ପୋଖରୀ ରେ ବୁଡି ଜଣେ ମୃତ…

add-all


ଚିକିଟି :-ଚିକିଟି କରବାଲୁଆ ବ୍ରହ୍ମା ବନ୍ଧ ରେ ବୁଡି ଜଣେ ଯୁବକ ଙ୍କ ର ମୃତ୍ୟୁ ହୋଇଛି।ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଲଷ୍ମୀପୁର ଛକ ର ଉଦୟ ନାଥ ସାହୁ।ଦିନ ରେ ଉଦୟ ଉକ୍ତ ପୋଖରୀ ନିକଟରେ ସନ୍ଦେହ ଜନକ ଭାବେ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି।ତେବେ ତାଙ୍କ ଶବ ଭାସୁଥିବା ଦେଖି ପୋଲିସ କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ସହାୟତା ରେ ଶବ କୁ ଉଦ୍ଧାର କରାଯାଇଛି। ପୋଖରୀ ନିକଟରେ ଥିବା ଉଦୟ ଙ୍କ ମୋପେଡ କୁ ମଧ୍ୟ ପୋଲିସ ଜବତ କରିଛି।ଧାନଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରି ପୋଷ୍ଟ ମୋର୍ଟାମ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।

ad-week
Leave A Reply

Your email address will not be published.