Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
୧୪ ଦିନ ପରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ଦୁର୍ଗନ୍ଧ ହେବାରୁ ସ୍ୱାମୀଙ୍କୁ ଜଣାଇଲେ ପଡୋଶୀ
ଭଦ୍ରକ : ୧୪ ଦିନ ପରେ ବନ୍ଦ ଘରୁ ମିଳିଲା ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ । ଭଦ୍ରକ ଟାଉନ ଥାନା ଅପର୍ତ୍ତୀବିନ୍ଧା ନିଉ କଲୋନୀରୁ ଉଦ୍ଧାର ହୋଇଛି ଗଲିତ ମୃତଦେହ । ମୃତକ ତିହିଡ଼ି ଥାନା ଗୋଳାପୋଖରୀ ଅଞ୍ଚଳର ମଧୁମିତା ନାୟକ । ଗତ ୫ ମାସ ହେଲା ମଧୁମିତା ଘର ଭଡ଼ା ନେଇ!-->…
ଦୋଳ ମେଳଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଅନେକ ସ୍ଥାନରେ ଦୋଳ ମେଳନ ଜମୁଛି । ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାଲିଅନ୍ତା ଥାନା ବାଳକାଟିରେ ଦୋଳ ମେଳଣ ଚାଲିଥିବାବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି ।
ଠାକୁରଙ୍କ ପ୍ରୋସେସନ ବେଳେ ଯୁବକଙ୍କୁ!-->!-->!-->…
ଯୁବକଙ୍କୁ ଘରୁ ଡାକିନେଲେ ନକ୍ସଲ, ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ସୀମାରେ ନକ୍ସଲ ପୁଣି ହଂସା ଘଟାଇଛନ୍ତି। ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ହେଲେ ଅଶୋକ ତାଲାଣ୍ଡି।
ସୂଚନା ଅନୁସାରେ ଭାମରାଗଡ଼ ଥାନା ଅଂଚଳର ଦାମରାଞ୍ଚା ଗ୍ରାମର ନିବାସୀ ଅଶୋକ ତାଲାଣ୍ଡି!-->!-->!-->…
ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲା, ଆଠ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ନୟାପଲ୍ଲୀ ବ୍ରିଟ୍ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ମାମଲାରେ ଆଠ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ୍ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗଣ୍ଡଗୋଳରେ ବ୍ୟବହୃତ ଖଣ୍ଡା, ଭୁଜାଲି, ଠେଙ୍ଗା,!-->…
ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ବୋମା ଜବତ, ବୋମା ତିଆରି କାରଖାନା ଠାଵ
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ବୋମା ଜବତ କରିଛି ଜଟଣୀ ପୋଲିସ । ବୋମା ରଖିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥି ସହ ବୋମା ତିଆରି କାରଖାନାକୁ ଠାଵ କରିଛି ପୋଲିସ । ଉମାକାନ୍ତ ଶତପଥୀ ନାମକ ଜଣେ ବ୍ୟକ୍ତି ବୋମା କାରଖାନା କରି ବୋମା ତିଆରି!-->…
ଡକାୟତି ଯୋଜନା ପଣ୍ଡ, ପୋଲିସ କବଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ
ଜଟଣୀ: ଡକାୟତି ଯୋଜନା ପଣ୍ଡ କଲା କମିଶନରେଟ୍ ପୋଲିସ । ବଡ ଧରଣର ଲୁଟ୍ ପାଇଁ ଯୋଜନା କରୁଥିବାବେଳେ କମିଶନରେଟ୍ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୫ଟି ଅଫୁଟା ବୋମା, ସ୍କର୍ପିଓ କାର, ୩ଟି ବାଇକ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।
!-->!-->!-->…
କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍, ୫ ବନ୍ଧୁକ ଜବତ, ୨ ଗିରଫ
ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଭୁବନେଶ୍ବର କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍ । ୫ ଟି ସେମି ଅଟୋମେଟିକ ବନ୍ଧୁକ ସହ ୨୪ ରାଉଣ୍ଡ ଗୁଳି ଜବତ। 7. 65 ଏମଏମର ୪ ଟି ବନ୍ଧୁକ ଓ ୨୦ ରାଉଣ୍ଡ ଗୁଳି ଓ ଗୋଟିଏ ୯ ଏମ ଏମ ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି ସ୍ପେଶାଲ!-->…
ଦିଗପହଣ୍ଡି ଓ କନିସି ତହସିଲ ଅଞ୍ଚଳ ରେ ପଥର ମାଫିଆ ଙ୍କ ଆତଙ୍କ ରାଜ..!
ମାଳ ମାଳ ବେଆଇନ କ୍ରସର ଫେକ୍ଟ୍ରି, ତହସିଲଦାର ଭାଗିଦାର..!!
ଗଛରୁ ଉଦ୍ଧାର ହେଲା ନବବଧୂଙ୍କର ଝୁଲନ୍ତା ମୃତଦେହ
ବାଲେଶ୍ୱର: ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗଛରୁ ମିଳିଲା ନବ ବିବାହିତ ମହିଳାଙ୍କର ଝୁଲନ୍ତା ମୃତଦେହ। ମୃତା ମହିଳା ଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା ଥାନା କୁପାରୀ କବର ଗାଁରେ । ୮ ଦିନ ତଳେ ସେ ଉପରଗଡ଼ ଗାଁର ବସନ୍ତ!-->…