Sign in
Sign in
Recover your password.
A password will be e-mailed to you.
୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର: ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଏନେଇ ସୂଚନା ଜାରି କଲା ସାଧାରଣ ପ୍ରଶାସନ ବିଭାଗ। ଅନିବାର୍ଯ୍ୟ କାରଣ ଯୋଗୁଁ ବନ୍ଦ ରହିବ ଅଭିଯୋଗ ଶୁଣାଣି।
ଜୁଲାଇ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୁନ ୩୦!-->!-->!-->…
ଭାରତକୁ ମିଳିବ ୩ ଲଢ଼ୁଆ ଆପାଚି ହେଲିକପ୍ଟର; ପାକିସ୍ତାନ ସୀମାରେ ହେବ ମୁତୟନ
ବଢ଼ିବ ସେନାର ବଳ। ଆସନ୍ତା ସପ୍ତାହ ସୁଦ୍ଧା ଭାରତକୁ ମିଳିବ ୩ ଲଢ଼ୁଆ ଆପାଚି ହେଲିକପ୍ଟର । ଏହି ଲଢ଼ୁଆ ହେଲିକପ୍ଟରକୁ ପାକିସ୍ତାନ ସୀମାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ୨୧ରେ ଏହି ଲଢ଼ୁଆ ହେଲିକପ୍ଟର ଭାରତରେ ପହଞ୍ଚିବ ବୋଲି ସୂଚନା ମିଳିଛି ।
ନୂଆଦିଲ୍ଲୀ ସ୍ଥିତ!-->!-->!-->…
‘ଓଡିଶା ସରକାରଙ୍କ ସମସ୍ତ ଗୁଳି ସରିବା ଯାଏ ଲଢିବ ବିଜେଡି’: ପୋଲିସ୍ ଆକ୍ସନ ନେଇ ବର୍ଷିଲେ ସଂତୃପ୍ତ ମିଶ୍ର
ଭୁବନେଶ୍ବର: ବାଲେଶ୍ବର ଏଫଏମ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ମୁହଁମୁହିଁ ହୋଇଥିଲା ପୋଲିସ୍ ବିଜେଡି କର୍ମୀ । ଯେଉଁଥିରେ ଆନ୍ଦୋଳନକାରୀ ବିଜେଡି ନେତାଙ୍କୁ ପୋଲିସ୍ ରୋକିବାକୁ ଚେଷ୍ଟା କରି!-->…
ଲୋମହର୍ଷଣ ଘଟଣା : ଜ୍ୱର ପରେ ମାନସିକ ଚାପ ରେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ଆତ୍ମହତ୍ୟା ଉଦ୍ୟମ…
ଉମରକୋଟ : "ଜ୍ୱର ପରେ ଶରୀର ଭଲ ହେଲା ଠାରୁ ମନ ଭଲ ହୁଏନି" – ଏହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଗୋଇରା ମାଳି ସାହିରେ ଘଟିଥିବା ଏକ ଲୋମହର୍ଷଣ କାରୀ ଘଟଣାରେ। ସୋମନାଥ ମାଝୀ ନାମକ ପ୍ରାୟ ୫୦ ବର୍ଷୀୟ ବ୍ୟକ୍ତି ନିଜ ବେକରେ ଛୁରୀ ଲଗାଇ ଆତ୍ମହତ୍ୟା ଚେଷ୍ଟା!-->…
କଟକ ଏସସିବି ମେଡିକାଲରେ ପୁଣି ସଫଳ ହେଲା କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର
କଟକ ଏସସିବି ମେଡିକାଲରେ ପୁଣି ସଫଳ ହେଲା କାର୍ଡାଭାରିକ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର। ଗତ କାଲି ବିଳମ୍ବିତ ରାତିରେ କାଡାଭୋରିକ୍ କିଡନି ପ୍ରତିରୋପଣ ହୋଇଛି । ସୌମ୍ୟଙ୍କ ପାଇଁ ଲକ୍ଷ୍ମୀନାରାୟଣ ପାଇଲେ ନୂଆ ଜୀବନ । ପୁରା ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ ।
ଖୋର୍ଦ୍ଧା କଣ୍ଟିଲୋ!-->!-->!-->…
ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଯୁବକଙ୍କ ମା‘ଙ୍କ ସହ କଥା ହେଲେ ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ସିନା ସୌମ୍ୟାଶ୍ରୀ ନାହାନ୍ତି, ହେଲେ ତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିବା ଯୁବକ ଜଣଙ୍କ ପୋଡାଜଳା ଯନ୍ତ୍ରଣା ସହ ଯୁଝି ହେଉଛନ୍ତି । ହେଲେ ତାଙ୍କୁ ଅଣଦେଖା କରାଯାଇଛି । ଯାହା ବିଭିନ୍ନ ଗଣମାଧ୍ୟମରେ ଆଜି ସକାଳୁ ପ୍ରକାଶ ପାଇବା ପରେ ଆହତ ଉଦ୍ଧାର ଉଦ୍ୟମକାରୀ!-->…
ଭାରତ ଓ ଚୀନକୁ ଟାର୍ଗେଟ କଲେ ନାଟୋର ମହାସଚିବ ମାର୍କ ରୁଟେ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ପାଶ୍ଚାତ୍ୟ ଦେଶ ଏବଂ ଋଷ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏହାରି ଭିତରେ ନାଟୋର ମହାସଚିବ ମାର୍କ ରୁଟେ ଏକ କଡ଼ା ଚେତାବନୀ ଦେଇଛନ୍ତି, ଯାହାର ସିଧାସଳଖ ସଙ୍କେତ ଭାରତ ଏବଂ ଚୀନ ଭଳି ଦେଶମାନଙ୍କ ପାଇଁ । ମାର୍କ ରୁଟେ!-->…
ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ବଢୁଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା, ଝାଡାବାନ୍ତିରେ ୧ ମୃତ୍ୟୁ
ପୁରୀ : ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ବିଶେଷ କରି କଣାସ ଅଞ୍ଚଳରେ ଝାଡାବାନ୍ତିରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରତିଦିନ ୧୫ରୁ ୨୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । କଣାସ ବ୍ଲକରେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର!-->…
ବିଜେଡିର ବିକ୍ଷୋଭ ପ୍ରଦର୍ଶନ; ପ୍ରଣବ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ
ଭୁବନେଶ୍ୱର: ଭୁବନେଶ୍ୱରର ଲୋକସେବା ଭବନ ଅଭିମୁଖେ ବିଜେଡିର ପଦଯାତ୍ରା ସମୟରେ ଦଳୀୟ ନେତା ପ୍ରଣବ ପ୍ରକାଶ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ ହୋଇଛନ୍ତି।
ଏଫଏମ କଲେଜର ୨୦ ବର୍ଷୀୟ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ସୂଚନା ଅନୁଯାୟୀ,!-->!-->!-->!-->!-->…
ଜମ୍ମୁକାଶ୍ମୀର ପ୍ରସଙ୍ଗରେ ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।!-->…