Sign in
Sign in
Recover your password.
A password will be e-mailed to you.
ଟ୍ରେନ୍ ଟଏଲେଟ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ଵର : ଭୁବନେଶ୍ଵର ରେଳଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍ ଟଏଲେଟ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ୍ ପୁରୁଷୋତ୍ତମ ଏକ୍ସପ୍ରେସ୍ ଶୌଚାଳୟରୁ ଏହି ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଆଜି ସକାଳେ ସଫେଇ କର୍ମଚାରୀମାନେ ଟ୍ରେନ୍ ସଫା କରିବା!-->…
ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା
ଭୁବନେଶ୍ୱର : ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା। ଓଏମଆର୍ ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ। ଏସଆଇ ରାଙ୍କ୍ର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ। ଏନେଇ ଶନିବାର ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । -ସେପ୍ଟେମ୍ବର ୨୦ ତାରିଖ!-->…
ଧସିଲା ନାଗାବଳୀ ନଦୀର ନିର୍ମାଣାଧୀନ ପଥର ପ୍ୟାକିଙ୍ଗ୍
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଦୁଇଟି ନଦୀ ନାଗାବଳୀ ଓ କଲ୍ୟାଣୀ ନଦୀରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପଥର ପ୍ୟାକିଂ ଧସି ଯାଇଥିବା ଦେଖିବାକୁ ମିଳିଛି। ନାଗାବଳୀ ଓ କଲ୍ୟାଣୀ ନଦୀରେ ତଟରେ ଥିବା ଗ୍ରାମଗୁଡିକର ମାଟି ଗୁଡିକ ଧସି ଗ୍ରାମ ଓ ସାହି!-->…
ଡିସେମ୍ବରରେ ଭାରତ ଆସିବେ ପୁଟିନ
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବରରେ ଭାରତ ଗସ୍ତରେ ଆସିବେ। କ୍ରେମଲିନର ବରିଷ୍ଠ ଅଧିକାରୀ ୟୁରି ଉଶାକୋଭ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୁଟିନ ସୋମବାର ଚୀନରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ!-->…
ସାମାଜିକ ଦାୟିତ୍ୱରେ ଦୃଢ଼ ପଦକ୍ଷେପ: ସ୍ଵର୍ଗଦ୍ଵାରର ଉନ୍ନତିକରଣ କାମ କରିବେ ସଞ୍ଜୟ ନନ୍ଦ…
“ଲୋକୋପକାରୀ ପ୍ରୟାସ: ସଞ୍ଜୟଙ୍କ ହାତେ ନୂଆ ରୂପ ପାଇବ ସ୍ଵର୍ଗଦ୍ଵାର”
ସୁନ୍ଦରଗଡ : ମଣିଷର ଅନ୍ତିମ ଯାତ୍ରା ଶେଷ ହୁଏ ମଶାଣିରେ। କିଏ ତାକୁ କୁହେ ମୁକ୍ତି ଧାମ ତ କିଏ କୁହେ ସ୍ଵର୍ଗଦ୍ଵାର। ସୁନ୍ଦରଗଡ ରାଣିବାଗିଚା ନିକଟରେ ସେହିଭଳି ଏକ ଜୁଇ ଜାଳିବା ସ୍ଥାନ ହେଲା ସ୍ଵର୍ଗଦ୍ଵାର। ସହରର!-->!-->!-->…
କୋରାପୁଟ ଜିଲ୍ଲାର ଜନଜାତିଙ୍କଠାରୁ ଦୈନନ୍ଦିନ ଜୀବନ ଯାଏଁ ସବୁକୁ ଆଲୋକିତ କରୁଛି ଟିପିଏସ୍ଓଡିଏଲ୍
କୋରାପୁଟ ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିର ବିକାଶ କରୁଛି ଟିପିଏସ୍ଓଡିଏଲ୍
ପଟାଙ୍ଗୀ ଓ ଲମତାପୁଟରେ ସବଷ୍ଟେସନର ଉନ୍ନତୀକରଣ
କୋରାପୁଟ ସବଷ୍ଟେସନର କ୍ଷମତା ବୃଦ୍ଧି
ନୂତନ ୩୩କେଭି ଓ ୧୧କେଭି ଲାଇନ ସଂଯୋଗ
ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ
ଜନଜାତି ସମୁଦାୟ ଓ!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ରାୟଗଡ଼ା ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ
ରାୟଗଡ଼ା : ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ରାୟଗଡ଼ା ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ରାୟଗଡ଼ା କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ଶ୍ରୀ ଆଶୁତୋଷ!-->…
୨୦ ବର୍ଷରୁ ଅଧିକ ଜେଲ୍ରେ ଥିବା ବନ୍ଦୀଙ୍କୁ ମୁକ୍ତି ପ୍ରସଙ୍ଗ: ପୁନର୍ବିଚାର ପାଇଁ ଏସଏସଆରବିକୁ ହାଇକୋର୍ଟଙ୍କ…
କଟକ:ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷରୁ ଅଧିକ ସମୟ ଧରି କୋରାପୁଟ ଜେଲ୍ରେ ବନ୍ଦୀ ଥିବା ନନ୍ଦୁ ପାଙ୍ଗିଙ୍କ ଦଣ୍ଡ ଅବଧିର ସମୟ ପୂର୍ବରୁ ମୁକ୍ତି ପ୍ରସଙ୍ଗରେ ବିଚାର କରିବାକୁ ଏସଏସଆରବି(ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।!-->…
ଓଡ଼ିଶା ରାଜ୍ୟ ବାର ପରିଷଦର କଡ଼ା ନିର୍ଦ୍ଦେଶ: ଲାଭ ଜନକ ପଦବୀରେ ଥିବା ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ହେବ
କଟକ: ଓଡ଼ିଶା ରାଜ୍ୟ ବାର ପରିଷଦ ପକ୍ଷରୁ ଆଇନଜୀବୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ପରିଷଦ ପକ୍ଷରୁ କୁହାଯାଇଛି, ଲାଭ ଜନକ ପଦବୀରେ ଥିବା ଆଇନଜୀବୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବ।ପରିଷଦ ନିଷ୍ପତ୍ତି ଅନୁସାରେ ପରିଷଦର ସଦସ୍ୟଥିବା ଯେଉଁ!-->…
ଚନ୍ଦ୍ରଯାନ-୫ ମିସନ ପାଇଁ ହାତ ମିଳାଇବେ ଇସ୍ରୋ ଓ ଜାପାନୀ ମହାକାଶ ସଂସ୍ଥା
ଟୋକିଓ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚନ୍ଦ୍ରଯାନ-୫ ମିଶନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଜାପାନ ଏରୋସ୍ପେସ୍ ଅନୁସନ୍ଧାନ ସଂସ୍ଥା (ଜାକ୍ସା) ମଧ୍ୟରେ ସହଯୋଗ ଘୋଷଣା କରିଛନ୍ତି।ମୋଦୀ କହିଛନ୍ତି ଯେ ଆମେ ଚନ୍ଦ୍ରଯାନ-୫ ମିଶନ ପାଇଁ ଇସ୍ରୋ ଏବଂ ଜାକ୍ସା!-->…