Browsing Category

ଅପରାଧ

ବାଲେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଗଣ୍ଡଗୋଳ, ୧୪୪ ଜାରି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଗଣ୍ଡଗୋଳ। ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ବାଲେଶ୍ୱର ଟାଉନ୍‌ରେ । ଏହି ଗଣ୍ଡଗୋଳ ଯୋଗୁଁ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ ହୋଇଛି।

ସୀମାନ୍ତ ରେ ମାଓବାଦୀଙ୍କ ସ୍ନାଇଫର ଜ୍ୟାକେଟ ଓ ବିପୁଳ ମାଓ ସାମଗ୍ରୀ ଜବତ କଲେ ଯବାନ…

ମାଲକାନଗିରି, ୧୫।୬ ମାଓବାଦୀ ବ୍ଯବହାର କରୁ ଥିଲେ ହାଇଟେକ୍ ସ୍ନାଇଫର ଜ୍ଯାକେଟ। ସ୍ନାଇଫର ଜ୍ଯାକେଟ ପିନ୍ଧି ପୁଲିସ କୁ ଚକମା ଦେଉ ଥିଲେ ଲାଲବାହିନୀ। ତେବେ ମାଓବାଦୀଙ୍କ ସ୍ନାଇଫର ଜ୍ଯାକେଟ ଏବେ ପୁଲିସ ହାତରେ। କୁମ୍ବିଂ ବେଳେ ଯବାନ ଙ୍କୁ ମିଳିଛି ଏହି ବଡ ସଫଳତା। ସୂଚନା ଅନୁଯାୟୀ

ପତ୍ନୀକୁ ହତ୍ୟା କରି ପୋତିଦେଲା ସ୍ୱାମୀ: ୪ ଦିନ ପରେ ଶବ ବାହାର କଲା ପୁଲିସ

ରାଉରକେଲା: ପାରିବାରିକ କଳହକୁ କେନ୍ଦ୍ର କରି ନୃଶଂସ କାଣ୍ଡ ଭିଆଇଛନ୍ତି ସ୍ୱାମୀ। ପତ୍ନୀ ତଣ୍ଟି ଚିପି ହତ୍ୟା କରିବା ପରେ ପଡ଼ୋଶୀଙ୍କ ସହାୟତାରେ ପୋତି ଦେଇଥିଲେ। ମୃତ ମହିଳା ଭାଇଙ୍କ ଲିଖିତ ଏତଲା ପରେ ଘଟଣା ସାମ୍ନାକୁ ଆସିଛି। ଚାରି ଦିନ ପରେ ପୁଲିସ ଶବ ଖୋଳି ବାହାର କରିଛି। ହତ୍ୟାକାରୀ

ଗ୍ରାମବାସୀଙ୍କୁ ଭୁଆ ବୁଲାଇ ଗ୍ୟାସ ସିଲିଣ୍ଡର ଲୁଟିନେଲେ ବିତରକ…

ମାଲକାନଗିରି : କେନ୍ଦ୍ରସରକାରଙ୍କ ବହୁବିଧ ଯୋଜନା ମଧ୍ୟରୁ ଉଜାଲା ଗ୍ୟାସ ପ୍ରତି ଘରକୁ ଯୋଗାଇବା ଏକ ଚ୍ୟାଲେଞ୍ଜ ହୋଇପଡ଼ିଥିଲା l ଦୀର୍ଘ ଦିନ ହେବ ଗ୍ରାମଞ୍ଚଳର ମହିଳାମାନେ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହୀତ କରିବା ସହ ନିଜନିଜର ରୋଷଇକାମ ସମ୍ପାଦନ କରୁଥିଲେ ଯାହାଦ୍ୱାରା ଦିନକୁ ଦିନ

ଲୁଟ ପରେ ଯୁବତୀଙ୍କ ସହ ରାତି କାଟୁଥିଲେ ‘ଆୟୁଷ୍ମାନ’ ଗ୍ୟାଙ୍ଗ

ଭୁବନେଶ୍ବର : ହାଇୱେରେ ଲୁଟ କରି ଆତଙ୍କରାଜ କରୁଥିବା ଆୟୁଷ୍ମାନ ଗ୍ୟାଙ୍ଗର ଖେଳ ଖତମ। କମିଶନରେଟ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି ଆୟୁଷ୍ମାନ ଗ୍ୟାଙ୍ଗର ୫ କୁଖ୍ୟାତ ଲୁଟେରା। ସେମାନଙ୍କ ନିକଟରୁ ୪୦ ଟି ଚେନ, ୨ ଲକ୍ଷ ନଗଦ ଟଙ୍କା, ୪ଟି ଦାମୀ ବାଇକ ଓ ୫ଟି ମୋବାଇଲ ଜବତ କରାଯାଇଛି।ଏହି ୫ ଜଣ

ପ୍ରେମିକାକୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲେ ପ୍ରେମିକ

ରାୟଗଡା : କୁହନ୍ତି ପ୍ରେମ ଅନ୍ଧ । କିନ୍ତୁ ଏହି ପ୍ରେମ ବେଳେବେଳେ ଏମିତି ରୂପ ନେଇଥାଏ ଯାହା ବିଷୟରେ ଆମେ ବର୍ଣ୍ଣନା କରିପାରିବୁନୁ । କେତେ ଭୟଙ୍କର ହୋଇଥାଏ ଏହି ପ୍ରେମର କରୁଣ ପରିଣତି । ନିକଟରେ ଏହି ପ୍ରେମକୁ ନେଇ ଏଭଳି ଏକ ଘଟଣା ଘଟିଛି ଯାହା ବିଷୟରେ ଆପଣ ଜାଣିଲେ ହତ୍‌ବାକ୍‌ ହୋଇ

ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟ୍‌, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କୋରାପୁଟ: ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟ୍‌କୁ ରୋକ୍ ଲଗାଇବାରେ ସଫଳ ହେଲା ଓଡ଼ିଶା କ୍ରାଇମ ବ୍ରାଞ୍ଚ ଟିମ। ଜାଲ ସାର୍ଟିଫିକଟ ଦେଇ ଚାକିରି କରିବା ଅଭିଯୋଗେର ଗିରଫ ହେଲେ ଆଉ ଜଣେ ବ୍ୟକ୍ତି। କୋରାପୁଟ ଗ୍ରାମୀଣ ଡାକ ସେବକ ଚାକିରି କରୁଥିବା ଛନ୍ଦା ଚରଣ ସାହୁଙ୍କୁ ଗିରଫ କଲା କ୍ରାଇମ

ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ…

ମାଲକାନଗିରି : ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲାର ଧନୋରା ଥାନା ଅଞ୍ଚଳରେ ବିବାହ ଉତ୍ସବରୁ ଫେରୁଥିବା ଜଣେ ଯୁବକଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି l ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା l ମିଳିଥିବା ସୂଚନା ଅନୁଯାଇ ତିମଡି ସ୍କୁଲପାରା