Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବିଚାର ବିଭାଗୀୟ ହାଜତକୁ ଗଲେ ସୁନ୍ଦରଗଡ଼ ଏଡିଏମ୍
ଭୁବନେଶ୍ୱର : ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଜେଲ୍ କଲେ। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଭିଜିଲାନ୍ସ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ହେଲେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ!-->…
ବନ୍ଧାହେଲେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର
ରାଉରକେଲା: ବନ୍ଧାହେଲେ ବିଶ୍ୱଜିତ ମହାପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର ଗିରଫ । ବିଶ୍ୱଜିତ ମହାପାତ୍ରଙ୍କୁ ଆଜି ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଦୁଇ ଦିନ ଧରି ୭ଟି ସ୍ଥାନରେ ଚାଲିଥିଲା ରେଡ୍ । ମାରାଥନ୍ ରେଡ୍ ବେଳେ!-->…
ମାଓବାଦୀଙ୍କ ନାଁରେ ଗାଡ଼ି ପୋଡ଼ିବା ସହ ପୋଷ୍ଟର ଲଗାଇବା ଅଭିଯୋଗରେ ୫ ଗିରଫ
କଲ୍ୟାଣସିଂହପୁର: ମାଓବାଦୀଙ୍କ ନାଁରେ ଗାଡ଼ି ପୋଡ଼ିବା ସହ ପୋଷ୍ଟର ଲଗାଇବା ଅଭିଯୋଗରେ ଆଜି ପୁଲିସ ୫ ଜଣଙ୍କୁ ଗିରଫ କରିଥିବାର ଖବର ମିଳିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ାଠାରେ ଥିବା ରାସ୍ତା ନିର୍ମାଣ!-->…
ରାଜଧାନୀରେ ମୋବାଇଲ ଚୋରୀ କରୁଥିବା ୩ ଲୁଟେରା ଗିରଫ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ମାତିଛନ୍ତି ମୋବାଇଲ ଲୁଟେରା । ଗଳି କନ୍ଦିରେ ଲୋକଙ୍କ ଠାରୁ ଛଡାଇ ନେଉଛନ୍ତି ମୋବାଇଲ ଫୋନ୍ ଯାହାକୁ ନେଇ ରାଜଧାନୀ ବାସୀ ଚିନ୍ତାରେ ରହିଥିବା ବେଳେ ବର୍ତ୍ତମାନ କମିଶନରେଟ୍ ପୋଲିସ୍ ହାତରେ ଧରା ପଡିଛନ୍ତି ମୋବାଇଲ ଚୋରୀ କରୁଥିବା ୩ ଲୁଟେରା ।
!-->!-->!-->…
ରାୟଗଡ଼ା ଜଙ୍ଗଲ ଭିତରେ ଗଞ୍ଜେଇ ମାଫିଆଙ୍କ ରାଜ : ଏସଡିପିଓ ଓ ଆଇଆଇସିଙ୍କୁ ଗଞ୍ଜେଇ ଵୋଝେଇ ଗାଡି ଚଢାଇ ହତ୍ୟା କରିବାକୁ…
ରାୟଗଡ଼ : ରାୟଗଡା ଜିଲ୍ଲା ଅନ୍ତର୍ଗତ ମାଓ ଉପାନ୍ତ ଚନ୍ଦ୍ରପୁର ଥାନା ଅଧିନସ୍ଥ ଵିଜାପୁରୁ ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ରାଜ ଦେଖି ସହ୍ୟ କରିପାରି ନଥିଲେ ଏସ୍ ଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ। କୈ।ଣସି ଏକ ସରକାରୀ କାର୍ଯ୍ୟରେ ଚନ୍ଦ୍ରପୁରୁ ଆଇ ଆଇ ସି ମୁକୁନ୍ଦ ନାୟକ ଏବଂ ପୋଲିସ!-->…
୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ : ମାମଲାରେ ୬୦ ବର୍ଷିୟ ବୃଦ୍ଧ ଗିରଫ…
କୋରାପୁଟ : ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ! ୬୦ବର୍ଷିୟ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଫେରାର ହୋଇଥିବା ଅଭିଯୁକ୍ତ ଭାଲୁ ମାଡତାକୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ,!-->!-->!-->!-->!-->…
ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ : ଜଣେ CRPF ଯବାନ ସହିଦ
ମାଲକାନଗିରି : ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ନକ୍ସଲଙ୍କ ଗୁଳିରେ ଜଣେ ସିଆରପିଏଫ ଜବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ । ସହିଦ ଜବାନ ହେଉଛନ୍ତି ସିଆରପିଏଫ ୧୬୮ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ!-->…
ଦ୍ୱିତୀୟ ଦିନରେ ADMଙ୍କୁ ଧରି ସୁନ୍ଦରଗଡ ଆଣିଲା ଭିଜିଲାନ୍ସ ଟିମ୍
ଭୁବନେଶ୍ୱର: ସରୁନି ଆକଳନ । ଦୁଇ ଦିନ ହେଲା ଚାଲିଛି ସରକାରୀ ବାବୁଙ୍କ ସମ୍ପତ୍ତିର ଗଣନା । ଗତକାଲି ସୁନ୍ଦରଗଡ ବିଶ୍ବଜିତ ମହାପାତ୍ରଙ୍କ ସୁନ୍ଦରଗଡ, ଭୁବନେଶ୍ବର ଏବଂ ଜଗତସିଂହପୁରର ମୋଟ୍ ୭ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।
ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା, ନଗଦ ଟଙ୍କା!-->!-->!-->…
ବହୁ ଚର୍ଚ୍ଚିତ ମନିଷ ମୃତ୍ୟୁ ମାମଲା : ଚାର୍ଜସିଟ ଦାଖଲ କଲା ଇନଫୋସିଟି ଥାନା ପୋଲିସ
ଭୁବନେଶ୍ବର: ରାଜଧାନୀରେ ମନିଷ ମୃତ୍ୟୁ ଘଟଣାରେ ଚାର୍ଜସିଟ୍ ଦାଖଲ ହୋଇଛି । ଏଥିରେ ମନିଷଙ୍କ ୩ ବନ୍ଧୁ, ଦିନେସ, ମୃତ୍ୟୁଂଜୟ, ଅମରିତଙ୍କୁ ହତ୍ୟାକାରୀ ବୋଲି ଦର୍ଶା ଯାଇଛି । ୪୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଇନଫୋସିଟି ଥାନା ପୁଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ, ଡାଏଟମ୍ ରିପୋର୍ଟ,!-->…
ଗଞ୍ଜେଇ ବେପାରୀ ଘରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ
କଟକ: ଗଞ୍ଜେଇ ବେପାରୀ ଘରୁ ନଗଦ ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । କଟକ ବୟାଳିଶ ମୌଜାରେ ବାଦାମବାଡ଼ି ପୋଲିସ୍ ଚଢ଼ାଉ କରି ଏହି ମୋଟା ଅଙ୍କର ଟଙ୍କା ଜବତ କରିଛି । ଘର ଭିତରୁ ବିପୁଳ ପରିମାଣର ଗଞ୍ଜେଇ ସହିତ ନଗଦ ଟଙ୍କା ଜବତ ହୋଇଛି । ଏହି ମାମଲାରେ ଜଣଙ୍କୁ ଗିରଫ କରିଛି ପୋଲିସ୍ ଏବଂ!-->…