Sign in
Sign in
Recover your password.
A password will be e-mailed to you.
ଦଳ ବିରୋଧୀ କାର୍ଯ୍ୟକଳାପ: କେ.କବିତାଙ୍କୁ ଭାରତ ରାଷ୍ଟ୍ର ସମିତିରୁ ବହିଷ୍କାର
ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି(BRS)ର ଏମଏଲସି କେ. କବିତାଙ୍କୁ ଦଳରୁ ବହିଷ୍କାର କରିଦିଆଯାଇଛି । ନିଜ ବୟାନ ଓ ଗତିବିଧି ଯୋଗୁଁ ତାଙ୍କୁ ଦଳରୁ ବାହାର କରିଦିଆଯାଇଛି । ତାଙ୍କୁ ଦଳରୁ ବାହାର କରିବା ପାଇଁ କବିତାଙ୍କ ପିତା ତେଲଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା BRS ଅଧ୍ୟକ୍ଷ!-->…
ଛତିଶା ନିଯୋଗ ବୈଠକରେ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟ
ପୁରୀ : ପୁରୀ ନୀଳାଦ୍ରି ଭକ୍ତନିବାସରେ ଆଜି ଅନୁଷ୍ଠିତ ହେବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଆସନ୍ତା ୭ ତାରିଖରେ ପଡୁଥିବା!-->…
ରୁଷକୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ଲାଗିବ ଅଧିକ ଟାରିଫ
ରୁଷକୁ ଟ୍ରମ୍ପଙ୍କ ଧମକ । ତୁରନ୍ତ ୟୁକ୍ରେନ ଯୁଦ୍ଧ ବନ୍ଦ ନ କଲେ ଅଧିକ ଟାରିଫ ଲଗାଇବାକୁ ଆମେରିକାର ଚେତାବନୀ । ଆମେରିକା ଟ୍ରେଜେରି ସେକ୍ରେଟାରି ସ୍କଟ ବେସେଣ୍ଟ ଏହି ସୂଚନା ଦେଇଛନ୍ତି । କହିଛନ୍ତି ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟକଳାପ ପାଇଁ ରୁଷ ଉପରେ ଅଧିକ ପ୍ରତିବନ୍ଧ!-->…
ପୋଲିସ ହେପାଜତରୁ ଫେରାର ହେଲେ ଆପ୍ ବିଧାୟକ, ପୋଲିସକୁ ମାରିଲେ ଗୁଳି
ପଞ୍ଜାବ : ଆପ୍ ବିଧାୟକ ହରମିତ ସିଂ ପୋଲିସକୁ ଗୁଳି କରି ଜେଲରୁ ଫେରାର ହୋଇଯାଇଛନ୍ତି । ବିଧାୟକଙ୍କୁ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ କରାଯାଇଥିଲା । ତେବେ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ବିଧାୟକ ଜଣକ ଫେରାର ହୋଇଯାଇଛନ୍ତି ।
ଖବର ମୁତାବକ, ପଞ୍ଜାବର ଆପ ବିଧାୟକ!-->!-->!-->…
କଳା ଯାଦୁ ବାହାନାରେ ନାତିକୁ ମାରିଲା ଜେଜେ, ବସ୍ତାରୁ ମୃତଦେହ ଉଦ୍ଧାର
ଉତ୍ତର ପ୍ରଦେଶ: ଅଖାରୁ ବାହାରିଲା ଖଣ୍ଡ ଖଣ୍ଡ ଶରୀର । କଳା ଯାଦୁ ବାହାନାରେ ନାତିକୁ ହତ୍ୟା କରିଦେଲା ଜେଜେ । ଶରୀରକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଲା । ପ୍ରୟାଗରାଜରୁ ଆସିଲା ଛାତି ଥରେଇଦେବା ଭଳି ଖବର । ପରିବାର ଉପରୁ ମନ୍ଦ ଛାଇ ହଟାଇବା ନାଁରେ, ଜଣେ ବ୍ୟକ୍ତି ନିଜ ନାତିକୁ ଠାକୁରଙ୍କ!-->…
୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ଵର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । କାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଉଛି ଦେବଗଡ, ସମ୍ବଲପୁର , ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା। ସେହିପରି ପୁରୀ, ଖୋର୍ଦ୍ଧା,!-->…
ଚୋରା ସୁନାର ହବ୍ ପାଲଟିଛି ଆସିକା ! ସୁନା କ୍ରୟ କରି ଜଣେ ଜଣେ କୁବେର !!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଗମନା ଗମନ ସହ ବ୍ୟବସାୟୀକ କେନ୍ଦ୍ର ସ୍ଥଳୀ। ଆସିକା ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଛତୁ ଫୁଟିଲା ଭଳି ମାଳ ମାଳ ସୁନା ଦୋକାନ ରହିଛି।ଅଧିକାଂଶ ସୁନା ଦୋକାନ ବିନା ପଞ୍ଜିକରଣ ଚାଲିଛି। ଏଠାକାର କିଛି ବ୍ୟବସାୟୀ ଚୋରା ସୁନା କ୍ରୟ କରିବା ପାଇଁ ଦୋକାନ!-->!-->!-->…
ଜିଲ୍ଲାସ୍ତରୀୟ ଏଡ୍ସ ସଚେତନତା କାର୍ଯ୍ୟକ୍ରମରେ ଗଣଦୌଡ଼
ବ୍ରହ୍ମପୁର : ଆଜି ଗଞ୍ଜାମ ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟ ରେ ଏମ୍ .କେ. ସି .ଜି ପରିସର ରୁ ନୁଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ଗଂଜାମ ଜିଲ୍ଲା ମୁଖ୍ୟ!-->!-->!-->…
ଓଡ଼ିଶା ପୋଲିସର ‘ଅପରେସନ୍ ଅନୱେଶନ’, ୫ ଦିନରେ ମିଳିଲେଣି ୩୫୮ ନିଖୋଜ ଶିଶୁ ଏବଂ ୨୦୫୯ ମହିଳା….
ଭୁବନେଶ୍ବର: ୨୦୨୫ ମସିହାରେ ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ପାଇଁ କରାଯାଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଅନୱେଶନ’ ଅଧୀନରେ ଓଡ଼ିଶା ପୋଲିସ ଏପର୍ଯ୍ୟନ୍ତ ୧,୨୦୯ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛି, ଯେଉଁଥିରେ ୧,୦୭୮ ଝିଅ ଏବଂ ୬,୬୬୭ ନିଖୋଜ ମହିଳାଙ୍କୁ ସାମିଲ କରାଯାଇଛି।
!-->!-->!-->…
ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ବର:ସୁପ୍ରିମକୋର୍ଟ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍)କୁ ବାଧ୍ୟତାମୂଳକ(TET Mandatory ) କରିଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ!-->…