Browsing Category

ଅପରାଧ

ଧରାପଡ଼ିଲେ ୫ ମୂର୍ତ୍ତି ଚୋର

ଭୁବନେଶ୍ବର/ଜଟଣୀ: ଜଟଣୀ ଥାନା ସହ ଡେଲାଙ୍ଗ, ପିପିଲି ଥାନା ଆଖପାଖ ଅଞ୍ଚଳ ଓ ଭୁବନେଶ୍ବର ବାଲିଅନ୍ତାରେ ମନ୍ଦିରରୁ ଚୋରି କରି ନିଦ ହଜାଇ ଦେଇଥିବା ଗ୍ୟାଙ୍ଗ ପୁଲିସ ହାତରେ ଧରାପଡ଼ିଛି। ଗ୍ୟାଙ୍ଗର ୪ ସଦସ୍ୟ ଓ ମନ୍ଦିର ଚୋରି ସାମଗ୍ରୀ କିଣୁଥିବା ଜଣେ କବାଡ଼ି ଦୋକାନୀକୁ ପୁଲିସ ଗିରଫ କରିଛି।…

କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ମାନସଙ୍କ ପରିବାର

ନୟାଗଡ : କ୍ୟାମେରାମ୍ୟାନ ମାନସ ମୃତ୍ୟୁ ଘଟଣା । ମେମୋରୀ ରହସ୍ୟ କେବେ ଖୁଲାସା କରିବ କ୍ରାଇମବ୍ରାଞ୍ଚ? ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ l ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସମେତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଭୟ…

କଟକର ଲସି ଦୋକାନରେ ସିଏମ୍‌ସିର ଚଢ଼ଉ

କଟକ : କଟକର ବିଭିନ୍ନ ସର୍ବତ ଓ ଲସି ଦୋକାନରେ ନଷ୍ଟ ହୋଇ ଯାଇଥିବା ଦହି ଓ ଅନ୍ୟାନ୍ୟ ନିମ୍ନମାନର ଜିନିଷ ଗ୍ରାହକଙ୍କୁ ଦିଆଯାଉଥିବା ଖବର ପାଇ ମଙ୍ଗଳବାର କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ଲସି ଓ ସର୍ବତ ଦୋକାନରେ ଅଚାନକ ଚଢଉ କରାଯାଇଥିଲା । କଟକ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଟିମ…

ଧରାପଡ଼ିଲେ ୫ ହାଇଓ୍ବେ ଲୁଟେରା

ଖୋର୍ଦ୍ଧା : ଖୋର୍ଦ୍ଧା ପୋଲିସ ମଙ୍ଗଳବାର ଏକ ହାଇଓ୍ବେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍‌ର ଜଣେ ନାବାଳକ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣାପଞ୍ଜୁରୀ ଗ୍ରାମର ଅମଜାଦ୍‌ ଖାନ ଓରଫ କ୍ରିଷ୍ଣା ଓରଫ ସୋନୁ(୨୩), ଏସ୍‌.କେ ଜୁମା(୨୬),…

ରାଉରକେଲା ଉଦିତନଗର ରିଙ୍ଗରୋଡ଼ ଛକ ନିକଟରୁ ବନ ନିଗମ କର୍ମଚାରୀଙ୍କ ଠାରୁ ଦିନ ଦ୍ବିପ୍ରହରେ ୪.୫୪ ଲକ୍ଷ ଟଙ୍କା…

ରାଉରକେଲା ;ରାଉରକେଲା ଉଦିତନଗର ମହନଗର ନିଗମ ରିଙ୍ଗ ରୋଡ଼ ଛକ ନିକଟରୁ ମଙ୍ଗଳବାର ଦିନ ୧୧ ଟା ସମୟରେ ୪.୫୪ ଲକ୍ଷ ଟଙ୍କା ଲୁଟ ହୋଇଯାଇଛି। ରାଉରକେଲା ଫରେଷ୍ଟ କର୍ପୋରେସନର ଜଣେ କର୍ମଚାରୀ ଦାଶରଥି ଷେଣ୍ଢ ଉଦିତନଗର କାନାଡ଼ା ବ୍ୟାଙ୍କ ରୁ ଗୌରହରି ବେହେରା ଙ୍କ ଆକାଉଣ୍ଟ୍ ରୁ ଠିକାଦାର ଙ୍କ…

ବ୍ରହ୍ମପୁର ବନ ବିଭାଗ ହାତ ରେ ଆଉ ଜଣେ ବିରପ୍ପନ୍ ଏତେ ବଡ ଘଟଣା ପଛର ନାୟକ କିଏ..?

ବ୍ରହ୍ମପୁର : ବ୍ରହ୍ମପୁର ବନଖଣ୍ଡ ଅଧୀନସ୍ଥ ସାମନ୍ତିଆପଲ୍ଲୀ ବନାଚଂଳ ବନ୍ୟଜନ୍ତୁ ଶିକାରୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଆଜି କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ସୁରଙ୍ଗୀ ନିକଟସ୍ଥ ତିଟି ଗାଁ ଅଚଂଳରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବନ୍ୟ ଜନ୍ତୁଙ୍କ ଦେହା…

ମାନସ ସ୍ୱାଇଁ ହତ୍ୟା ମାମଲା: ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କରାଯାଇଥିଲା ହତ୍ୟା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ସାମ୍ନା କୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ମୃତ ମାନସଙ୍କୁ ବାଉଁଶ ଫାଳିଆ ଓ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିଲା । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତରେ ହତ୍ୟାରେ ବ୍ୟବହୃତ ବାଉଁଶ ଫାଳିଆ ଓ କାଠ…

କେନ୍ଦୁଝର ଜିଲ୍ଲା ଉରୁମୁଣ୍ଡାରେ ବୃଦ୍ଧାଙ୍କୁ ହତ୍ୟା, ଜଣେ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କୁମୁଣ୍ଡି ପଞ୍ଚାୟତ ଉରୁମୁଣ୍ଡା ଗ୍ରାମରେ ବୃଦ୍ଧାଙ୍କୁ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଜଣଙ୍କ ରତନୀ ଦେହୁରୀ ବୋଲି ଜଣାପଡ଼ିଛି । ସୂଚନାନୁସାରେ ସୋମବାର କିଛି ଯୁବକ ରତନୀଙ୍କ ଘରେ ପଶି ତାଙ୍କୁ କାଠ…

ବାଇକ୍‌ ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍: ବାପା, ଦୁଇ ଝିଅ ଓ ନାତି ମୃତ

ଭଞ୍ଜନଗର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଡାକ୍ତରଖାନାରେ ନାତିର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଛି।…

ମମିତା ମେହେର ହତ୍ୟା ମାମଲା; ଅଦାଲତରେ ହାଜର ହେଲେ ଗୋବିନ୍ଦ ଓ ରାଧେ

କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଦାଲତରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । କଡା ସୁରକ୍ଷା ବଳୟ ମଧ୍ୟରେ ପୁଲିସ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ…