Browsing Category

ଅପରାଧ

ବିଜେଡି ବିଧାୟକଙ୍କ ରାଲିରେ ମାଡ଼ିଗଲା ଟ୍ରକ୍‌, ୩ ଗୁରୁତର

ବଡମ୍ବା: ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍‌ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ବଡମ୍ବା ଟାଉନ ନିକଟରେ ମଙ୍ଗଳବାର ବିଜେଡି ବିଧାୟକ ଦେବୀ

କାରରୁ ଜବତ ହେଲା ୩୮୮ ଲିଟର ମଦ ସହ ୩୦ ହଜାର ନଗଦ ଟଙ୍କା, ୨ ଗିରଫ

କଳାହାଣ୍ଡି: ଅବାଧ ନିରପେକ୍ଷ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର ଚେଷ୍ଟା ଜାରି ରହିଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ନାକା ଲଗାଇ ଗାଡିମୋଟର ଯାଞ୍ଚ କରାଯାଉଛି। ଏହି ପରିପେକ୍ଷୀରେ ରବିବାର ଫ୍ଲାଇଙ୍ଗ ସ୍ପାଡ୍ ପକ୍ଷରୁ ଭବାନୀପାଟଣା ହିଲ ଟାଉନ ପାଖରେ

ଚେକ୍ କ୍ଲୋନିଂ କରି ୯ କୋଟି ୬୦ ଲକ୍ଷ ଟଙ୍କା ଠକେଇ, ଜଣେ ଗିରଫ

ଭୁବନେଶ୍ୱର : ୯ କୋଟି ୬୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଗିରଫ । ମଧ୍ୟପ୍ରଦେଶର ପୋମେଶ ତମ୍ଭାରେକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା । ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାନଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଛି EOW । ଆଜି ତାଙ୍କୁ ବାଲେଶ୍ଵର OPID

ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର

ଢେଙ୍କାନାଳ: ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର। କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର ସୁବାସ ଖୁଣ୍ଟିଆକୁ ଏନ୍‌କାଉଣ୍ଟର କରିଛି ମାକ୍ଷାନଗର ପୁଲିସ । ସୁବାସର ଗୋଡ଼ରେ ବାଜିଛି ଗୁଳି। ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ,

ଭଡ଼ାଟିଆଙ୍କ ପ୍ରେମକୁ ବିରୋଧ କରିବାରୁ ଘର ମାଲିକଙ୍କୁ ହତ୍ୟା

ମୟୂରଭଞ୍ଜ : ଭଡ଼ାଟିଆଙ୍କ ପ୍ରେମକୁ ବିରୋଧ କରିବାରୁ ଘର ମାଲିକଙ୍କୁ ହତ୍ଯା । ସାଙ୍ଗ ସହ ମିଶି ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କୁଟୁରିଆ ଗାଁରେ ବର୍ବର ହତ୍ୟାକାଣ୍ଡ ଘଟିଛି । କୁଟୁରିଆ ଗାଁର ଶ୍ରୀରାମ ସିଂ ଘରେ ଅଶୋକ ସେଠୀ ଓ ଅନ୍ୟ ଜଣେ ଯୁବତୀ

ଭୁବନେଶ୍ୱରରେ ବ୍ଲକିଂ ଚେକିଂ ବେଳେ ଜବତ ହେଲା ୩ ଲକ୍ଷ ୬୦ ହଜାର ଟଙ୍କା

ଭୁବନେଶ୍ୱର : ଭୁବନେଶ୍ୱରରେ ବ୍ଲକିଂ ଚେକିଂ ବେଳେ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ । ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ରାତି ପ୍ରାୟ ୨ଟା ବେଳେ କାରର ଡିକିରୁ ଟଙ୍କା ମିଳିଛି । ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ କାର ଚାଳକ। ଏପଟେ ମଦ ପିଇ ଗାଡ଼ି ଚାଳନା ବେଳେ ୬୦ଟି ଗାଡ଼ି ଓ

ସ୍ୱାଭିମାନ ଅଂଚଳ ଘଞ୍ଚ ଜଙ୍ଗଲ ମଧ୍ୟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ୭୮୦ କିଲୋ ଗଞ୍ଜେଇ ଜବତ…

ମାଲକାନଗିରି :ଗତକାଲି ତା ୨୭/୦୪ରିଖ ଶନିବାର ଦିନ ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଶ୍ରୀ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ

ଫିରିଙ୍ଗିଆ ପୋଲିସ ଦ୍ୱାରା ଦଶ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରୁ କିଛିଦିନ ହେଲା ରୀତିମତ ଭାବରେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ଏହି ଗଞ୍ଜେଇ କାରବାର ବଢ଼ିବଢ଼ି ଚାଲିଛି I ସେପଟେ ଏହି ଗଞ୍ଜେଇ କାରବାର ଉପରେ ପୋଲିସ ର କଡା ସୁରକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ୍ୟ ପୋଲିସ କୁ ଚକମା ଦେଇ

ଅବକାରୀ ଚଢାଉ:ବୁଡେନପଙ୍ଗାରେ ୨୨୦ କିଗ୍ରା ଗଞ୍ଜେଇ ଜବତ ସହ ଜଣେ ମହିଳା ଗିରଫ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଅବକାରୀ ବିଭାଗକୁ ମିଳିଛି ସଫଳତା ।କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ପରିଚାଳନାରେ ଏହି ଚଢାଉ, ବିଶେଷ ସୂତ୍ରରୁ ଖବର ପାଇ କଟ୍ରିଙ୍ଗିଆ ପଞ୍ଚାୟତ ଗୋଛାପଡା ଥାନା ଅନ୍ତର୍ଗତ ବୁଡେନପଙ୍ଗା ଗାଁରେ ଜଣେ