ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ !

ବାଙ୍ଗିରିପୋଷି: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ଅଭିଯୋଗ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚାଉଳଘୋରୀ ଗାଁରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ହେଲେ ୨୭ବର୍ଷୀୟା ମୀନା ସିଂ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ ଆହ୍ବାନ

ଭୁବନେଶ୍ୱର : ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୪ ଅକ୍ଟୋବର, ୨୦୨୫ (୦୪.୧୦.୨୦୨୫) ରିଖ ସୁଦ୍ଧା

ଜଳପ୍ରପାତରୁ ମିଳିଲା ୟୁଟ୍ୟୁବରଙ୍କ ମୁଣ୍ଡ ବିହୀନ ମୃତଦେହ

ଲମତାପୁଟ: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମିଳିଲା ମୃତଦେହ । ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ୩ କି.ମି. ଦୂରରେ ମିଳିଲା ମୁଣ୍ଡ ବିହୀନ ମୃତଦେହ । ଗତ ୨୩ ତାରିଖରେ ସାଙ୍ଗ ସହ ଜଳପ୍ରପାତରେ ଭିଡିଓ ସୁଟିଂ କରୁଥିବା ସମୟରେ ଅଚାନକ ପାଣି ମାଡି ଆସିଥିଲା । ଆଉ ସେହି ପାଣିର ପ୍ରଖର

ଆମରଣ ଅନଶନ ପ୍ରତ୍ୟାହାର କଲେ ମରାଠା ସଂରକ୍ଷଣ ଦାବି କରୁଥିବା ମନୋଜ ଜରାଙ୍ଗେ

ମୁମ୍ବାଇ : ଆମରଣ ଅନଶନ ପ୍ରତ୍ୟାହାର କରିଛନ୍ତି ମରାଠା ସଂରକ୍ଷଣ ଦାବି କରୁଥିବା ମନୋଜ ଜରାଙ୍ଗେ । ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା ପରେ ସେ ତାଙ୍କର ବିଜୟ ଘୋଷଣା କରିବା ସହ ଅନଶନ ପ୍ରତ୍ୟାହାର କରିଛନ୍ତି । ସେ କହିଛନ୍ତି ଯେ ସରକାର ତାଙ୍କ ଦାବି ମାନିଛନ୍ତି ଓ ଆଜି ବିଜ୍ଞପ୍ତି ପ୍ରକାଶ

ମା’ଙ୍କୁ ଗାଳି ରାଜନୀତିକୁ କଡ଼ା ଭର୍ତ୍ସନା କଲେ ମୋଦି

ବିହାର: ବିହାର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାରୀ ରାଲିରେ ମୋଦିଙ୍କ ମା’ଙ୍କୁ ଗାଳି ଦେବା ମାମଲାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ‘ବିହାର ଭଳି ସମୃଦ୍ଧ ପରମ୍ପରା ଭଳି ରାଜ୍ୟରେ ଏଭଳି ସ୍ଥିତି ଉପୁଜିବ, ଏଠାରେ ମା’ର ସମ୍ମାନକୁ କ୍ଷତି

ପଞ୍ଜାବ ବନ୍ୟାରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ: ବୁଡ଼ିଗଲା ୧୩୦୦ ଗାଁ

ପଞ୍ଜାବ: ଗତ ଗୋଟିଏ ମାସ ଧରି ପଞ୍ଜାବରେ ଗମ୍ଭୀର ବନ୍ୟା ସମସ୍ୟା ଦେଖାଦେଉଛି । ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ବନ୍ୟା ଯୋଗୁଁ ୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨.୫୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ସରକାର ଏହାକୁ ଦଶନ୍ଧି ମଧ୍ୟରେ ସବୁଠାରୁ ଗମ୍ଭୀର ପ୍ରାକୃତିକ

ଭାରତକୁ ପୁଣି ଟ୍ରମ୍ପଙ୍କ ଟାର୍ଗେଟ, ଭାରତ ସହ ବାଣିଜ୍ୟ ଏକପାଖିଆ ବିପର୍ଯ୍ୟୟ, କହିଲେ ଟ୍ରମ୍ପ

ଭାରତ ସହ ବାଣିଜ୍ୟ ଏକପାଖିଆ ବିପର୍ଯ୍ୟୟ । ଟାରିଫକୁ ନେଇ ପୁଣି ଟ୍ରମ୍ପଙ୍କ ଟାର୍ଗେଟ । ସାଙ୍ଘାଇ ସହଯୋଗ ସଂଗଠନ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ପରେ ଅସନ୍ତୋଷ ଝାଡିଛନ୍ତି ଟ୍ରମ୍ପ । ସାମାଜିକ

ପ୍ରାକୃତିକ ବିପର୍ଯ୍ୟୟର ଭୟଙ୍କର ରୂପ: ଆଫଗାନିସ୍ତାନ ଏବଂ ସୁଡାନରେ ୨,୧୦୦ ଲୋକଙ୍କ ମୃତ୍ୟୁ ଆଶଙ୍କା

ସାରା ବିଶ୍ୱରେ ପ୍ରକୃତିର ପ୍ରକୋପ ଜାରି ରହିଛି । ପ୍ରକୃତି ବିଶ୍ୱର ଦୁଇଟି ଭିନ୍ନ ଭିନ୍ନ କୋଣରେ ତାର ଭୟଙ୍କର ରୂପ ଦେଖାଇଛି । ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିଭଳି, ସୁଡାନରେ ଭୂସ୍ଖଳନ ଯୋଗୁଁ ହଜାରରୁ ଅଧିକ ଲୋକ

‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଭାରତ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟାରେ ବଡ ଉପଲବ୍ଧି ହାସଲ କରିଛି। ମଙ୍ଗଳବାର (ସେପ୍ଟେମ୍ବର ୨)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କରିଛନ୍ତି। ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍‌କୁ ଲଞ୍ଚ କରାଯାଇଛି

ମଝି ଆକାଶରୁ ଫେରିଲା ୨୭୨ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ : ମଝି ଆକାଶରୁ ଫେରିଲା ବିମାନ। ଅଳ୍ପକେ ଟଳିଲା ବଡ ଅଘଟଣ। ବିମାନରେ ପ୍ରାୟ ୨୭୨ ଜଣ ଯାତ୍ରୀ ଥିଲେ। ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏକ ଇଣ୍ଡିଗୋ ବିମାନ ହଠାତ୍‌ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ପକ୍ଷୀ ସହିତ ଧକ୍କା ହେବା ପରେ ବିମାନଟି ନାଗପୁର ବିମାନବନ୍ଦରକୁ ଫେରି