହ୍ନିଗଲେ ୩ ସାକ୍ଷୀ। ଭଦ୍ରକ ଉପକାରାଗାର ଭିତରେ ଟିଆଇ ପରେଡ ଚାଲିଥିବା ବେଳେ ଗୋଟି ଗୋଟି କରି ମାନସ ହତ୍ୟାକାଣ୍ଡର ସମସ୍ତ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ୩ ସାକ୍ଷୀ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । କ୍ୟାମେରାମ୍ୟାନ!-->…
ସିମେଣ୍ଟ ଦୋକାନୀଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ
ଛତ୍ରପୁର : ଗଞ୍ଜାମ ଛତ୍ରପୁରରେ ସିମେଣ୍ଟ ଦୋକାନୀଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କିଏ ତାଙ୍କୁ ହତ୍ୟା କରିଛି ସେନେଇ ସନ୍ଦେହ ବଢ଼ିବାରେ ଲାଗିଛି ।
ସୂଚନା ଅନୁସାରେ କୃଷ୍ଣ ନିଜ ଗାଡ଼ିରେ ବସିଥିବା ବେଳେ!-->!-->!-->…
ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ
ମୟୂରଭଞ୍ଜ: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ଵାମୀ । ମୟୂରଭଞ୍ଜ ଝାରପୋଖରିଆ ଥାନା ପାଣ୍ଡରା ଗାଁରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ । ମୃତକ ହେଲେ ଅଞ୍ଜଳି ସିଂ। ଅଭିଯୁକ୍ତ ନିଶାଶକ୍ତ ସ୍ବାମୀ କାହ୍ନୁ ସିଂ । ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ଵାମୀ!-->…
ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ୍ ଅନ୍ତର୍ଗତ ନୂଆଁ ବରିପାଳ ସଂରକ୍ଷିତ ଜଙ୍ଗଲ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ସ୍ଥାନିୟ ନାରଙ୍ଗପୁର ଗ୍ରାମର ଦୁଶାସନ ଜେନା । ଆଜି ସକାଳୁ କେତେକ ଲୋକି ଏହି ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିଲେ । ହେଲେ!-->…
ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଟେଣ୍ଟ ମାଲିକଙ୍କୁ ହତ୍ୟା
ଗୋପ: ଗୋପ ଥାନା ବାଲିକନ୍ଦଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।। ଏଠାରେ ଗତକାଲି ରାତିରେ ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ ଘଟିଥିଲା। ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି-!-->…
ନକଲି ଡାକ୍ତର ଗିରଫ; ଅଢ଼େଇ ଲକ୍ଷ ଟଙ୍କାର ଔଷଧ ଜବତ
କଟକ : ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡ଼ସାଇଲୋ ଅଞ୍ଚଳରୁ ଧରାପଡ଼ିଛି ଜଣେ ନକଲି ଡାକ୍ତର। ଗତ ୭ବର୍ଷ ହେବ ଅଭିଯୁକ୍ତ ଜଣକ ବେଆଇନ ଭାବେ ଏଭଳି କାରବାର ଚଳାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଡ୍ରଗ୍ସ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଅତର୍କିତ ଭାବେ ଚଢ଼ଉ କରି!-->…
ଝାରଖଣ୍ଡରୁ ବରାତୀ ନେଇ ଫେରୁଥିବା କ୍ରୀଷ୍ନାଜି ବସକୁ ୩ ଲକ୍ଷ ୭୦ ହଜାର ଟଙ୍କା ଜରିମାନା…
ସୁନ୍ଦରଗଡ଼ //ରାଉରକେଲା : ବସ କୁ ଲାଗିଲା ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ। ଏହି ଜରିମାନା ଲାଗୁ କରିଛନ୍ତି ସୁନ୍ଦରଗଡ଼ ପରିବହନ ବିଭାଗ। ଝାରଖଣ୍ଡ କୁ ବାହାଘର ବରାତ୍ ନେଇ ଫେରୁଥିବା ବେଳେ ପରିବହନ ବିଭାଗ ଯାଞ୍ଚ ରେ ଧରା ପଡି ୩ ଲକ୍ଷ ୭୦ ହଜାର ଟଙ୍କା ର ଫାଇନ ହୋଇଛି ବରଗଡ଼ ର ଏକ!-->!-->!-->…