Browsing Category

ଅପରାଧ

ବୁଥ ଜବରଦଖଲ ସହ ବିଡିଓଙ୍କୁ ଆକ୍ରମଣ

ଯାଜପୁର: ପୁଣି ଯାଜପୁରରେ ବୁଥ କ୍ୟାପଚରିଂ ବେଳେ ଉତ୍ତେଜନା। ଘଟଣା ସ୍ଥଳରେ ବିଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ ଯାଜପୁର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ ଭୋଟଗ୍ରହଣ ଚାଲିଥିବା ବେଳେ ୮,୯,୧୦ ଓ ୧୧ ନମ୍ବର ବୁଥରେ…

ବାଲାଟ୍ ପେପର ଓ ଭୋଟ ବାକ୍ସ ଲୁଟ୍ ଘଟଣାରେ ୫ ଗିରଫ

ଜଗତସିଂହପୁର, ୧୯ ।୨  ଜଗତସିଂହପୁର ଜିଲା ସଦର ବ୍ଲକ ପଟସରା ପଞ୍ଚାୟତ ୧ ଓ ୨ ନମ୍ବର ବୁଥରୁ ଶୁକ୍ରବାର ମତଦାନ ଚାଲିଥିବା ସମୟରେ  ଜୋର ଜବରଦସ୍ତ ବୁଥ ଭିତରେ ପଶି ବାଲାଟ ପେପର ଓ ବାକ୍ସ ଲୁଟି ନେଇଥିଲେ। ଏହି ଘଟଣାରେ ଜଗତସିଂହପୁର ପୋଲିସ ୫ ଜଣଙ୍କୁ  ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ…

ବ୍ରାଉନସୁଗର ବେପାରୀ ମିକିକୁ ଜାମିନ

କଟକ: ବହୁଚର୍ଚ୍ଚିତ ବ୍ରାଉନସୁଗର ବେପାରୀ ମିକିକୁ ଓଡିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରାଉନସୁଗାର ବେପାରୀ ମନୋରଞ୍ଜନ ସାହୁ ଓରଫ ମିକିର ଜାମିନ ଆବେଦନ ଉପରେ ଶୁଣାଣି କରି ସର୍ତ୍ତ ମୂଳକ ଜାମିନ ମଂଜୁର କରିଛନ୍ତି। ନିମ୍ନ…

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ । ଧର୍ମଶାଳା ଥାନା ପୋଲିସ ୩ ଜଣ, ଯାଜପୁର ସଦର ଥାନା ପୋଲିସ ୩ ଜଣ ଓ ମଙ୍ଗଳପୁର ଥାନା ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି । ଜିଲ୍ଲା ପୋଲିସର ସ୍ପେଶାଲ ଟିମ ଚଢ଼ାଉ କରି ଏହି ୯ ଅଭିଯୁକ୍ତକୁ ଗିରଫ କରିଛି ।…

କାର୍ଲଭର୍ଟ ତଳୁ ମୃତ ଦେହ ଉଦ୍ଧାର…

ମାଲକାନଗିରି : ମାଲକାନଗିରି କିଲ୍ଲା ଗଙ୍ଗଲା ପଞ୍ଚାୟତ ଅନ୍ତର୍ଗତ କତାମେଟା ଠାରୁ ଗଙ୍ଗଲା ଯିବା ନିକଟ ଜଙ୍ଗଲ ରେ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣକ ହେଲେ ମାଥିଲି ବ୍ଲକ ଅନ୍ତର୍ଗତ ଚାଉଳମେନଦୀ ପଞ୍ଚାୟତ ମଲଳିଗୁଡା ଗ୍ରାମର ଗଣପତି ଚାଣ୍ଡାଲ ବୋଲି ସୂଚନା ମିଳିଛି । ଏକ…

ରାଜନୈତିକ ହିଂସା : କୋଡିରେ ଆକ୍ରମଣ, ସରପଂଚ ଗୁରୁତର, ଆକ୍ରମଣକାରୀ ଗିରଫ…

ହିଞ୍ଜିଳିକାଟୁ:୧୯ା୨ : ପୂର୍ବ ଶତୃତାକୁ କେନ୍ଦ୍ର କରି ଶୁକ୍ରବାର ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମରେ ଏକ ଅଘଟଣ ଘଟିଛି । କୋଡିରେ ଆକ୍ରମଣ କରିବରୁ ହିଞ୍ଜିଳିକାଟୁ ବ୍ଳକ ଦୟାପଲ୍ଲୀ ପଂଚାୟତର ପ୍ରାକ୍ତନ ସରଂପଚ ବି. ଆପେୟା (୭୨)ଗୁରୁତର ଆହତ ହୋଇଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ନଂ-…

ମାଓବାଦୀ ଜାଳିଦେଲେ୧୦ରୁ ଅଧିକ ଗାଡି

ମାଲକାନଗିରି: ମାଓବାଦୀଙ୍କ ଲଙ୍କାକାଣ୍ଡ ।  ଜଣେ କ୍ୟାଡର ମାଓବାଦୀ ସାଥୀ ମାଓବାଦୀ ଙ୍କୁ ଅପରେସନ ଅଞ୍ଜାମ ଦେବାକୁ ନିର୍ଦ୍ଧେଶ ଦେଉଥିବାର ଭିଜୁଆଲ ଭାଇରାଲ୍ ହେଉଛି। ଶୀଘ୍ର ଅପରେସନ ସାରିବାକୁ ଅନ୍ୟ ମାଓବାଦୀଙ୍କୁ ପୁରା ପ୍ଲାନ ଦେଉଛି କ୍ୟାଡର ମାଓବାଦୀ। ଯାହାର ଭିଡିଓ ନିଜେ ମାଓବାଦୀ ହିଁ …

ନକଲି ଡାକ୍ତରକୁ ରିମାଣ୍ଡ ପାଇଁ ଆବେଦନ କଲା ପୁଲିସ

ଭୁବନେଶ୍ବର: ବହୁୁଚର୍ଚ୍ଚିତ ରାଜଧାନୀ ଭୁବନେଶ୍ବରରେ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଗିରଫ ଘଟଣାରେ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଅଧିକ ତଦନ୍ତ କରୁଛି। ଟିମ୍‌ରେ ମହିଳା ଥାନା, ସାଇବର ସେଲ, ଆଣ୍ଟି ଫ୍ରର୍ଡ ସେଲକୁ ନେଇ ଏହି ଟିମ୍‌ ଗଠିତ ହୋଇଛି। ଠକ ଡାକ୍ତର ରମେଶ ସ୍ବାଇଁ…

କୁଆଖାଇ ନଦୀରେ ଭାସୁଛି ଯୁବକଙ୍କ ମୃତଦେହ

ଭୁବନେଶ୍ଵର : ଭୁବନେଶ୍ଵର କୁଆଖାଇ ନଦୀରେ ଭାସୁଛି ଯୁବକଙ୍କ ମୃତଦେହ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ତେବେ ଯୁବକ ଜଣଙ୍କ କିଏ ? ତାଙ୍ପକର ରିଚୟ ମିଳି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ନନ୍ଦନକାନନ ଥାନା ପୋଲିସର ତଦନ୍ତ ଜାରି ରହିଛି । …

ଭିଜିଲାନ୍ସ ଜାଲରେ ସୁନାବେଡ଼ା NAC ଆସିଷ୍ଟାଣ୍ଟ ଇଞ୍ଜିନିୟର

କଟକ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସୁନାବେଡ଼ା NAC ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ର । ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ୬ଟି ସ୍ଥାନରେ ରେଡ୍‌ ଚାଲଇଛି । ଭୁବନେଶ୍ୱର ପୋଖରୀପୁଟ କୋନିକା…