Sign in
Sign in
Recover your password.
A password will be e-mailed to you.
୩ ମାସରେ ୧୫ ଆତଙ୍କବାଦୀ ଶିବିର ତିଆରି କରିଛି ପାକିସ୍ତାନ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରର ୯୦ ଦିନ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୧୫ଟି ଆତଙ୍କାବାଦୀ ଶିବିର ତିଆରି ହୋଇଛି। ଏସବୁର ନିର୍ମାଣ ପାଇଁ ସହାୟତା ଯୋଗାଇ ଦେଇଛି ପାକିସ୍ତାନ। ପାକିସ୍ତାନୀ ଗୁଇନ୍ଦା ସଂସ୍ତା ଆଇଏସଆଇ ଏଥିପାଇଁ ପ୍ରଚୁର ଅର୍ଥ ବିନିଯୋଗ କରିଥିବା ନେଇ!-->…
ନୌସେନା ଓ ବାୟୁ ସେନା ପାଇଁ ଆସିବ ବ୍ରହ୍ମୋସ୍ ମିସାଇଲ୍, ଅପରେସନ୍ ସିନ୍ଦୂର ପରେ ସେନା ଦେବ ବଡ଼ ଅର୍ଡର
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନର ବିଭିନ୍ନ ସୈନ୍ୟ ଠିକଣାକୁ ଭାରତ ବ୍ୟାପକ କ୍ଷତି ପହଞ୍ଚାଇଥିଲା । ଭାରତୀୟ ସେନା ଏବେ ଭାରତ-ରୁଷ ଦ୍ୱାରା ବିକଶିତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ଏକ ବଡ଼ ଅର୍ଡର ଦେବାକୁ ଯାଉଛି । ଏଏନଆଇର ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ଉପକରଣ!-->…
୩ ବର୍ଷ ପୂର୍ବେ ଆମେରିକା ଚାହୁଁଥିଲା ରୁଷଠାରୁ ତେଲ କିଣୁ ଭାରତ ! ଏବେ ମିଛ ପ୍ରଚାର କରୁଛନ୍ତି ଟ୍ରମ୍ପ
ନୂଆଦିଲ୍ଲୀ: ରୁଷଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ଟାରିଫ୍ ଲଗାଇବ ବୋଲି ଆମେରିକା ଧମକ ଦେଉଛି । ଟ୍ରମ୍ପ ଧମକକୁ ନୂଆଦିଲ୍ଲୀ ଜୋରଦାର ବିରୋଧ କରିବା ସହ ନିଜ ଅଭିମୁଖ୍ୟକୁ ସ୍ପଷ୍ଟ କରିଛି । ଭାରତ ନିଜ ହିତ ରକ୍ଷା ପାଇଁ ରୁଷର ବାଣିଜ୍ୟିକ ଅଂଶୀଦାର ହେବ ବୋଲି ଏକ ପ୍ରକାର ସୂଚାଇ ଦେଇଛି ।!-->…
ବନ୍ୟାରେ ୧୭ଟି ଜିଲା ପ୍ରଭାବିତ, ୧୬ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ମୌସୁମୀ ବର୍ଷା ଯୋଗୁଁ ଉତ୍ତରପ୍ରଦେଶ-ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରର ମୁଙ୍ଗେର ବକ୍ସର, ପୂର୍ଣ୍ଣିୟା, ଭୋଜପୁର, ପାଟନା ସମେତ ଅନେକ ଜିଲାରେ ଶହଶହ ଗାଁ ବନ୍ୟା ପାଣିରେ ବୁଡି ଯାଇଛି । ବିହାରର ପୂର୍ଣ୍ଣିୟାରେ ୩୮ବର୍ଷ ପରେ ରେକର୍ଡ ଭାଙ୍ଗିଛି ବର୍ଷା ।!-->…
ଟ୍ରମ୍ପଙ୍କୁ ଜବାବ ଦେଲା ଭାରତୀୟ ସେନା
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କକୁ ନେଇ ଭାରତ ଏବଂ ଆମେରିକାର ସମ୍ପର୍କ ଖରାପ ହେବାରେ ଲାଗିଛି। ରୁଷଠାରୁ ତୈଳ କିଣିବା ବନ୍ଦ କରାଯିବ ନାହିଁ ବୋଲି ଭାରତ ରୋକଠୋକ ଶୁଣାଇବା ପରେ ଟ୍ରମ୍ପ ଅଧିକ ବିରକ୍ତ ହୋଇଯାଇଛି। ଏପରି କି ଭାରତ ଉପରେ ଅଧିକ ଶୁଳ୍କ ଲାଗୁ!-->…
ପୁଣି ଜଣେ ନକଲି ଡାକ୍ତର ଗିରଫ: ୫୦ ରୁ ଅଧିକ ସିଜେରିଆନ୍ ଡେଲିଭରି କରିଥିଲେ
ସିଲଚର:ଆସାମରେ ଆଉ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଏକ ଘରୋଇ ହସ୍ପିଟାଲର ଅପରେସନ ଥିଏଟରରେ ଅସ୍ତ୍ରୋପଚାର କରୁଥିବା ସମୟରେ ଗିରଫ ହୋଇଥିଲେ। ଅଭିଯୁକ୍ତ ଜଣକ ୫୦ରୁ ଅଧିକ ସିଜେରିଆନ୍ ସେକ୍ସନ ଏବଂ ସ୍ତ୍ରୀ ରୋଗ ଅସ୍ତ୍ରୋପଚାର କରିଥିଲେ । ଅଭିଯୁକ୍ତଙ୍କ ନାମ ପୁଲୋକ!-->…
୨୪ ଘଣ୍ଟାରେ ଭାରତ ଉପରେ ପ୍ରବଳ ଶୁଳ୍କ ବସାଇବି : ଟ୍ରମ୍ପ
ଓ୍ବାସିଂଟନ :ଆମେରିକାକୁ ଭାରତର କଡ଼ ଜବାବ ପରେ ବିଗିଡ଼ିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ସେ ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ପ୍ରବଳ ଶୁଳ୍କ ଲାଗୁ କରିବେ। ରୁଷକୁ ଏକ ଯୁଦ୍ଧ ମେସିନ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ!-->…
ବଳଙ୍ଗା ନାବାଳିକା ପୋଡ଼ି ଘଟଣା: ୩ ଦୁର୍ବୃତ୍ତଙ୍କ ଗିରଫ ଦାବି କଲା କଂଗ୍ରେସ
ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ବିରୁଦ୍ଧରେ ସପ୍ତାହବ୍ୟାପି ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷିତ ହୋଇଛି। ଆସନ୍ତା ୮ ତାରିଖ ଶୁକ୍ରବାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୩ ଦୁର୍ବୃତ୍ତଙ୍କ ଗିରଫ ଦାବିରେ କଟକସ୍ଥିତ ପୁଲିସ୍ ଡିଜି କାର୍ଯ୍ୟାଳୟକୁ ସହସ୍ର ସଂଖ୍ୟାରେ କଂଗ୍ରେସ!-->…
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ବୋର୍ଡ ସଭାପତିଙ୍କୁ ଚାରି ଥର ଜେରା କଲାଣି କ୍ରାଇମବ୍ରାଞ୍ଚ
କଟକ: ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆହୁରି ଅଧିକ ଲୋକ ସମ୍ପୃକ୍ତ ଥିବା ଜଣାଯାଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଆହୁରି ଵଢିଵ ବୋଲି କୁହାଯାଉଛି। ଏଣେ ଏନେଇ ବୋର୍ଡ ସଭାପତିଙ୍କୁ ଚାରି ଥର ଜେରା କଲାଣି କ୍ରାଇମବ୍ରାଞ୍ଚ। ଗିରଫ ଓ ସନ୍ଦେହରେ ଥିଵା ଅଭିଯୁକ୍ତଙ୍କ ଆର୍ଥିକ କାରବାରର!-->…
କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ
ଭୁବନେଶ୍ବର: ଡି ଏଫ ଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ ଅଧିକାରୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଦୁର୍ନୀତି ସହ ଯୋଡ଼ି ହୋଇଥିବା ଅଧିକାରୀ ମନ ବଦଳାନ୍ତୁ। କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ। ଅଧିକ ରୋଜଗାର ଆଶାରେ ଦୁର୍ନୀତି କରୁଛନ୍ତି। ଦୁର୍ନୀତିକୁ ନେଇ!-->…