ମାଲକାନଗିରି ଜିଲ୍ଲାରେ ଅତ୍ୟାଧୁନିକ (ବାଇକ) ଜାୱା ସୋରୁମ ଉଦ୍ଘାଟିତ

add-all

ମାଲକାନଗିରି,୨୭|୧୦ : ମାଲକାନଗିରି ଜିଲ୍ଲା ସଦରରେ ଜାୱା କମ୍ପାନୀର ମୋଟର ସାଇକେଲ ସୋରୁମ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଏସପି ତପନ ନାରାୟଣ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଚାମ୍ବର ଅଫ କମର୍ଷ ସଭାପତି ସୁରେଶ ସୋମାନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ସୋରୁମର ଉଦ୍ଘାଟନ କରିଥିଲେ। ଏହି ଅବସରରେ ସୋରୁମର ମାଲିକ ଲୋକନାଥ ପ୍ରସାଦ ସାହୁ, କର୍ମଚାରୀ ଦୀପ୍ତି ରଞ୍ଜନ ସାହୁ, ପ୍ରଭାତ ସାହୁ, ସୁବ୍ରତ ଗନ୍ତାୟତ, ସନ୍ତୋଷ କୁଲଦୀପ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଜିଲ୍ଲାରେ ଜାୱା କମ୍ପାନୀର ଏହା ପ୍ରଥମ ସୋରୁମ ହୋଇଥିବା ବେଳେ ଏହି ଗାଡି କ୍ରୟ ପାଇଁ ଇଛୁକ ବ୍ୟକ୍ତି ଓ ଏହି ଗାଡି ରଖିଥିବା ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ad-week
Leave A Reply

Your email address will not be published.