Browsing Category

ଅପରାଧ

ମମିତା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ରାଧେ

ବଲାଙ୍ଗିର: ମମିତା ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଗିବିନ୍ଦ ସାହୁ ଓ ସହଯୋଗି ରାଧେଶ୍ୟାମ ଚଣ୍ଡି । କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଦୁଇ ଅଭିଯୁକ୍ତ ହାଜର କରାଯାଇଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ ପରେ ଆଜି ହେବ…

ମାଛ ମାର୍କେଟରେ ବେପାରୀଙ୍କ ମଧ୍ୟରେ ହଣାକଟା: ଦୁଇ ଗୁରୁତର

ଭୁବନେଶ୍ୱର: ମାଛ ମାର୍କେଟରେ ହଣାକଟା । ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ହଣାକଟା ହୋଇଥିବା ଜଣାପଡିଛି । ଏହି ହଣାକଟାରେ ୨ ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଆଜି ବୁଧବାର ଆମିଷ ବାର ଥିବାରୁ ମାଛ ମାର୍କେଟରେ ପ୍ରବଳ ଭିଡ ଜମିଥିଲା । ହଠାତ ମାଛ ବିକ୍ରିକୁ…

ନିଶା ମାଫିଆ ଅନୀଲ ପାଣ୍ଡିର ଆଉ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ସିଜ୍‌ କଲା ଏସ୍‌ଟିଏଫ୍‌

ଭୁବନେଶ୍ବର : କୁଖ୍ୟାତ ନିଶା ମାଫିଆ ଅନୀଲ ପାଣ୍ଡିର ସମ୍ପତ୍ତି ଜବତ ଘଟଣା । ଆଉ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲା ଏସ୍‌ଟିଏଫ୍‌ ।ଯେଉଁଥିରେ ରହିଛି ଗୋଟିଏ ମହିନ୍ଦ୍ରା ବୋଲେରୋ ପ୍ଲସ୍‌ ଏବଂ ମହିନ୍ଦ୍ରା ଏକ୍ସୟୁଭି । ସେହିପରି ପୂର୍ବରୁ ଅନୀଲର ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି…

ବନ୍ଧାହେଲେ କଳାହାଣ୍ଡିର କୋଟିପତି କଲେଜ ଅଧ୍ୟକ୍ଷ

କଳାହାଣ୍ଡି: କଳାହାଣ୍ଡି ବିଶ୍ୱନାଥପୁର ହୀରାନୀଳା କଲେଜର ଅଧ୍ୟକ୍ଷ ଗିରଫ । ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ସରାହୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଲି ତାଙ୍କୁ ଅଟକ ରଖାଯାଇଥିଲା । ୫ କୋଟିରୁ ଅଧିକ ସଂପତ୍ତି ଠାବ ହୋଇଛି । ତେବେ ଗତକାଲି…

ନକଲି ଡାକ୍ତର ରମେଶ ସ୍ୱାଇଁ କାନ୍ଦି କାନ୍ଦି ମହିଳାଙ୍କୁ ମାଗୁଥିଲା ଟଙ୍କା

ଭୁବନେଶ୍ୱର: ୧୯ ମହିଳାଙ୍କୁ ବିବାହ କରିଥିବା ଠକ ନକଲି ଡାକ୍ତର ରମେଶ ସ୍ୱାଇଁର କଳା କାରନାମାର ତାଲିକା ଦିନକୁ ଦିନ ଲମ୍ବି ଲମ୍ବି ଚାଲିଛି । କେବଳ ଯେ ମହିଳା ମାନଙ୍କୁ ମିଛ କହି ବିବାହ କରିବା ତାହା ନୁହେଁ କେତେବେଳେ କାହାକୁ ଚାକିରୀ କରାଇଦେବା ନା କହି ତ ଆଉ କେତେବେଳ ଚିକିତ୍ସା କରାଇବା…

୧୫କୋଟି ଠକେଇ ମାମଲାରେ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ତପନ ସାମନ୍ତ ଗିରଫ । ଗିରଫ ପରେ ତପନ ସାମନ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି ଓଡ଼ିଶା ପୋଲିସ । ଟ୍ରାଞ୍ଜିଟ ରିମାଣ୍ଡରେ ଆସିବେ ମାସ୍ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ । ୧୫କୋଟି ଠକେଇ ମାମଲାରେ ଟ୍ରାଞ୍ଜିଟ ରିମାଣ୍ଡରେ…

ଭାରସାମ୍ୟ ହରାଇ ଦମ୍ପତିଙ୍କ ଉପରେ ଚଢିଗଲା ମିନି ଟ୍ରକ୍, ସ୍ଵାମୀ-ସ୍ତ୍ରୀ ମୃତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ମିନି ଟ୍ରକ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତି ସ୍ଥାନୀୟ ଓଚିନ୍ଦା ତାଜପୁର ଗ୍ରାମର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ ବୋଲି…

ସେଲ୍ଫି ନେଲା ବେଳେ ଇବ୍‌ ନଦୀକୁ ଖସି ଯୁବକ ମୃତ

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକରେ ଥିବା କନାକୁଣ୍ଡ ପିକନିକ ସ୍ଥଳରେ ସେଲ୍ଫି ନେଲାବେଳେ ଗଲା ଜୀବନ । ପଥର ଉପରୁ ସେଲ୍ଫି ନେଲା ବେଳେ ଇବ ନଦୀକୁ ଖସି ପଡିଲେ ଯୁବକ । ଅଗ୍ନିଶମ ବାହିନୀ ୩ ଘଣ୍ଟା ଧରି ଖୋଜା ଖୋଜି କରିବା ପରେ ମିଳିଲା ଯୁବକଙ୍କ ମୃତଦେହ । ଯୁବକ ଜଣକ ରାଉରକେଲାରୁ ୩ ନିଜ…

ମାଲିକାଣିଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଡ୍ରାଇଭର

ଭୁବନେଶ୍ୱର: ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ମାଲିକାଣୀଙ୍କ ସରଳତାର ସୁଯୋଗ ନେଇ ଆକାଉଣ୍ଟରୁ ଚଳୁ କଲା ପ୍ରାୟ ୧୦ ଲକ୍ଷ ଟଙ୍କା । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଧୀନରେ । ଏ ନେଇ ସାଇବାର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ମହାନାକୁ ଗିରଫ କରିବା…

ନିଶା ମାଫିଆର ୨କୋଟିର ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ବର : କୁଖ୍ୟାତ ନିଶା ମାଫିଆ ଅନୀଲ କୁମାର ପାଣ୍ଡିର ୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ କୋଲକାତା ସ୍ଥିତ ଏନଡିପିଏସଙ୍କୁ ପତ୍ର ଲେଖିଛନ୍ତି କ୍ରାଇମବ୍ରାଞ୍ଚ୍ ଏସଟିଏଫ । ତାହାର ଏହି ୨ କୋଟିର ସମ୍ପତ୍ତି ଭିତରେ ରହିଛି ୩ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ…