Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସମ୍ପତ୍ତି ପାଇଁ ଭାଇକୁ ଟ୍ରକ୍ ଚଢାଇ ହତ୍ୟା କଲା ଭାଇ
ଯାଜପୁର : ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ । ଭାଇ ଉପରେ ଟ୍ରକ ଚଢାଇଦେଲା ଭାଇ । ଯାଜପୁର ଜେନାପୁର ଥାନା ବାଲିସାହି ଅଂଚଳରେ ଘଟିଛି ଏଭଳି ଏକ ଘଟଣା । ଜମି ବାଡ଼ି ବିବାଦକୁ ନେଇ ବାଲିସାହି ଗାଁର ରଥ ମଲ୍ଲିକଙ୍କ ପୁଅ ଅକ୍ଷୟ ମଲ୍ଲିକଙ୍କ ଉପରେ ଟ୍ରକ୍ ଚଢାଇ ହତ୍ୟା କରିଛି ପୁତୁରା ସୁଶାନ୍ତ!-->…
ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ
ବାରିପଦା : ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ବାକରତଳା ହାଇସ୍କୁଲ ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ ହୋଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଚିକିତ୍ସା ଲାଗି ସେମାନଙ୍କୁ ନିକଟସ୍ଥ ତାଟୋ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତ ଛାତ୍ରମାନେ ହେଲେ ସିଦ୍ଧାନ୍ତ ନାୟକ, କିଶୋର କୁମାର!-->…
ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଖଣ୍ଡା ଆକ୍ରମଣରେ ଦୁଇ ଗୁରୁତର
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନକୁ ନେଇ ସହରାଞ୍ଚଳରେ ରାଜନୈତିକ ମାହୋଲ ସରଗରମ ରହିଛି । ସୋମବାର ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ପ୍ରାୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ନୟାପଲ୍ଲୀ ପୋଲିସ ସୀମା ଅନ୍ତର୍ଗତ ଇସ୍କନ୍ ବସ୍ତି ଅଞ୍ଚଳରେ ଦୁଇ ଗୋଷ୍ଠୀ ଖଣ୍ଡା!-->…
ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଠାବ
ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ୍ । ସର୍ଚ୍ଚ ଅପରେସନ ବେଳେ ଠାବ କରି ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, କରିଗୁଡେମ ଗାଁ ନିକଟରେ!-->!-->!-->…
କ୍ୟାମେରାମ୍ୟାନ ମାନସ ମର୍ଡର ଘଟଣା: ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ନୟାଗଡ଼: ଭଦ୍ରକରୁ ଅପହରଣ, ଭୁବନେଶ୍ବରରେ ହତ୍ୟା ଆଉ ନୟାଗଡ଼ରୁ ମୃତଦେହ ଜବତ l କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରିର ଖୋଲି ପାରୁନି ଗୁମର l ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ବାଇଁ l ଏହି ହତ୍ୟା ଘଟଣାରେ ମାତ୍ର ୩ ଜଣଙ୍କୁ ଗିରଫ କରି ଚୁପ୍ ବସିଛି ପୋଲିସ l!-->…
ଗୋମାଂସ ବୋଝେଇ କଣ୍ଟେନର ଅପହରଣ ମାମଲା: ୩ ଗିରଫ, କାର୍ ଜବତ
ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟରୁ ଅପହରଣ ହୋଇଥିବା ଗୋମାଂସ ବୋଝେଇ କଣ୍ଟେନର ମାମଲାରେ ଆଜି ଇନ୍ଫୋଭ୍ୟାଲି ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଡୁମୁଡୁମାର ଚିନ୍ମୟ ସାମଲ ଓରଫ ରିଣ୍ଟୁ, ଜାଗମରା ତଳସାହିର ଲିଟୁନା ପାତ୍ର(୨୧) ଓ ତମାଣ୍ଡୋ ବିଜିପୁରର!-->…
ବାରଗୁଡିକ ମନଇଚ୍ଛା ରଖିପାରିବେ ନାହିଁ ବାଉନସର
ଭୁବନେଶ୍ୱର : ଦ୍ବୈତନଗରୀ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍ ଅଞ୍ଚଳରେ ଥିବା ମଦବାର୍ଗୁଡ଼ିକ ଏଣିକି ବାଉନସରଙ୍କୁ ମନଇଚ୍ଛା ରଖିପାରିବେ ନାହିଁ। ବାଉନ୍ସରମାନେ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ ହେବାର ଆଶଙ୍କା ଥିବାରୁ ଏପରି ନିଷ୍ପତି କରିଛି!-->…
ହାରିଗଲେ ନିର୍ବାଚନ, ବିଷ ପିଇ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର
ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରାଜିତ ହେବା ପରେ ଜୀବନ ହାରିଦେଲେ ପ୍ରାର୍ଥୀନୀଙ୍କ ସ୍ବାମୀ । ସେପଟେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇ ପଡ଼ିଛନ୍ତି । ଭଦ୍ରକ ଜିଲ୍ଲା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ନିର୍ବାଚନ ହାରିଲେ!-->…
NISER ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା !
ଖୋର୍ଦ୍ଧା : ଜଟଣୀ ନାଇଜରରେ (NISER) ଅଭାବନୀୟ ଘଟଣା । ନାଇଜର ହଷ୍ଟେଲ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରୀ ଜଣକ ହେଉଛନ୍ତି ଛତିଶଗଡର ପୂଜା ଜେଠଓ୍ବାନୀ ବୋଲି ସୂଚନା ମିଳିଛି ।ନାଇଜରରେ ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା
ସୂଚନା!-->!-->!-->…
ପୋଲିସ ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ
ଜଗତସିଂହପୁର: ପୋଲିସର ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ । ଜଗତସିଂହପୁର ଜିଲ୍ଲା ପଲି ପଞ୍ଚାୟତ ହାବେଲିରେ ନାବାଳିକାଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ବର୍ବରତା ଓ ନିର୍ଯୟାତନା ପାଇଁ ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁସାରେ, ଗତ ପଞ୍ଚାୟତ!-->!-->!-->…