ବେଠିଆବୋରଦା ସ୍କୁଲ ପରିଚାଳନା କମିଟି ଗଠିତ  

add-all

ବୁଗୁଡା : ବୁଗୁଡା ବ୍ଳକ ଅନ୍ତର୍ଗତ ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଆଜି ଗଠିତ ହୋଇଯାଇଛି। ବିଦ୍ୟାଳୟର ପରିସରରେ ପ୍ରଧାନ ଶିକ୍ଷକ ରବିନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସ୍କୁଲ୍ ପରିଚାଳନା କମିଟି ସଭାପତି ରୂପେ ସୁଲୋଚନା ସ୍ବାଇଁ , ଉପସଭାପତି ରୂପେ ବାବୁରାମ ଭୁୟା ନିର୍ବାଚିତ ହୋଇଥିବା ବେଳେ ଆଉ ସତର ଜଣ କମିଟିର ସଭ୍ଯା ସଭ୍ୟ ରୂପେ ମନୋନୀତ ହୋଇଛନ୍ତି। ଉକ୍ତ ବୈଠକରେ ଉମାକାନ୍ତ ପାତ୍ର, ନାଏବ ସରପଞ୍ଚ ପ୍ରମୋଦ କୁମାର ପଣ୍ଡା ,ଶିକ୍ଷାବିତ ଶିବରାମ ଜେନା, ଶିକ୍ଷକ ନିଳାଦ୍ରୀ ବିହାରୀ ପ୍ରଧାନ, ସୀତାରାମ ତ୍ରିପାଠୀ , ଆଶାକର୍ମୀ ସାବିତ୍ରୀ ସ୍ବାଇଁ, ଓ୍ବାର୍ଡ ସଭ୍ୟା ଲିଲି ବେହେରା ଏବଂ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.