୧୦ଦଫା ଦାବି ନେଇ ଷ୍ଟିଅରିଂ ଛାଡ ଆନ୍ଦଳନକୁ ଅହ୍ଲାଇଲେ ଆନ୍ଧ୍ର ଓଡିଶା ସୀମାର ଡ୍ରାଇଭର

add-all

ରାୟଗଡା : ୧୦ ଦଫା ଦାବି ନେଇ ସାରା ଓଡିଶାର ଡ୍ରାଇଭର ଭାଇ ମାନେ ଷ୍ଟିଅରିଂ ଛାଡ ଆନ୍ଦଳନ କରୁଛନ୍ତି । ରାୟଗଡା ଆନ୍ଧ୍ର ସୀମାରେ ଥିବା ଡ୍ରାଇଭର ମାନେ ମନୋଜ ସାହୁ ଙ୍କ ନେତୃତ୍ବରେ ଆଜି କେରଡା ଠାରେ ଜରୁରି ସେବା କୁ ଛାଡି ଦେଲେ ଚକ ଅଖ ବନ୍ଦକରି କୈଣସି ଗାଡିକୁ ଛାଡିନଥିଲେ।

ଯେଉଁ ପର୍ଯ୍ୟନ୍ତ ସରକାର ଡ୍ରାଇଭର ମାନଙ୍କର ଦାବି ନଶୁଣନ୍ତି ସେହି ପର୍ଯ୍ୟନ୍ତ ଚକ ଅଖ ବନ୍ଦ ରହିବ ବୋଲି ଡ୍ରାଇଭର ମାନେ କହିଛନ୍ତି। ଏ କ୍ରିଷ୍ନା, ନରେଶ, ସୁନିଲ ମହାବିର, ପି ରବିନ୍ଧ୍ର, ପି ରାଜେଶ,ବନୁ ଶ୍ରୀନୁ ଙ୍କ ତତ୍ବାବଧାନ ରେ ପ୍ରାୟ ଶତାଧିକ ଡ୍ରାଇଭର ଉପସ୍ଥିତ ରହି ଚକ ଅଖ ବନ୍ଦ କରିଥଗଲେ

ad-week
Leave A Reply

Your email address will not be published.