ଚିତ୍ରକୋଣ୍ଡାରେ ବିଭିନ୍ନ ଦାବି ନେଇ ଅଙ୍ଗନବାଡି କର୍ମିଙ୍କ ଧାରଣା

add-all

ଚିତ୍ରକୋଣ୍ଡା (୨୩/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆଇସିଡିଏସ କାର୍ଯ୍ୟାଳୟ ଆଗରେ ଗଲା କାଲି ଠାରୁ ଠିକା କର୍ମଚାରୀ ଅଙ୍ଗନବାଡି କର୍ମି ଏବଂ ଅଙ୍ଗନବାଡି ହେଲ୍ପର ମାନେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଭଳି ବିଭିନ୍ନ ଦାବି ପ୍ରତିବାଦରେ ନିଜ କାର୍ଯ୍ୟାଳୟ ଆଗରେ ଏକତ୍ରିତ ହୋଇ ପୋଷ୍ଟର ବ୍ୟାନର ବିଭିନ୍ନ ନାରାବାଦୀ ସ୍ଲୋଗାନ ଦେଇ ଧାରଣାରେ ବସିଛନ୍ତି ଆଜକୁ ମିଶାଇ ସେମାନଙ୍କ ଧାରଣା ଦୁଇ ଦିନରେ ପହଂଚିଛି l

ad-week
Leave A Reply

Your email address will not be published.