Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଓଡିଶାରୁ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ତେଲେଙ୍ଗାନା ପୋଲିସ
ଭୁବନେଶ୍ୱର: ଓଡିଶାରେ ତେଲେଙ୍ଗାନା ପୋଲିସ । କ୍ରାଇମ୍ବ୍ରାଞ୍ଚ ଦ୍ୱାରା ଧରାପଡିଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ତେଲେଙ୍ଗାନା ପୋଲିସ । ରିମାଣ୍ଡରେ ନେବା ପାଇଁ କୋର୍ଟରେ ମଧ୍ୟ ଆବେଦନ କରିଛି ତେଲେଙ୍ଗାନା ପୋଲିସ ।
ଖବର ଅନୁଯାୟୀ, ସାଇବର କ୍ରାଇମ୍ ଅଭିଯୋଗରେ ୪ଜଣ!-->!-->!-->…
VSSUTରେ ପୁଣି ରାଗିଂ
ଭୁବନେଶ୍ୱର: କିଛିଦିନର ନିରବତା ପରେ ପୁଣି ଥରେ ଅଶାନ୍ତ ହୋଇ ପଡ଼ିଛି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) । ବିଶ୍ୱବିଦ୍ୟାଳୟର ଜୁନିୟର ଛାତ୍ରମାନେ ସିନିୟରଙ୍କ ରାଗିଂର ଶିକାର ହୋଇଥିବା ଜଣାପଡ଼ିଛି । ସିନିୟରମାନେ ଜୁନିୟରଙ୍କୁ ନିସ୍ତୁକ ମାଡ଼ ମାରିବା ସହ!-->…
ବାଘ ଛାଲ ଜବତ, ୩ ଗିରଫ
ବାଘ ଛାଲ ଡିଲ୍ ବେଳେ ମାଡି ବସିଲା ସ୍ପେଶାଲ୍ ସ୍କ୍ଵାର୍ଡ । ୩ ଶିକାରୀ ଗିରଫ । ଅଭିଯୁକ୍ତଙ୍କଠାରୁ ବାଘ ଛାଲ ସହ ଭୁଜାଲି ଓ ମୋବାଇଲ ଫୋନ ଜବତ କରିଛି ଦେଓଗଡ଼ ଜିଲ୍ଲା ସ୍ପେଶାଲ ସ୍କ୍ଵାର୍ଡ ପୋଲିସ । ଦେଓଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଳାମାଲ ଜଙ୍ଗଲ ନିକଟରୁ ୩ ତସ୍କରଙ୍କୁ ଗିରଫ!-->…
କଳାହାଣ୍ଡିର କଲେଜ ଅଧ୍ୟକ୍ଷଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି। ଭବାନୀପାଟଣାର ଭିଜିଲାନ୍ସର ସ୍ପେଶାଲ୍ ଜଜଙ୍କ ଦ୍ବାରା ଜାରି ଆଦେଶ ବଳରେ!-->…
ମହିିଳାଙ୍କ ଠାରୁ ୪ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା । ଆଜି ସହିଦନଗର ଅଞ୍ଚଳରୁ ଜଣେ ମହିଳାଙ୍କଠାରୁ ୪ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଦୁଇଜଣ ବାଇକରେ ଆସି ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଛନ୍ତି । ଏନେଇ ଲୁଟର ଶିକାର ହୋଇଥିବା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ!-->…
ପୌର ନିର୍ବାଚନ ନେଇ ପାେଲିସର ଧରପଗଡ଼: ମଦୁଆଙ୍କ ଠାରୁ ଜରିମାନା ଆଦାୟ
ଭୁବନେଶ୍ୱର: ପୌର ନିର୍ବାଚନକୁ ନଜରରେ ରଖି ପୋଲିସର ଧରପଗଡ଼ । ରାସ୍ତା ଉପରେ ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ଲୋକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି କମିଶନରେଟ୍ ପୋଲିସ । ଭୁବନେଶ୍ୱରର ଖୋଲା ସ୍ଥାନରେ ମଦ୍ୟପାନ ଓ ବିଭିନ୍ନ ଖଟିରେ ଚଢ଼ାଉ କରି ପ୍ରାୟ ୨୦୦ ମଦୁଆଙ୍କ ଠାରୁ ୫୦୦!-->…
ଅଶ୍ଳୀଳ ଭିଡିଓ ଚାଟ୍ରୁ ଦୂରେଇ ରୁହନ୍ତୁ : ଓଡ଼ିଶା ପୋଲିସ
ଭୁବନେଶ୍ୱର: ଆପଣମାନେ ଅଶ୍ଳୀଳ ଭିଡିଓ ଚାଟ୍ରୁ ଦୂରେଇ ରୁହନ୍ତୁ । ଫେକ୍ ଆକାଉଣ୍ଟ ଜରିଆରେ ଅଶ୍ଳୀଳ ଭିଡ଼ିଓ ଚାଟ୍ କରି ବ୍ଲାକମେଲିଂ ଜରିଆରେ ଆପଣଙ୍କଠୁ ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀ ଅନେକ ଟଙ୍କା ଲୁଟିନେଇ ପାରନ୍ତି ।
ସାଇବର ଠକଙ୍କ ଏ ନୂତନ କୌଶଳ ପ୍ରତି ସାବଧାନ ରୁହନ୍ତୁ ।!-->!-->!-->…
ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ନିର୍ମାଣାଧୀନ ବ୍ରିଜ
ବାଉଁଶୁଣି: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର କାମ ଦ୍ରୁତ ଗତିରେ ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ପୁରୁଣାପାଣିଠାରୁ ଲୁଣିବାହାଲ ପର୍ଯ୍ୟନ୍ତ ରେଳ ଲାଇନ କାମ ଜୋରସୋରରେ ଆଗେଇ ଚାଲିଛି। ତେବେ ବୌଦ୍ଧ ବ୍ଲକ ଖଲିଆପାଲି ପଞ୍ଚାୟତର ପୁରୁମୁଣ୍ଡା!-->…
କଟକରୁ ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ : ୨୨ ସୁନା ଚେନ ଜବତ
କଟକ: ଚୌଦ୍ୱାର ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୨୨ଟି ସୁନା ଚେନକୁ ଜବତ କରାଯାଇଛି। ଏମାନେ ବ୍ୟବହାର କରୁଥିବା ଦୁଇଟି ପଲସର ବାଇକକୁ ଜବତ କରାଯାଇଛି। ଏହି ଲୁଟେରାମାନେ କଟକ ଓ ଭୁବନେଶ୍ୱର ଅଞ୍ଚଳରୁ ଲୁଟ କରୁଥିବା ଅଳଙ୍କାରକୁ ତରଲାଇ ବିକ୍ରି!-->…
ସୋର ଉପ କାରାଗାରରେ ବିଷ ପିଇଲେ ବିଚରାଧୀନ କଏଦୀ
ସୋର : ପୁଣି ବିବାଦରେ ସୋର ଉପ କାରାଗାର । କିଛି ମାସ ତଳେ ଜେଲ ଭିତରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ବେଳେ ପୁଣି ଆଜି ଆଉ ଜଣେ ବିଚାରାଧୀନ କଏଦି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି ।
ତେବେ କଏଦୀ ଜଣକ କାହିଁକି ଓ କଣ ଖାଇଥିବା ସ୍ପଷ୍ଟ ଭାବେ ଜଣାପଡିନଥିବା ବେଳେ!-->!-->!-->…