Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଗିରଫ ହେଲେ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ
ଭୁବନେଶ୍ୱର: ୪୮ ଘଣ୍ଟାର ରେଡ ପରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ। କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଅକଳନ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ଅବାକ ହୋଇ ଯାଇଛି। ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଭଞ୍ଜନଗର!-->…
ରାଜଧାନୀରେ ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା
ଭୁବନେଶ୍ୱର: ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତାରୋକ ଯୋଗୁଁ କଳ୍ପନା – ରସୁଲଗଡ ରାସ୍ତାରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁଁ ରବିଟକିଜ୍ ଠାରୁ ରସୁଲଗଡ ଯାଏଁ ରାସ୍ତା ଜାମ ଅବସ୍ଥା । ଝାରପଡାରେ ଥିବା ଗଣେଶ ମଣ୍ଡପ ହାଟକୁ ସକାଳୁ!-->…
୨୫ କେଜି ଗଞ୍ଜେଇ ସହ ନାଏବ ସରପଞ୍ଚଙ୍କ ସ୍ବାମୀ ଗିରଫ
ଗୁଡଭେଲା: ତୁଷୁରା ଥାନ ଅନ୍ତର୍ଗତ ଭୋଏଗୁରା ଗାଁରୁ ବଲାଙ୍ଗୀର ମୋବାଇଲ ୟୁନିଟ ଓ ସଦର ରେଞ୍ଜ ଟିମର ମିଳିତ ଚଢ଼ାଉ କରି ୨୫ କିଲୋ ୫୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତର ନେବ ସରପଞ୍ଚ ରେଣୁକା!-->…
ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ବସ୍
ଭୁବନେଶ୍ୱର: ଡିଭାଇଡରରେ ପିଟି ହୋଇ ଓଲଟି ପଡିଲା ବସ୍। ଭୁବନେଶ୍ୱର ଜୟଦେବ ବିହାରରେ ଦୁର୍ଘଟଣା। ପ୍ରାୟ ୧୦ରୁ ଅଧିକ ଶ୍ରମିକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଗୁରୁତରଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ଆଜି ସକାଳେ ବସ୍ଟି ଶର୍ମିକ ମାନଙ୍କୁ ନେଇ!-->!-->!-->…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ ମାଡ଼
ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ ମାଡ଼। ବନ୍ତ ଥାନା ଶିଲନ୍ଦି ଗାଁରେ ପାର୍ଥ ସାରଥୀଙ୍କ ଉପରେ ଏସିଡ଼ ମାଡ଼। ଜମି ଓ ମଦ ବିକ୍ରିକୁ ବିରୋଧ କରିବାରୁ କେତେକ ବ୍ୟକ୍ତି ତାଙ୍କୁ ଏସିଡ଼ ମାଡ଼ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଭଦ୍ରକ ଡାକ୍ତରଖାନା!-->…
ନଗଡ଼ା ଦୁର୍ନୀତିର ତଦନ୍ତ କରୁଥିବା ମୁଖ୍ୟଯନ୍ତ୍ରୀ ନିଲମ୍ବିତ
ଯାଜପୁର: ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗରେ ଗୁପ୍ତ ଟେଣ୍ଡର କେଳେଙ୍କାରୀକୁ ନେଇ ସରକାର ହରଡ଼ଘଣାରେ ପଡ଼ିଥିବା ବେଳେ କେନ୍ଦ୍ରାପଡ଼ା-ଯାଜପୁର ମଣ୍ଡଳ ମୁଖ୍ୟଯନ୍ତ୍ରୀ( ନିର୍ମାଣ) ସଂଜୀବ କୁମାର ଦାଶଙ୍କୁ ଗତକାଲି ନିଲମ୍ବିତ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଚିଠି!-->…
ଭିଜିଲାନ୍ସ ଇତିହାସରେ ରେକର୍ଡ : ସହକାରୀ ଯନ୍ତ୍ରୀଙ୍କ ଘରୁ ଜବତ ହେଲା ୨ କୋଟି କ୍ୟାସ୍
ଭିଜିଲାନ୍ସ ଇତିହାସରେ ସର୍ବାଧିକ କ୍ୟାସ ଜବତ। କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କର ଘରୁ ନଗଦ ୨ କୋଟି ଟଙ୍କା ଜବତ କଲା ଭିଜିଲାନ୍ସ। ଟଙ୍କା ଗଣିବା ପାଇଁ ମେସିନ ବ୍ୟବହାର କରିଛି ଭିଜିଲାନ୍ସ। କାର୍ତ୍ତିକେଶ୍ୱର ରାଉଳ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଠାରୁ!-->…
କାଲିମେଳାରେ ଟ୍ରକ୍ରୁ ୧୪ କୋଟି ଟଙ୍କାର ଗଞ୍ଜେଇ ଜବତ
ମାଲକାନଗିରି: ତେନ୍ତୁଳି ବୋଝେଇ ଟ୍ରଲରରେ ଗଞ୍ଜେଇ ଚାଲାଣକୁ ଠାବ କଲା କାଲିମେଳା ପୁଲିସ। ଦୁଇ ଜଣ ଗିରଫ। ସୂଚନାଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସକୁ ସଫଳତା। ଏହି ଗଞ୍ଜେଇ ମାଲକାନଗିରିରୁ ଉତ୍ତର ପ୍ରଦେଶକୁ ଚାଲାଣ ହୋଉଥିଲା ଦେଢ ଟନ୍ ଗଞ୍ଜେଇ। ଯାଞ୍ଚ ବେଳେ ଗଞ୍ଜେଇ ବୋଝେଇ!-->…
ସାମ୍ବାଦିକଙ୍କ ପାଦରେ ବେଡି ପକାଇଲେ ନୀଳଗିରି ଆଇଆଇସି
ଭୁବନେଶ୍ୱର:ନୀଳଗିରିରେ ଅଭାବନୀୟ ଘଟଣା ଘଟିଛି । ସବୁ ସୀମା ଟପିଯାଇଛି ପୋଲିସ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି । ଆଉ ଏହି ବେଡ଼ିକୁ ଆଉ କେହି ନୁହେଁ ଖୋଦ ପୁଲିସ ପକାଇଛି । ଗିରଫ କରି ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଛି ପୁଲିସ । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ନୀଳଗିରି!-->…
ସରିଲା ରିମାଣ୍ଡ, ଜେଲ ଗଲେ ଶର୍ମିଷ୍ଠା ଓ ଝୁନା
କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଅଧିକ ରିମାଣ୍ଡ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ଫଳରେ ଜେଲ୍ ଯାଇଛନ୍ତି ଏହି ଦୁଇ ଅଭିଯୁକ୍ତ । ଆସନ୍ତା ୧୧ ଉଭୟଙ୍କୁ କୋର୍ଟରେ ହାଜର କରାଯିବ ।
ସୂଚନା ଥାଉକି, ଆଜି!-->!-->!-->…