Browsing Category

ଅପରାଧ

ହୋଟେଲ ରୁମ୍‌ରୁ ମିଳିଲା ଯବାନଙ୍କ ମୃତଦେହ

ଭୁବନେଶ୍ୱର : ହୋଟେଲରୁ ସନ୍ଦେହ ଜନକ ଅବସ୍ଥାରେ ପୂର୍ବତନ ସେନା ଅଧିକାରୀଙ୍କ ମୃତ ଦେହ ମିଳିଛି । ତାଙ୍କ ନାମ ହେଲା ମିର୍ ସିଂହ, ବୟସ ୪୩ ବର୍ଷ । ରାଜସ୍ଥାନ ନିବାସୀ ମୀର ଚାରିବର୍ଷ ହେଲା ଭୁବନେଶ୍ୱରର ଏହି ହୋଟେଲକୁ ଆସୁଥିଲେ। ହୋଟେଲ ରୁମରୁ ମିଳିଲା ସନ୍ଦେହ ଜନକ ଅବସ୍ଥାରେ ମୃତଦେହ। ତାଙ୍କ

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗରେ ଡାକ୍ତରଙ୍କୁ ମାଡ଼

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରକୁ ଆକ୍ରମଣ କରିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ । ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତିଙ୍କୁ ଆକ୍ରମଣ। ବିଳମ୍ବରେ ଆସିବା ସହିତ ମଦ୍ୟପାନ କରିଥିବା ଅଭିଯୋଗରେ ମେଡିକାଲରେ

ଟ୍ୟୁସନ୍‌ ରୁ ଫେରିବା ବାଟରେ ଛାତ୍ରର ଗଳା କାଟିଦେଲେ ଦୁର୍ବୃତ୍ତ

ଆଠଗଡ଼ : ଦଶମ ଶ୍ରେଣୀ ଛାତ୍ରର ଗଳା କାଟିଦେଲେ ଦୁର୍ବୃତ୍ତ। ବିଚ ବଜାରରେ ବେକକୁ ଛୁରୀରେ କାଟି ଫେରାର ହୋଇଗଲେ ଦୁର୍ବୃତ୍ତ। ଆଠଗଡ଼ର କୁଲେଇଲୋ ବଜାର ଉପରେ ଅଘଟଣ। ଦଶମ ଶ୍ରେଣୀର ଜଣେ ଛାତ୍ର ଟିଉସନରୁ ଫେରୁଥିବା ବେଳେ ଦୁଇ ଅଜଣା ଦୁର୍ବୃତ୍ତ କଳା ପଲସରରେ ଆସି ତାଙ୍କ ଗଳାକୁ ଛୁରୀରେ

୧୧ କେଜି ହରିଣ ମାଂସ ଜବତ, ଆସାମୀ ଫେରାର…

ଓଡ଼ଗାଁ : ଓଡ଼ଗାଁ ବନ ବିଭାଗ ଦ୍ବାରା ଚଢ଼ାଉ କରାଯାଇ ଆଜି ସକାଳେ ପାନ୍ତିଖରୀ ଗ୍ରାମପଞ୍ଚାୟତ ସାମ୍ନାରେ ଥିବା ପୋଖରୀ ହୁଡ଼ା ପର୍ଶ୍ଵରୁ ହରିଣ ମାଂସ ଥିବା ଏକ ବ୍ୟାଗ୍ ସହିତ ଏକ ସାଇକେଲ ଜବତ କରିଛି। ବ୍ୟାଗ୍ ରୁ ପଲିଥିନ ପ୍ୟାକେଟରେ ୧କେଜି ବିଶିଷ୍ଟ ୧୧ପ୍ୟାକେଟ ମାଂସ ମିଳିଛି । ବିଶେଷ

ଯୌତୁକ ଦାବି କରି ସ୍ତ୍ରୀକୁ ବିଧା ଗୋଇଠା, ମୋବାଇଲରେ ରେକର୍ଡ କଲା ନଣନ୍ଦ

ଭଦ୍ରକ : ଶାଶୁ ଚୁଟି ଘୋଷାଡି ମାରୁଛି ତ ସ୍ୱାମୀ ବିଧା ମୁଖା ଗୋଇଠା ମାରି ତଣ୍ଟି ଚିପୁଛି । ଏପଟେ ଏସବୁକୁ ଉପଭୋଗ କରୁଛି ନଣନ୍ଦ । ଆଉ ପରେ ଦେଖି ମନୋରଞ୍ଜନ କରିବ ବୋଲି କ୍ୟାମେରାରେ ବି ନିର୍ଯ୍ୟାତନାର ଦୃଶ୍ୟକୁ କଏଦ କରୁଛି ନଣନ୍ଦ । ଛି ଏ କି ପ୍ରକାର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ…

ପୁରୁଷୋତ୍ତମପୁର : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସିନ୍ଦୁରିଆପଡା ଗାଁ ନିକଟରେ ଦୁର୍ଘଟଣା । ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ନିକଟସ୍ଥ ଆମ୍ବପୁଆ ଗ୍ରାମର ମୂରଲୀ ଜେନା । ଘଟଣା ସ୍ଥଳରେ ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ହେଇଥିଲେ ।

ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କଲେ ଭୁବନ ବିଜେଡି ସଭାପତି

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବିଜେଡି ସଭାପତି ତଥା ପୂର୍ବତନ ନଗରପାଳଙ୍କ ସ୍ବାମୀ ନରେନ୍ଦ୍ର ସାହୁ ତାଙ୍କ ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଥାନାରେ ଅଭିଯୋଗ ହୋଇଛି। ଆଜି ସକାଳେ ପାରିବାରିକ କଳହରୁ ଝଗଡ଼ା ହୋଇଥିବା ଜଣାଯାଇଛି। ନରେନ୍ଦ୍ର ସାହୁ ତାଙ୍କ ଭାଇବୋହୂ ତନୁଶ୍ରୀ

ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇ ର କାଠ ଫାଳିଆ ମାଡରେ ବଡଭାଇ ଗୁରୁତର…

ହିଞ୍ଜିଳିକାଟୁ, ତା ୨୨/୧(): ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇର କାଠ ଫାଳିଆ ମାଡରେ ବଡଭାଇ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ପିତଳ ଗ୍ରାମରେ ଘଟିଛି। ମିଳିଥିବା ସୂଚନା ପ୍ରକାରେ, ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା

ଟ୍ରକ୍ ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ

ଭଦ୍ରକ: ଭଦ୍ରକରେ ଝିପିଝିପି ବର୍ଷା ସହ କୋହଲା ପାଗ ଲାଗି ରହିଥିବା ବେଳେ ୧୬ନମ୍ୱର ଜାତୀୟ ରାଜପଥ ରାଣିତାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ପିଟିଲା ଟ୍ରକ। ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ । ସୂଚନା ଅନୁସାରେ, ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍…