Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଇଂରାଜୀ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ମାଟ୍ରିକ୍ ପରୀକ୍ଷାର୍ଥୀ
ଧାମନଗର: ଆଜି ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଛାତ୍ର ହେଲେ ଅଭିଷେକ ପଣ୍ଡା। ସେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଜାହାଙ୍ଗୀର ଶାସନ ଗାଁରେ ନିଜ ମାଉସୀଙ୍କ ଘରେ ରହି ପଢୁଥିଲେ। ମାଉସୀଙ୍କ ଶାଢ଼ୀରେ ଫାଶୀ ଦେଇ!-->…
ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ମାଓତାଣ୍ଡବ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ମାନେ ହେଲେ ପାମେଡ ଥାନା ଅନ୍ତର୍ଗତ କାୟର ଦୁଲେଡ ଗ୍ରାମର ସୋଡି ହୁଙ୍ଗା ଓ ମାଡଭି ନନ୍ଦା ।
ଉଭୟ!-->!-->!-->…
ବ୍ରହ୍ମପୁରରେ ଭିନ୍ନକ୍ଷମ ସାଜି ମାଗୁଥିଲେ ଭିକ, ୪ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର: ନିଜକୁ ମୁକ ଓ ବଧୀର ବୋଲି ପରିଚୟ ଦେଇ ଭିକାରି ବେଶରେ ଆସି ଲୋକଙ୍କୁ ଠକିବା ଅଭିଯୋଗରେ ବ୍ରହ୍ମପୁର ଥାନା ପୁଲିସ ବୁଧବାର ଉତ୍ତରପ୍ରଦେଶର ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଅଜୟ କୁମାର, ଅନିଲ କୁମାର, ମେରୋ ଓ ଯଶୋବନ୍ତ କୁମାର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା!-->…
ଭାଇ ରୁ ନେତା ହୋଇ ଟିକେଟ ଲବିରେ ଥିବା ଭାଇ ମାନଙ୍କୁ ଜାତୀୟ ସୁରକ୍ଷା ଆଇନ ଭୟ ଘାରିଛି….!
ଦୁର୍ଦ୍ଧାନ୍ତ ଅପରାଧୀ ସୁଲତାନ କୁ ଜାତୀୟ ସୁରକ୍ଷା ଆଇନ ଲାଗିବାପରେ,…..
ଵ୍ରହ୍ମପୁର: ୨୦-୨ ଗଞ୍ଜାମ ଜିଲ୍ଲାର ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଭାଇ ରୁ ନେତା ହୋଇଛନ୍ତି। ଏବେ ଆଗାମୀ ସାଧରଣ ନିର୍ବାଚନ ରେ ବିଭିନ୍ନ ରାଜନୈତିକ ଦଳରେ ସମ୍ପୃକ୍ତ ରହିବା ପରେ ଟିକେଟ ଲବି କରି ଗୋଦି!-->!-->!-->…
ଚାକିରି ଦେବା ନାଁରେ ଠକେଇ, ୩ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର : ଚାକିରି ଦେବା ନାଁରେ ଠକେଇ, ୩ ଗିରଫ । ବିଶାଖାପାଟଣାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ । ଅଭିଯୁକ୍ତଙ୍କୁ ଠାରୁ ୯୨ଟି ପାସପୋର୍ଟ, ୨୦ଟି ଟୁରିଷ୍ଟ ଭିସା ଜବତ ହୋଇଛି । କେନିଆରେ ଚାକିରି କରାଇଦେବାକୁ କହି ଖଲ୍ଲିକୋଟ ସହ ବିଭିନ୍ନ!-->…
ଘର ଭିତରୁ ମାଆ ଓ ୬ ବର୍ଷ ପୁଅର ମୃତଦେହ ଉଦ୍ଧାର
ବ୍ରହ୍ମପୁର: ବନ୍ଦ ଘରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ ହେଲେ ଡାଲି ନିଲାବେଣି (୩୫) ଓ ତାଙ୍କ ୯ ବର୍ଷର ପୁଅ। ବିଲମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।
ସୂଚନା ଅନୁଯାୟୀ, ଡାଲି!-->!-->!-->…
ବଜାରରେ ସେନା ୟୁନିଫର୍ମର ବେଆଇନ ବିକ୍ରି, ପୋଲିସ ଓ ସେନାର ମିଳିତ ଚଢ଼ାଉ
ବ୍ରହ୍ମପୁର: ଖୋଲା ବଜାରରେ ମିଳୁଛି ଭାରତୀୟ ସେନାର ୟୁନିଫର୍ମ କପଡା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଖବରପାଇବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏହି ଦୋକାନ ଉପରେ ମିଳିତ ଚଢାଉ କରିଛି । ଚଢାଉ ବେଳେ ୪୮୮ ମିଟର କପଡ଼ା ଜବତ କରିଛନ୍ତି,!-->…
ରୋଷେଇ କରିବା ହେଲା କାଳ, ଚୂଲି ନିଆଁରେ ଜୀବନ୍ତ ଦଗ୍ଧ ହେଲେ ମହିଳା
ଜଳେଶ୍ୱର : ରୋଷେଇ କରୁଥିବା ବେଳେ ଚୂଲିରୁ ନିଆଁ ଲାଗି ଘର ସମେତ ମହିଳା ଜୀବନ୍ତ ଦଗ୍ଧ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୁଦମାନସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ, ଆଠବାଟିଆ ଗ୍ରାମର ଜୟନ୍ତୀ ବାରିକ କୁଦମାନସିଂ ଗ୍ରାମରେ ନିଜର ଚାଷଜମି!-->!-->!-->…
ସ୍ୱାମୀକୁ ମଦ ପିଆଇ ମାଡ଼ ମାରି, ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ
ବ୍ରହ୍ମଗିରି : ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ବ୍ରହ୍ମଗିରି ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ମହିଳାଙ୍କ ସ୍ଵାମୀଙ୍କ ହାତ ଗୋଡ ବାନ୍ଧି ସ୍ବାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମେରାଇନ୍ ଥାନା ପୋଲିସ ଏକ ମାମଲା ରୁଜୁ!-->…
ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ୧୦ ଲକ୍ଷ ଟଙ୍କା ଓ କାର ଜବତ କଲା ଇଡି
ଭୁବନେଶ୍ବର : ଜମି ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ଇଡିର ଚଢ଼ାଉ । ଭୁବନେଶ୍ବରରେ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ମିଳିଲା ନଗଦ ୧୦ ଲକ୍ଷ ଟଙ୍କା ।
ପ୍ରୟାସକାନ୍ତିଙ୍କ ଘର ସାମ୍ନାରୁ ଦାମୀ ଫର୍ଚ୍ୟୁନର କାର ଜବତ ହୋଇଛି । ଜବତ ହୋଇଥିବା କାରଟି!-->!-->!-->…