Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଚାଷୀଙ୍କୁ ସବ୍ସିଡି ନାଁରେ ୬ କୋଟିରୁ ଅଧିକ ଟଙ୍କା ହଡପ୍ ଘଟଣାରେ ୨ଗିରଫ
ଚାଷୀଙ୍କୁ ସବ୍ସିଡି ନାଁରେ ୬ କୋଟିରୁ ଅଧିକ ଟଙ୍କା ହଡପ୍। ୬ କୋଟିରୁ ଅଧିକ ସରକାରୀ ସବ୍ସିଡି ହଡପ୍ ଅଭିଯୋଗରେ ଦୁଇ ଗିରଫ। ଶୀତଲ ଆଗ୍ରୋ ଇନ୍ପୁଟ୍ସ ପ୍ରାଇଭେଟ୍ ଲିମିଟେଡ୍ର ଦୁଇ ଜଣଙ୍କୁ ଗିରଫ କରିଛି EOW । ସେମାନେ ହେଲେ ସଂସ୍ଥାର ଦୁଇ ନିର୍ଦ୍ଦେଶକ ତଥା ଦୁଇ ଭାଇ ମାନସରଞ୍ଜନ ଦାଶ!-->…
୫ ଦିନିଆ ରିମାଣ୍ଡରେ ରସିକିଆ ରମେଶଙ୍କ ଦ୍ୱିତୀୟ ପତ୍ନୀ
ଭୁବନେଶ୍ବର : ୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ କମଳା। ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କୁ ରିମାଣ୍ଡ ପାଇଁ ପୁଲିସ ୭ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଏସଡିଜିଏମ କୋର୍ଟ ଅନୁମତି ଦେଇଥିବା ଜଣାଯାଇଛି। ସେପଟେ ରମେଶଙ୍କୁ!-->…
ବିଜେବି କଲେଜ୍ରେ ନକଲି ସାର୍ଟିଫିକେଟ୍ ଦେଇ ଆଡ୍ମିଶନ ମାମଲା, ୨ ଗିରଫ
ଭୁବନେଶ୍ବର: ବିଜେବି କଲେଜ୍ରେ ନକଲି ସାର୍ଟିଫିକେଟ୍ ଦେଇ ଆଡ୍ମିଶନ ମାମଲା । ୨ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି ବରଗଡ଼ ପୋଲିସ । ଫେକ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି କି ନାହିଁ ପୋଲିସ ପଚରାଉଚରା କରୁଛି। କଲେଜ ପ୍ରିନ୍ସପାଲଙ୍କ ଅଭିଯୋଗ କ୍ରମେ!-->…
୧୪ଚକିଆ ତେନ୍ତୁଳି ବୋଝେଇ ଟ୍ରକରୁ ୧୫କ୍ୱିଣ୍ଟାଲ ଗଞ୍ଜେଇ ଜବତ…
ମାଲକାନଗିରି : କାଲିମେଳା ପୋଲିସକୁ ମିଳିଲା ବଡ ସଫଳତା l ଅଭିନବ ଉପାୟରେ ତେନ୍ତୁଳି ବୋଝେଇ ଟ୍ରକରେ ଗଞ୍ଜେଇ ନିଆଯାଉଥିବା ବେଳେ ପୋଲିସ ପକ୍ଷରୁ ଏହାକୁ ଜବତ କରାଯାଇଛି lମାଲାକାନଗିରି ଜିଲ୍ଲା ମୋଟୁ ଜାତୀୟ ରାଜପଥର ତଥା କାଲିମେଳା ଥାନା ଅନ୍ତର୍ଗତ Mpv 31 ଅଞ୍ଚଳରୁ ତେନ୍ତୁଳି ବୋଝେଇ!-->!-->!-->…
ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ମାମଲା; ଜାମିନ ନାମାଞ୍ଜୁର ପରେ ଜେଲ ଗଲା ଅଭିଯୁକ୍ତ
ପୁରୀ : ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାକୁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ ମହାପାତ୍ରକୁ ଜେଲ ପଠାଇ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗ୍ରାମର ଜଗନ ମହାପାତ୍ରକୁ ଗିରଫ ପରେ ଆଜି!-->…
ମେମୋରୀ ଚିପ୍ ପାଇଁ ଶର୍ମିଷ୍ଠାଙ୍କୁ ମାନସ ମାଗିଥିଲେ ୧୦ ହଜାର ଟଙ୍କା!
ଭୁବନେଶ୍ୱର: ମେମୋରୀ ଚିପ୍ ପାଇଁ ସଂପୂର୍ଣ୍ଣ ୱେବ୍ ପୋର୍ଟାଲ୍ର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ୧୦ ହଜାର ଟଙ୍କା ମାଗିଥିଲେ! ଆଜି ଏପରି ଚାଞ୍ଚଲ୍ୟକର ବୟାନ୍ ଦେଇଛି କ୍ରାଇମବ୍ରାଞ୍ଚ। ଦ୍ୱିତୀୟ ଥର ପାଇଁ ଶର୍ମିଷ୍ଠା ଓ ଝୁନା ଭୋଇକୁ କ୍ରାଇମବ୍ରାଞ୍ଚ!-->…
ନିଜକୁ ଭଲ ନଲାଗିବାରୁ ଚୁଲି ଭାଙ୍ଗିଛି ଅଭିଯୁକ୍ତ: ଏସପି
ପୁରୀ: ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣାକୁ ନେଇ ଏବେ ସବୁଠି ହଟଚମଟ । ତେବେ ଏହି ଘଟଣାକୁ ନେଇ ପୁରୀ ଏସପି କନୱର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି । ସିସିଟିଭି ଆଧାରରେ ଜଣେ ସନ୍ଦିଗ୍ଧଙ୍କୁ ଧରାଯିବା ପରେ ସେ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ!-->…
ଚାକିରୀ ଦେବା ନାଁରେ ୮ଲକ୍ଷ ଠକେଇ, ଜଣେ ଗିରଫ
ଭୁବନେଶ୍ୱର: ଚାକିରୀ ଦେବାକୁ କହି ୮ଲକ୍ଷଟଙ୍କା ଠକେଇ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଫୁଲନଖରା ଅଞ୍ଚଳରେ ରହୁଥିବା ଭଦ୍ରକ ଜିଲ୍ଲାର ପିତବାସ ପଣ୍ଡା (୪୪) । ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ ଅଭିଯୁକ୍ତକୁ!-->…
ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
ଭଞ୍ଜନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । ଗଞ୍ଜାମ ଓ ଭୁବନେଶ୍ୱର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ । ଭଞ୍ଜନଗର ସ୍ଥିତ ଅଫିସ, କ୍ୱାର୍ଟସ, ଖଲ୍ଲିକୋଟ ଲଙ୍ଗଳେଶ୍ୱରରେ ଥିବା ପୈତୃକ!-->…
ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ସନ୍ଦିଗ୍ଧଙ୍କୁ ଜେରା
ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ଅଟକ ସନ୍ଦିଗ୍ଧକୁ ଜେରା କରୁଛି ପୋଲିସ। ସିସିଟିଭି ଆଧାରରେ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ସନ୍ଦିଗ୍ଧଜଣଙ୍କ କେବଳ ଚୁଲି ଭାଙ୍ଗିବାକୁ ଶ୍ରୀମନ୍ଦିରରେ ପଶିଥିଲେ, ନା ଆଉ କିଛି ଉଦ୍ଦେଶ୍ୟ ଥିଲା, ତାହାକୁ ନେଇ ଜେରା ଚଳାଇଛି ପୋଲିସ।!-->…