Browsing Category

ଅପରାଧ

ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ; ୨ ମୃତ, ୪ ଗୁରୁତର

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ୍ ପଛରେ ସ୍କର୍ପିଓ ଟି ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୪ ଜଣ ଆହତ ହୋଇଛନ୍ତି । ସେମସ୍ତ ଆହତମାନଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସାମାନ୍ୟ ବଚସା କୁ ନେଇ ଯୁବକର ଭୁଜାଲିରେ ଆକ୍ରମଣ…

ଦୁଇ ଯୁବକ ଗୁରୁତର, ସହରରେ ଚାପା ଉତ୍ତେଜନା..! ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗୁପ୍ତେଶ୍ୱର ମେଳାରେ ଗତ କାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ! ଜଣେ ଯୁବକ ତା ପରିବାର ସହ ମେଳା ରେ ବୁଲୁ ଥିବା ସମୟରେ କୌଣସି କାରଣକୁ ନେଇ ଅନ୍ୟ ଏକ ଯୁବକଙ୍କ ସହ ବଚସା ହୋଇଥିଲା

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର । ଫେରାର କଏଦୀ ଜଣକ ହେଲେ ଅର୍ଜୁନ ମୁଣ୍ଡା । ସେ କାଲି ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି । ଅର୍ଜୁନ ମୁଣ୍ଡା ଗତ ଡିସେମ୍ବର ମାସରେ ଗିରଫ ହୋଇ ଜେଲ୍ ରେ ଥିଲେ । ସୂଚନା ମୁତାବକ,

ଟିକସ ଫାଙ୍କିବା ଅଭିଯୋଗରେ ବାଣିକ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢାଉ

ଭୁବନେଶ୍ଵର; ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସେଥିପାଇଁ ଆକ୍ସନ ମୋଡରେ ଏବେ ସବୁ ବିଭାଗ । କେନ୍ଦ୍ରିୟ ଏଜେନ୍ସିଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ । ଏବେ ସବୁଠାରେ ଜୋରଦାର ଚେକିଂ, ଚଢାଉ ଲାଗିରହିଛି । ଏହାରି ଭିତରେ ଭୁବନେଶ୍ଵରର ବହୁ ପ୍ରତିଷ୍ଠିତ କୋଚିଂ ସେଣ୍ଟର ବାଣିକରେ ଆଜି ସକାଳୁ

ରାଜଧାନୀର ଦୁଇ ନିଶା ଦିଆ ଲୁଟେରା ଗିରଫ

ଭୁବନେଶ୍ୱର : ମିଠା ମିଠା କଥା କହି ଅଟୋରେ ବସାଉ ଥିଲେ। ଆଉ ପରବର୍ତ୍ତୀ ସମୟରେ ଥଣ୍ଡା ପାନୀୟରେ ନିଶା ଦେଇ ଲୁଟୁଥିଲେ। ରାଜଧାନୀର ଏପରି ଦୁଇ ଲୁଟେରାଙ୍କୁ ଆଜି ଧରି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ପରିବା ବ୍ୟବସାୟୀଙ୍କଠାରୁ ଲୁଟ୍‌ ଘଟଣାରେ ପୁଲିସ୍‌ ଏହି ଦୁଇ ଲୁଟେରାଙ୍କୁ ଗିରଫ

ଭୁବନେଶ୍ବରରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: ଚା’ ଦୋକାନୀଙ୍କ ଉପରେ ଚଢ଼ିଗଲା ଦାମୀ କାର୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ରବିବାର ହିଟ୍ ଆଣ୍ଡ୍ ରନ୍ ମାମଲା ଦେଖିବାକୁ ମିଳିଛି। ସହିଦନଗର ଥାନା ପଣ୍ଡାପାର୍କ ନିକଟରେ ଘଟିଥିବା ଏବି ଦୁର୍ଘଟଣାରେ ଜଣେ ଚା ଦୋକାନୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବିଞ୍ଝାରପୁରର ଦିଲୀପ ପରିଡ଼ା। ସୂଚନା ଅନୁସାରେ ଦିଲୀପ ନିଜ ଚା’

୧୪ ଦିନ ପରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ଦୁର୍ଗନ୍ଧ ହେବାରୁ ସ୍ୱାମୀଙ୍କୁ ଜଣାଇଲେ ପଡୋଶୀ

ଭଦ୍ରକ : ୧୪ ଦିନ ପରେ ବନ୍ଦ ଘରୁ ମିଳିଲା ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ । ଭଦ୍ରକ ଟାଉନ ଥାନା ଅପର୍ତ୍ତୀବିନ୍ଧା ନିଉ କଲୋନୀରୁ ଉଦ୍ଧାର ହୋଇଛି ଗଲିତ ମୃତଦେହ । ମୃତକ ତିହିଡ଼ି ଥାନା ଗୋଳାପୋଖରୀ ଅଞ୍ଚଳର ମଧୁମିତା ନାୟକ । ଗତ ୫ ମାସ ହେଲା ମଧୁମିତା ଘର ଭଡ଼ା ନେଇ

ଦୋଳ ମେଳଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଅନେକ ସ୍ଥାନରେ ଦୋଳ ମେଳନ ଜମୁଛି । ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାଲିଅନ୍ତା ଥାନା ବାଳକାଟିରେ ଦୋଳ ମେଳଣ ଚାଲିଥିବାବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି । ଠାକୁରଙ୍କ ପ୍ରୋସେସନ ବେଳେ ଯୁବକଙ୍କୁ

ଯୁବକଙ୍କୁ ଘରୁ ଡାକିନେଲେ ନକ୍ସଲ, ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ସୀମାରେ ନକ୍ସଲ ପୁଣି ହଂସା ଘଟାଇଛନ୍ତି। ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ହେଲେ ଅଶୋକ ତାଲାଣ୍ଡି। ସୂଚନା ଅନୁସାରେ ଭାମରାଗଡ଼ ଥାନା ଅଂଚଳର ଦାମରାଞ୍ଚା ଗ୍ରାମର ନିବାସୀ ଅଶୋକ ତାଲାଣ୍ଡି